Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ତୁରନ୍ତ ମୋବାଇଲ ନିଶା ଛାଡିବେ ପିଲାଏ ! ଆପଣାନ୍ତୁ ଏହି ମ୍ୟାଜିକ ଟ୍ରିକ୍ସ

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ମୋବାଇଲ ପ୍ରତି ପିଲାଙ୍କ ଆସକ୍ତି ଭାବ ଅନିୟନ୍ତ୍ରିତ ଭାବରେ ବୃଦ୍ଧି ପାଇଛି । ଅଧିକାଂଶ ପିଲା ଟାବ୍ଲେଟ୍‌, ଲ୍ୟାପ୍‌ଟପ୍‌ ଓ ସ୍ମାର୍ଟଫୋନ୍‌ ଭଳ ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ବ୍ୟବହାର କରୁଛନ୍ତି । ଯାହାକି ପିଲାଙ୍କ ଶାରୀରିକ ସ୍ବାସ୍ଥ୍ୟ ତଥା ମାନସିକ…

ଅତ୍ୟଧିକ ଭୋକ ଲାଗିବା ଏକ ରୋଗ କି?

ଭୁବନେଶ୍ବର:କିଛି ଲୋକଙ୍କୁ ବହୁତ ଭୋକ ଲାଗେ । ଏପରି ଲୋକମାନେ ଖାଦ୍ୟ ଖାଇବା ପରେ ମଧ୍ୟ ଭୋକିଲା ଅନୁଭବ କରନ୍ତି । ଯଦି ଆପଣଙ୍କୁ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଭୋକ ଲାଗୁଛି ତେବେ ଏହା ସାମାନ୍ୟ କଥା ନୁହେଁ । ଏପରି ଅନେକ ରୋଗ ହେତୁ  ମଧ୍ୟ ହୋଇପାରେ । -ଆମ ମଧ୍ୟରେ ଅନେକ ଲୋକ ଅଛନ୍ତି,…

ଦକ୍ଷିଣମୁଖି ଗୃହରେ ବାସ୍ତୁଦୋଷ ଥିଲେ ,ଏହି ନିୟମ ମାନନ୍ତୁ …

ଭୁବନେଶ୍ବର: ଯଦି ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ପଟେ ଥାଏ ତାହାକୁ ଦକ୍ଷିଣମୁଖି ଗୃହ କୁହାଯାଏ। ଦକ୍ଷିଣମୁଖି ଗୃହରେ ବସବାସ କଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ବାସ୍ତୁର ନିୟମ ମାନି ଦକ୍ଷିଣମୁଖି ଗୃହର ନିର୍ମାଣ କରାଯାଏ, ତେବେ ଘରେ ରହୁଥିବା ଲୋକଙ୍କ ଉପରେ ଶୁଭପ୍ରଭାବ ପଡେ ।…

ଏ ହେଉଛି ଭାରତର ଅନ୍ୟାନ୍ୟ ପ୍ରସିଦ୍ଧ ଶୈବ ପୀଠ

ନୂଆଦିଲ୍ଲୀ: ଆଗକୁ ଆସୁଛି ଦେବଦେବ ମହାଦେବଙ୍କର ପ୍ରସିଦ୍ଧ ଜାଗର ଯାତ୍ରା ତଥା ମହାଶିବରାତ୍ରୀ । ଏହି ଅବସରରେ ଦେଶର ବିଭିନ୍ନ ଶୈବ ପୀଠରେ ଜମିବ ଭକ୍ତଙ୍କ ଭିଡ । ପୌରାଣିକ ମତାନୁସାରେ ପବିତ୍ର ମହାଶିବରାତ୍ରୀ ଦିନ ଶିବ ଏବଂ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ସଂସାରର ପ୍ରଥମ ପ୍ରେମ…

ଘରେ ପ୍ରସ୍ତୁତ କରନ୍ତୁ ହେୟାର ଷ୍ଟ୍ରେଟନିଂ ମାସ୍କ

ଭୁବନେଶ୍ବର: ପାର୍ଲରରେ ହେୟାର ଷ୍ଟ୍ରେଟନିଂ କରିବା ପାଇଁ ଅର୍ଥ ଅଧିକ ଲାଗେ । ଏହାପରେ ଷ୍ଟ୍ରେଟନିଂ କେଶର ଯନ୍ତ୍ରନେବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡେ । ତେଣୁ ଆପଣ ଘରେ ହିଁ ନିଜେ ହେୟାର ଷ୍ଟ୍ରେଟନିଂ ମାସ୍କ କରି କେଶକୁ ସୁନ୍ଦର କରି ପାରିବେ । ଏଥିସହ ଏହା କେମିକାଲ ଫ୍ରି…

ମଧୁମେହ ରୋଗ ପାଇଁ ବରଦାନ ‘ ଗହମ ଘାସ ‘

ଭୁବନେଶ୍ବର: ପ୍ରତ୍ୟେକ ଛୋଟ ବଡ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା ପାଇଁ ପ୍ରକୃତି ଆମକୁ ଅନେକ ଜିନିଷ ଦେଇଛି । ଯାହା ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ସେହିପରି ଗହମ ଘାସ ଶରୀର ପାଇଁ ଏକ ବରଦାନ । ଗହମର ଘାସରେ ଭିଟାମିନ୍, କ୍ୟାଲସିୟମ, ଆଇରନ୍, ମିନେରାଲ୍ସ, ଏମିନୋ…

ଏହି ଦିନ ହେବ Infinix Note 50 ସିରିଜର ଲଞ୍ଚ, ଜାଣନ୍ତୁ ଫିଚର..

ଭୁବନେଶ୍ବର: ଇନଫିନିକ୍ସ ନିଜର ନୂଆ ମିଡ୍ ରେଞ୍ଜର ସ୍ମାର୍ଟଫୋନ୍ ଇନଫିନିକ୍ସ ନୋଟ୍ 50 (Infinix Note 50) ସିରିଜର ଲଞ୍ଚ ତାରିଖ ପ୍ରକାଶ କରିଛି । ଇନଷ୍ଟାଗ୍ରାମରେ ଅଫିସିଆଲ୍ ଟିଜର ପୋଷ୍ଟର ଅନୁଯାୟୀ, ଇନଫିନିକ୍ସ ଇଣ୍ଡୋନେସିଆ ବଜାରରେ ଆଗାମୀ ମାର୍ଚ୍ଚ ୩ରେ ଇନଫିନିକ୍ସ ନୋଟ୍ 50 ସିରିଜ୍…

ଏପରି ମନ୍ଦିର, ଯେଉଁଠି ପୂଜା ପାଆନ୍ତି ବୁଦ୍ଧ ଏବଂ ଶିବ

ନୂଆଦିଲ୍ଲୀ: ଭାରତରେ ରହିଛି ଏକାଧିକ ମନ୍ଦିର । ବିଭିନ୍ନ ମନ୍ଦିରର ରହିଛି ଭିନ୍ନ ଭିନ୍ନ ସଂସ୍କୃତି ଓ ପରମ୍ପରା । କେଉଁ ମନ୍ଦିର ଐତିହ୍ୟ ସଂସ୍କୃତିର ପରିଚୟ ଦିଏ ତ, ଆଉ କେଉଁ ମନ୍ଦିର ଭାଇଚାରାର ବାର୍ତ୍ତା ବହନ କରେ । ଏଭଳି ଏକ ମନ୍ଦିର ରହିଛି ଦାର୍ଜିଲିଂରେ । ଯେଉଁଠି ଦୁଇ ଧର୍ମ ଏକା…

ରୂପା ଗ୍ଲାସ ପାଣିର ଚମତ୍କାର ଗୁଣ

ଭୁବନେଶ୍ବର: ଭାରତୀୟମାନେ ପୂର୍ବ କାଳରେ ରୂପା ଗ୍ଲାସରେ ପାଣି ପିଉଥିଲେ । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି! ରୂପା ଗ୍ଲାସରେ ପାଣି କାହିଁକି ପିଆଯାଏ ? ଏହି ଧାତୁ ଆପଣଙ୍କ ଶରୀର ଉପରେ କି ପ୍ରଭାବ ପକାଇପାରେ? ତେବେ ଜାଣି ରଖନ୍ତୁ ଆୟୁର୍ବେଦ ଅନୁସାରେ, ରୂପା ଗ୍ଲାସରେ ପାଣି ପିଇବାର…

ଗ୍ରୀଷ୍ମକାଳରେ ତ୍ୱଚାର ଯତ୍ନ ..

ଭୁବନେଶ୍ବର: ଫେବୃଆରୀ ମାସରୁ ଖରାର ତାପମାତ୍ରା ବୃଦ୍ଧି ପାଇଛି । ପାଣିପାଗ ବିଭାଗ ଆଶଙ୍କା କରିଛି ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଉତ୍ତାପ ଆଗକୁ ଆହୁରି ବୃଦ୍ଧି ପାଇବ । ଜାଣି ରଖନ୍ତୁ ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ ଅଟେ । ତେଣୁ ଖରାଦିନେ ତ୍ବଚାର ଯତ୍ନ ନେବା ବେଶ୍ ଜରୁରୀ । ଆସନ୍ତୁ…