Latest Odisha News

BREAKING NEWS

Browsing Category

ଅପରାଧ

ଗୁଣିଗାରେଡି ସନ୍ଦେହରେ ହତ୍ୟା: ଜଳୁଥିବା ଜୁଇରେ ଆଉ ଜଣଙ୍କୁ ଜାଳିଦେଲେ

କୋରାପୁଟ: ଆଜିର ସଭ୍ୟ ସମାଜରେ ବେଶୀ ଅସଭ୍ୟ ହେଉଛି ମଣିଷ। ଭୁଲିଯାଉଛି ମଣିଷପଣିଆ। ଗୁଣିଗାରେଡ଼ିର ବିଶ୍ଵାସ କରି ମଣିଷ ଘଟାଉଛି ନାରକିଅ କାଣ୍ଡ। ଏଭଳି ଏକ ବିଭତ୍ସ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଝାରାପା ଗାଁରେ ଆଜି ଜଣେ…

୫ ନକଲି ମାଓବାଦୀଙ୍କୁ ବାନ୍ଧିଲା ପୋଲିସ, ପ୍ରଜାକୋର୍ଟରେ ଲୋକଙ୍କୁ ଦେଉଥିଲେ ଦଣ୍ଡ

ମାଲକାନଗିରି: ମାଓବାଦୀଙ୍କ ବର୍ବରତା ଶୁଣିଛନ୍ତି, ହେଲେ ନିଜକୁ ମାଓବାଦୀ କହି ପ୍ରଜାକୋର୍ଟରେ ଶାସନ ଚଳାଇଥିଲେ ୫ ବ୍ୟକ୍ତି। ସାଧାରଣ ଲୋକଙ୍କୁ ପ୍ରଜାକୋର୍ଟର ଧମକ ଦେଖାଇ ବଟି ଆଦାୟ କରୁଥିଲେ। ଆଉ ଏହି ନକଲି ମାଓବାଦୀ ଏବେ ପୋଲିସ ହାତରେ ଧରା ପଡିଲେ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା…

ଚାକିରି ନାଁରେ ଠକେଇ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ : ଚାକିରି ନାଁରେ ଠକେଇ। କଟକରେ ଚାକିରି ପ୍ରଲୋଭନ ଦେଖାଇ ଠକେଇ ହୋଇଛି। ସ୍ବାସ୍ଥ୍ୟ ବିଭାଗରେ ଚାକିରି ଦେବା ନାଁରେ ଠକାମି ହୋଇଛି। ଏହି ମାମଲାରେ ଆଜି କଟକରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସ୍ୱାସ୍ଥ୍ୟ ବିଭାଗରେ ଚାକିରି ଯୋଗାଇବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗରେ ଦୁଇ…

ଚୂନ ପାଉଡର ଟ୍ରକ୍‌ ଟାଙ୍କି ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ଚୂନ ପାଉଡର ଟ୍ରକ୍‌ ଟାଙ୍କି ଭିତରୁ ଏକ ମୃତଦେହ ଠାବ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ଭାଲୁବସା ପେଟ୍ରୋଲ ଟାଙ୍କି ସମ୍ମୁଖ ନୋ ଏଣ୍ଟ୍ରି ଜୋନରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବିଆର-୨୪…

ସିବିଆଇ ରେଡ୍ ଘଟଣାରେ ଗିରଫ ୩ ଜଣ ରିମାଣ୍ଡରେ ଗଲେ

ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ଏକ ବିଳାସପୂର୍ଣ୍ଣ ଗାଡିରୁ ନଗଦ ଟଙ୍କା ଜବତ ଘଟଣାରେ ସିବିଆଇ ଆଜି ୩  ଜଣଙ୍କୁ ଗିରଫ କରିଛି। ଓଡି-୦୫-ବିଭି-୯୯୯୯ ନମ୍ବର ବିଶିଷ୍ଟ ଏକ ମର୍ସିଡିଜ୍ ଗାଡିରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଜବତ କରିଥିଲେ ସିବିଆଇ ଅଧିକାରୀ। ଟଙ୍କା ଜବତ ପରେ ପଚରାଉଚରା ପାଇଁ କାରରେ…

୫ ନକଲି ମାଓବାଦୀ ଗିରଫ, ବନ୍ଧୁକ ଜବତ

ଚିତ୍ରକୋଣ୍ଡା: ନକ୍ସଲ ନାଁ ରେ ଧମକ ଦେଇ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ୩ ଜଣ ଓ ମାଲକାନଗିରି ପଦ୍ମଗିରି ଅଞ୍ଚଳର ୨ ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକମାନେ ହେଲେ ମନ ପାଙ୍ଗୀ, ଏମ ନାରାୟଣ, ଜଗୁ ହ୍ୱନ୍ତାଳ, ବିନୋଦ ଜେନା ଓ ଉମାକାନ୍ତ ମାଧଭି।…

ଗଣଦୁଷ୍କର୍ମ ପରେ ବୃଦ୍ଧାଙ୍କୁ ହତ୍ୟା, ୨ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ମାଲକାନଗିରି: ମରିଯାଇଛି ମାନବିକତା। ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହତ୍ୟା ପରେ ସମସ୍ତ ପ୍ରମାଣକୁ ନିଆଁ ଲଗାଇ ପୋଡି ଦେଇଥିଲେ ଦୁଷ୍କର୍ମକାରୀ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପାଉଁଶ ଭିତରୁ ପ୍ରମାଣ ବାହାର କରି ହତ୍ୟାକାରୀକୁ କାବୁ କରିଛି…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲା: ଦୋଷୀକୁ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ବ୍ରହ୍ମପୁର: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ୪ ବର୍ଷ ପରେ ମିଳିଲା ରାୟ। ଦୋଷୀକୁ ମିଳିଛି ୨୦ ବର୍ଷ ଦଣ୍ଡାଦେଶ। ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶନିବାର ଜଣେ ନାବାଳିକା ଛାତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଦୋଷୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।…

ଟେଣ୍ଡର ଫିକ୍ସିଂ ମାମଲାରେ ୩ ଜଣକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: ଟେଣ୍ଡର ଫିକ୍ସିଂ ମାମଲାରେ ରାଜଧାନୀରୁ ଦାମୀ ମୂଲ୍ଯବାନ ଗାଡ଼ି ଜବତ ହେବାର ଗୋଟିଏ ଦିନ ପରେ ୩ ଜଣ ଗିରଫ ହୋଇଛନ୍ତି। ୩ ଜଣକ ମଧ୍ୟରେ ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା, ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ ଗିରଫ। ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର…

କୋ ଅପରେଟିଭ୍ ବ୍ୟାଙ୍କ ସମେତ ୭ଟି ସ୍ଥାନରେ ଇଡି ରେଡ, ୧୩ କୋଟିରୁ ଅଧିକ ଟଙ୍କା ଜବତ

ମୁମ୍ବାଇ: ମହାରାଷ୍ଟ୍ର ମାଲେଗାଁଓ ସ୍ଥିତ ନାସିକ ମର୍ଚ୍ଚାଣ୍ଟ କୋ ଅପରେଟିଭ୍ ବ୍ୟାଙ୍କ ନାମକୋରେ ଇଡିର ଚଢାଉ। ଇଡି ପକ୍ଷରୁ ଅହମ୍ମଦାବାଦ ଓ ମୁମ୍ବାଇର ୭ଟି ସ୍ଥାନରେ ଚଢାଉ ଏକକାଳୀନ ଚଢାଉ କରାଯାଇଛି। ବ୍ୟାଙ୍କରୁ ଜବତ ହୋଇଛି ୧୩ କୋଟି ୫୦ ଲକ୍ଷ ଟଙ୍କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ…