Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡିଶା ସମେତ ୯ଟି ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ୍ ସଚିବ

ଭୁବନେଶ୍ୱର: ଦେଶର ସର୍ବାଧିକ ପ୍ରଭାବିତ ଓଡିଶା ସମେତ ନଅଟି ରାଜ୍ୟର କରୋନା ସଂକ୍ରମଣ ପରିଚାଳନା ସ୍ଥିତି ସଂପର୍କରେ କ୍ୟାବିନେଟ ସଚିବ ସମୀକ୍ଷା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କିପରି କରୋନାକୁ ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା ।…

ଓଡିଶାରେ ୧୫ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା; ଗୋଟିଏ ଦିନରେ ସର୍ବାଧିକ ୮୦୮ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧୫,୨୦୦ରେ ପହଞ୍ଚିଛି। ସୁସ୍ଥ ହୋଇଥିବା ୮୦୮ ଜଣଙ୍କ ମଧ୍ୟରୁ ୩୫ ଜଣ କଟକ,…

ଭୁବନେଶ୍ୱରରେ ସର୍ବାଧିକ ୨୪୮ କରୋନା ପଜିଟିଭ; ଦୁଇଟି ବସ୍ତିରୁ ୬୫ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୪୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୦୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୪୧ଟି ସ୍ଥାନୀୟ ମାମଲା ରହିଛି ।…

କାହିଁକି ଗାଈ ବିକି ସ୍ମାର୍ଟଫୋନ୍ କିଣିଲେ କୁଲଦୀପ ?

ହିମାଚଳ ପ୍ରଦେଶ: କରୋନା ମାଡରେ ଛଟପଟ ଧନୀଠୁ ଗରିବ ସମସ୍ତେ । କାହା ପାଖରେ ପଇସା ଥାଇ ହନ୍ତସନ୍ତ, ତ କିଏ ଖାଇବାକୁ ଗଣ୍ଡେ ଦାନା ଯୋଗାଡ କରିନପାରି ଜୀବନ ହାରୁଛି । ପେଟକୁ ମୁଠେ ଭାତ ଯୋଗାଡ କରିବା ଚିନ୍ତା ଛାଡିଲେ ଆହୁରି ଅନେକ ସମସ୍ୟା ମାଡି ବସୁଛି । ହିମାଚଳ ପ୍ରଦେଶର କୁଲଦୀପ କୁମାର…

ରାଜ୍ୟର ଚତୁର୍ଥ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ

ଗଂଜାମ : ପୋଲସରାର ବିଧାୟକ କରୋନା ପଜିଟିଭ୍ ଚିହ୍ନଟ । ବିଧାୟକଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥି ସହ ସେମାନଙ୍କ ସମ୍ପର୍କରେ ଆସିଥିବା ପରିବାରର ସଦସ୍ୟ ଓ ଅନ୍ୟମାନଙ୍କର ମଧ୍ୟ ସ୍ୱାବ ନମୁନା…

ଭଦ୍ରକରେ ପୋଲିସ କର୍ମୀଙ୍କ ସମେତ ୮ କରୋନା ଯୋଦ୍ଧା ଆକ୍ରାନ୍ତ

ଭଦ୍ରକ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭଦ୍ରକରୁ ୬୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୪୧ଟି ସ୍ଥାନୀୟ ମାମଲା ରହିଛି ।…

ସୁନ୍ଦରଗଡରେ ୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୫୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଧାନସଭାର ୫ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାକୁ ଜୁଲାଇ ୩୧ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା…

ମାଲକାନଗିରିରେ ସୁପର ସ୍ପ୍ରେଡର; ୫ ଜଣଙ୍କୁ କଲେ ସଂକ୍ରମିତ

ମାଲକାନଗିରି: ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୮୧ରେ ପହଞ୍ଚିଛି । ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ମାଲକାନଗିରି ମହାନଗର ନିଗମର ।…

ଜୟପୁର ମହାନଗର ନିଗମ ଜୁଲାଇ ୨୮ ଯାଏଁ ସଟଡାଉନ୍

ଜୟପୁର: କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ କୋରାପୁଟ ପ୍ରଶାସନ ଜୁଲାଇ ୨୪ ମଧ୍ୟରାତ୍ରିରୁ ଜୁଲାଇ ୨୮ ଯାଏଁ ଜୟପୁର ମ୍ୟୁନିସିପାଲିଟି କୁ ସଟଡାଉନ୍ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏହି ସଟଡାଉନ୍ ଅବଧି ମଧ୍ୟରେ ମେଡିକାଲ୍‌, ପୋଲିସ, ଅଗ୍ନିଶମ, ଟେଲିକମ୍, ଡାକ…