Latest Odisha News

BREAKING NEWS

Browsing Category

ଅପରାଧ

ଅନଲାଇନରୁ ଅର୍ଡର କରିଥିଲେ ଆଇଫୋନ୍, ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା

ଲକ୍ଷ୍ନୌ: ଅନଲାଇନରୁ ଆଇଫୋନ୍ ଅର୍ଡର କରିଥିବା ଜଣେ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ଡେଲିଭରି ବୟକୁ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାହକ ଜଣକ କ୍ୟାସ୍ ଅନ୍ ଡେଲିଭରି ଜରିଆରେ ଆଇଫୋନ୍ ଅର୍ଡର କରିଥିଲେ। ଯାହାର ମୂଲ୍ଯ ଥିଲା ୧.୫ ଲକ୍ଷ ଟଙ୍କା। ମୃତ ଡେଲିଭରି ବୟ ଜଣଙ୍କ ହେଲେ…

୪୫ ଦିନ ଧରି ଶୋଇନାହିଁ; ସୁଇସାଇଡ ନୋଟରେ ଏଭଳି ଲେଖି ଜୀବନ ହାରିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଝାନ୍ସିର ଏକ ପ୍ରାଇଭେଟ୍ ଫାଇନାନ୍ସରେ ଏରିଆ ମ୍ୟାନେଜର ଭାବେ କାର୍ଯ୍ୟରତ ଜଣେ ୪୨ ବର୍ଷୀୟ ବ୍ୟକ୍ତି ସୁଇସାଇଡ ନୋଟ୍ ଲେଖି ଜୀବନ ହାରି ଦେଇଛନ୍ତି। ତରୁଣ ସକ୍ସେନା ନାମକ ଏହି ବ୍ୟକ୍ତି ସୁଇସାଇଡ ନୋଟରେ ଲେଖିଛନ୍ତି ଯେ ଗତ ଦୁଇ ମାସ ଧରି ବରିଷ୍ଠ ଅଧିକାରୀମାନେ…

ଟିକେଟ୍ ବ୍ଲାକମାର୍କେଟିଂ; ସମନକୁ ଏଡାଇଲେ ବୁକ୍ ମାଇ ଶୋ’ର ସିଇଓ

ମୁମ୍ବାଇ: ବୁକ୍ ମାଇ ଶୋ’ର ସିଇଓ ଆଶିଷ ହେମରାଜାନୀ ଇଓଡବ୍ଲ୍ୟୁର ୨ୟ ସମନକୁ ଏଡାଇ ଦେଇଛନ୍ତି। କୋଲ୍ଡପ୍ଲେ କନ୍ସର୍ଟ ଟିକେଟ୍ ବ୍ଲାକମାର୍କେଟିଂ ମାମଲାରେ ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ ତାଙ୍କୁ ସମନ କରିଥିଲେ ମଧ୍ଯ ଅଧିକାରୀଙ୍କ ନିକଟରେ ହାଜର ହୋଇନାହାନ୍ତି। ବୁକ୍ ମାଇ ଶୋ’ର…

ଆନ୍ଧ୍ରରୁ ଆଣି ଓଡ଼ିଶା ନମ୍ବର ଲଗାଇ ବିକୁଥିଲେ ବାଇକ; ୧୯ଟି ବାଇକ ସହ ଧରାପଡିଲା ଚୋର

ପାରଳାଖେମୁଣ୍ଡି: ଆନ୍ଧ୍ରରୁ ଚୋରି ଆଣି ଓଡ଼ିଶା ନମ୍ବର ଲଗାଇ ବାଇକ ବିକୁଥିଲା। ୧୯ଟି ବାଇକ ସହ ଧରାପଡିଲା ଚୋର। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରୁ ଚୋରି ହୋଇଥିବା ୧୯ଟି ବାଇକ୍ ଜବତ କରିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ। ଏହି ମାମଲାରେ ଅନ୍ୟଜଣ ଅଭିଯୁକ୍ତ ଫେରାର ଅଛି।…

ରାଉରକେଲା ଗଣଦୁଷ୍କର୍ମ ଘଟଣାରେ ଜେଲ୍ ଗଲେ ୬ ଅଭିଯୁକ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଜଣେ ୧୭ ବର୍ଷର ବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ସ୍ୱତନ୍ତ୍ର POCSO କୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଯାହା ପରେ ସମସ୍ତଙ୍କୁ ଜେଲ ପଠାଇଦିଆଯାଇଛି। ଏହି ୬ ଜଣଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗିରଫ କରାଯିବା ପରେ ରଘୁନାଥପାଲି ପୋଲିସ…

ଅଭାବନୀୟ: ସ୍କୁଲ ପାଇଁ ଛାତ୍ରଙ୍କୁ ଦେଇଦେଲେ ବଳି

ହାଥରସ: ଇଂଟରନେଟ ଯୁଗରେ ଭୟଙ୍କର ଅନ୍ଧବିଶ୍ୱାସ । ଆଜି ବି ଗୁଣିଗାରେଡି, ତନ୍ତ୍ରମନ୍ତ୍ର ଓ କଳାଯାଦୁ ଉପରୁ ଉଠିନାହିଁ ବିଶ୍ୱାସ । ଶିକ୍ଷିତ, ପାଠୁଆମାନେ ବି ଅନ୍ଧବିଶ୍ୱାସର ମାୟାଜାଲରୁ ମୁକୁଳି ପାରୁନାହାନ୍ତି । ଗୁଣିଗାରେଡି, କୁହୁକ ବିଦ୍ୟା ଓ କଳାଯାଦୁର ଭୟଙ୍କର ପରିଣତି ଦେଖିବାକୁ ମିଳୁଛି…

ସାଇବର ଥାନାରେ କଣ୍ଠଶିଳ୍ପୀ ପମି, ମ୍ୟୁଜିକ ଚୋରି ଅଭିଯୋଗ

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଗାୟକ ପମି ମିଶ୍ର ଭୁବନେଶ୍ୱରର ସାଇବର ଥାନାରେ ଏକ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଡକ୍ସନ୍ ହାଉସ୍ ତାଙ୍କର ୧୪ ବର୍ଷ ତଳର ପୁରୁଣା ଗୀତକୁ ନିଜର କହି ଆର୍ଥିକ ଲାଭ କରୁଛନ୍ତି। ଘଟଣା ସମ୍ପର୍କରେ ଜାଣିବା…

ମୁଁ ମହାଲକ୍ଷ୍ମୀଙ୍କୁ ଭଲ ପାଉଥିଲି…

ଭୁବନେଶ୍ବର: ବେଙ୍ଗାଲୁରୁରେ ହତ୍ୟା, ଭଦ୍ରକରେ ଆତ୍ମହତ୍ୟା । ସୁଇସାଇଡ୍ ନୋଟରେ ସଂପର୍କର ସତ । ମୃତ୍ୟୁ ପୂର୍ବରୁ ମାଆଙ୍କୁ କହିଥିଲା ମର୍ଡର ଷ୍ଟୋରୀ । ବେଙ୍ଗାଳୁରୁର ମହାଲକ୍ଷ୍ମୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା। ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ମୁଖ୍ୟ…

ବିଧବା ମହିଳାଙ୍କୁ ଦରକାର ନାହିଁ ମେକଅପ୍; ବର୍ଷିଲେ ସୁପ୍ରିମକୋର୍ଟ

ପାଟନା: ବିଧବା ମହିଳାଙ୍କୁ ଦରକାର ନାହିଁ ମେକଅପ୍। ପାଟନା ହାଇକୋର୍ଟଙ୍କ ଏଭଳି ମନ୍ତବ୍ୟ ଉପରେ ବୁଧବାର ସୁପ୍ରିମକୋର୍ଟ ଆପତ୍ତି ଦର୍ଶାଇଛନ୍ତି। ପାଟନା ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଥିଲେ ଯେ ଜଣେ ବିଧବା ମହିଳାଙ୍କୁ ମେକ୍ ଅପ୍ ଦରକାର ନାହିଁ। ପାଟନା ହାଇକୋର୍ଟ ଏକ ଅପହରଣ ଓ…

ବ୍ୟବସାୟୀଙ୍କ ଠାରୁ ଝାମ୍ପିନେଲେ କେଜିଏ ସୁନା, ୫ କେଜି ରୁପା

ମୋହନା: ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ। କେଜିଏ ସୁନା, ୫ କେଜି ରୁପା ଲୁଟ୍ ନେଇ ଥାନାରେ ଅଭିଯୋଗ। ମୋହନା ବଜାରରେ ଥିବା ଜୁଏଲାରୀ ଦୋକାନ ମାଲିକଙ୍କ ଠାରୁ ଲୁଟ୍ ହୋଇଛି। ଦୋକାନ ତାଲା ପକାଇବା ବେଳେ ଝାମ୍ପି ନେଲେ ଅଳଙ୍କାର ବ୍ୟାଗ୍। ଦୋକାନ ବନ୍ଦ କରି ଘରକୁ ଯିବା…