Latest Odisha News

BREAKING NEWS

Browsing Category

ଅପରାଧ

ମୋତେ ଅନେକ ସ୍ୱପ୍ନ ଦେଖାଇଲ; ସୁଇସାଇଡ୍ ନୋଟ୍ ଲେଖି ଜୀବନ ହାରିଲେ ଡାକ୍ତରୀ ଛାତ୍ରୀ

ମେରୁଟ: ମା' ଓ ବାପା, ମୁଁ ତୁମକୁ ବହୁତ ଭଲ ପାଏ। ତୁମେ ମୋତେ ଅନେକ ସ୍ୱପ୍ନ ଦେଖାଇଲ, ମୋତେ ସେଗୁଡିକ ପୂରଣ କରିବାର ଥିଲା। ମୋତେ ଜୀବନରେ ବହୁତ ଆଗକୁ ଯିବାକୁ ଥିଲା। କିନ୍ତୁ ମୁଁ କିଛି କରିପାରିଲି ନାହିଁ। ମୁଁ ଡାକ୍ତର ହେବାର ଯୋଗ୍ୟ ନୁହେଁ। ମା, ବାପା ଏବଂ ମୋ ଭଉଣୀ। ତୁମେ ସମସ୍ତେ ମୋର…

ବୌଦ୍ଧରୁ କଲରାପତରିଆ ବାଘ ଛାଲ ଜବତ, ଜଣେ ଅଟକ

ବୌଦ୍ଧ: ବୌଦ୍ଧ ଜିଲ୍ଲାରୁ ଓଡ଼ିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) କଲରାପତରିଆ ବାଘ ଛାଲ ସହ ଜଣଙ୍କୁ ଗିରଫ କରିଛି। ଶନିବାର ଦିନ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏସଟିଏଫ ଟିମ୍ ଶୁକ୍ରବାର ସନ୍ଧ୍ୟାରେ ମେହେରୁନି ବ୍ରିଜ ନିକଟ ମନମୁଣ୍ଡା-ସାଗଡା ରାସ୍ତାରେ ଚଢାଉ କରି ଜଣେ…

ଦୁଇ ପୁଅ ସହ ଆତ୍ମହତ୍ଯା କଲେ ମା, ବୋହୂ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ

ଯୋଧପୁର: ଯୋଧପୁରର ଓସିଆନ ଥାନାରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଯେଉଁଠି ମା ଏବଂ ଦୁଇ ଭାଇ ଆତ୍ମହତ୍ଯା କରିଛନ୍ତି। ପତ୍ନୀଙ୍କ ଦ୍ୱାରା ବାରମ୍ବାର ନିର୍ଯ୍ୟାତନା ହେତୁ ସେମାନେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ପରିବାରର ତିନିଜଣଙ୍କ ମୃତଦେହ ଉଦ୍ଧାର…

ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ

ବାଙ୍କୀ: ପୁଣି ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା। ବାଙ୍କୀ ଅଞ୍ଚଳର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିଛି ବାଙ୍କୀ ପୋଲିସ । ଅଭିଯୁକ୍ତଙ୍କ ନାମ ଅମୀୟ ଚକ୍ର । ବାଙ୍କୀ ପୋଲିସ ତାଙ୍କୁ ଯାଜପୁର ଅଞ୍ଚଳରୁ…

ପଥରରେ ଛେଚି ପୋଲିସ ପତ୍ନୀଙ୍କୁ ହତ୍ୟା ଉଦ୍ୟମରେ ପୋଲିସ ସ୍ଵାମୀ ନିଲମ୍ବିତ

ବଲାଙ୍ଗୀର: ନିଲମ୍ବିତ ହେଲେ ରିଜର୍ଭ ପୋଲିସ କନଷ୍ଟେବଳ ଜ୍ୟୋତି ପ୍ରଧାନ। ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରି ନିଲମ୍ବିତ ହେଲେ ପୁଲିସ ସ୍ୱାମୀ। ବଲାଙ୍ଗିର ଏସପି ତାଙ୍କୁ ନିଲମ୍ବନ କରିଛନ୍ତି। ସୂଚନା ଅନୁଯାୟୀ, ପୋଲିସ କନଷ୍ଟେବଳ ଥିବା ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରିଥିଲେ ପୋଲିସ ସ୍ବାମୀ। ଗତ ୮…

ମଶା ତେଲ ଦୁର୍ନୀତି ମାମଲା: ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ଝାରସୁଗୁଡ଼ା: ମଶା ତେଲ ଦୁର୍ନୀତି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ଝାରସୁଗୁଡ଼ା ପୌର ପରିଷଦରେ ହୋଇଥିବା ମଶା ତେଲ ଦୁର୍ନୀତି ଘଟଣାରେ ଭିଜିଲାନ୍ସ ବିଭାଗ ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଦୁର୍ନୀତି ଘଟଣାରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଝାରସୁଗୁଡ଼ା ମ୍ୟୁନିସିପାଲଟିର…

ମୋ ପତ୍ନୀଙ୍କ ମୃତ୍ୟୁରେ ଅଲ୍ଲୁ ଅର୍ଜୁନଙ୍କ ଭୂମିକା ନାହିଁ, ମାମଲା ଉଠାଇ ନେବି : ମୃତ ମହିଳାଙ୍କ ସ୍ଵାମୀ

ହାଇଦ୍ରାବାଦ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଗିରଫ ପରେ ତାଙ୍କୁ ମିଳିଛି ଜାମିନ। ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହୋଇ ଜେଲ ଯିବା ପରେ ତେଲଙ୍ଗାନା…

ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା: ସ୍ୱାମୀ ସହ ୪ ଅଟକ

ସୁନ୍ଦରଗଡ଼: ବଣାଇରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣାରେ ଆସିଲା ବଡ଼ ଅପଡେଟ୍। ଗର୍ଭବତୀଙ୍କ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ୍। ହତ୍ୟା ମାମଲାରେ ସଂପୃକ୍ତି ସନ୍ଦେହରେ ସ୍ବାମୀଙ୍କ ସହ ଜଣେ ପୋଲିସ କର୍ମଚାରୀ ଏବଂ ଗାଁର ୨ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଯୋଜନା କରି ଗର୍ଭବତୀଙ୍କୁ…

କିଛି ମିନିଟରେ ରସାୟନରୁ ପ୍ରସ୍ତୁତ ହେଉଛି କ୍ଷୀର, ଭିଡିଓ ଭାଇରାଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ନକଲି କ୍ଷୀର ବ୍ୟବସାୟ କରୁଥିବା ଏକ ଠକଙ୍କୁ ଧରିଛି ପୋଲିସ। ନିକଟରେ ନକଲି କ୍ଷୀର ପ୍ରସ୍ତୁତ କରିବା ଅଭିଯୋଗରେ ପୋଲିସ ବ୍ୟବସାୟୀ ଅଜୟ ଅଗ୍ରୱାଲଙ୍କ ଗୋଦାମ ଉପରେ ଚଢଉ କରି ତାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ କିଛି ରାସାୟନିକ ପଦାର୍ଥ ମିଶାଇ…

ସିଙ୍ଗାପୁରରେ ଭାରତୀୟ ନାଗରିକଙ୍କୁ ଜେଲ, ବେଆଇନ ଭାବେ ୫୮କଇଁଛକୁ ନେଇ କରୁଥିଲେ ଯାତ୍ରା

ନୂଆଦିଲ୍ଲୀ: ସିଙ୍ଗାପୁରକୁ ବେଆଇନ ଭାବେ କଇଁଛ ନେଇକି ଯାଉଥିବାରୁ ଜଣେ ଭାରତୀୟ ନାଗରିକଙ୍କୁ ଏକ ବର୍ଷ ଚାରି ମାସ ଜେଲ ଦଣ୍ଡାଦେଶ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅଗଷ୍ଟରେ ଅଭିଯୁକ୍ତ ଜଣକ ୫୮ଟି ଭାରତୀୟ ଷ୍ଟାର କଇଁଛ ସହିତ ଧରାପଡିଥିଲେ। ଦ ଷ୍ଟ୍ରାଇଟ୍ସ ଟାଇମ୍ସ ରିପୋର୍ଟ ଅନୁସାରେ,…