Latest Odisha News

BREAKING NEWS

Browsing Category

ଅପରାଧ

ବାଇକ ଉପରେ ମାଡ଼ିଗଲା ଟ୍ରକ୍: ୩ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାୱାର ପ୍ଲାଣ୍ଟ ନିକଟ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଉପରେ ମାଡ଼ିଗଲା ଟ୍ରକ। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ଦର୍ଲିପାଲି ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ,…

ଯୋଗୀ ବେଶରେ ବିରଳ ସାପ ରଖି ଭିକ୍ଷା ମାଗିବା ବେଳେ ତିନି ଜଣଙ୍କୁ ଅଟକ ରଖିଲା ପୋଲିସ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଓଲ୍ଡ ଟାଉନ ଅଞ୍ଚଳରେ ସାଧୁ ବେଶରେ ଥିବା ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ଠାରୁ ଏକ ବିରଳ ସାପକୁ ଉଦ୍ଧାର କରିଛି ପୋଲିସ । ଏହି ତିନି ଜଣ ଦିଲ୍ଲୀବାସିନ୍ଦା ବୋଲି ପରିଚୟ ଦେଇଥିବା ଜଣାପଡ଼ିଛି। ଏବେ ଏମାନଙ୍କୁ ଅଟକ ରଖାଯାଇଛି। ପୋଲିସ କର୍ତ୍ତୃପକ୍ଷ ସାପ ସହିତ…

ପାଠରେ ଫେଲ୍, ଚୋରି ବିଦ୍ୟାରେ ପାରଙ୍ଗମ: ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ପାଠରେ ଫେଲ୍ କିନ୍ତୁ ଚୋରି ବିଦ୍ୟାରେ ପାରଙ୍ଗମ। ଚୋରି କରି ଠକେଇ କରିଥିବା ଅଭିଯୋଗରେ ଗିରଫ ହୋଇଛି ଏହି ଠକ ରମେଶ ପାଢୀ। ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ବାଲେଶ୍ୱର ପୁଲିସ ସୋର ଅଞ୍ଚଳର ରମେଶ ପାଢ଼ୀଙ୍କୁ ଗିରଫ କରିଛି। ରମେଶ ପାଢ଼ୀ ଅସହାୟ ଯୁବକଙ୍କୁ ବ୍ୟାଙ୍କ ଓ…

ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା

ପାଟନା: ବିହାରର ରାଜଧାନୀ ପଟନାରେ ଚାଞ୍ଚଲ୍ୟ। ବିଚ୍ ରାସ୍ତା ଉପରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା। ପୁନପୁନ ବଜାରରେ ଆଜି ଭୋରରୁ ଘରକୁ ଫେରୁଥିଲେ ଜେଡିୟୁ ନେତା ସୌରଭ କୁମାର୍ ଓ ତାଙ୍କ ବନ୍ଧୁ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଆସି ଅତର୍କିତ ଭାବେ ଗୁଳି ଚଲାଇଥିଲେ। ଗୁଳି ବିନିମୟରେ…

ମାଲକାନଗିରି ଚାଲାନଗୁଡ଼ାରୁ ଜବତ ହେଲା ୩୦ ଲକ୍ଷ ଟଙ୍କା, ୨ ଗିରଫ

ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମା ମାଲକାନଗିରି ଚାଲାନଗୁଡ଼ାରୁ ଜବତ ହେଲା ୩୦ ଲକ୍ଷ ଟଙ୍କା । ନିର୍ବାଚନ ନେଇ ଗତକାଲି ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଧରାପଡ଼ିଛି ଏତେ ପରିମାଣର ଟଙ୍କା । ଛତିଶଗଡ଼ ତରଫରୁ ଆସୁଥିବା ଏକ କାରକୁ ଯାଞ୍ଚ କରିଥିଲା ପୋଲିସ। ଯାଞ୍ଚ ବେଳେ ଏତେ…

ଚନ୍ଦନପୁର ବଜାରରେ ବୋମାମାଡ଼, ଦୁର୍ବୁତ୍ତକୁ କାବୁ କଲା ପୋଲିସ

ପୁରୀ: ପୁରୀ ଚନ୍ଦନପୁର ବଜାରରେ ବୋମାମାଡ଼ । ସିମେଣ୍ଟ ବ୍ୟବସାୟୀ ନିରଞ୍ଜନ ସାହୁଙ୍କ ଗୋଦାମ ଉପରକୁ ହୋଇଛି ବୋମାମାଡ଼ । ବୋମାମାଡ କରି ଦୃର୍ବୁତ୍ତ ଖସି ଯାଉଥିବାବେଳେ ସ୍ଥାନୀୟ ଲୋକେ କାବୁ କରି ପୋଲିସକୁ ଜିମା ଦେଇଛନ୍ତି । ତେବେ ବୋମାମାଡ କରିଥିବା ଦୃର୍ବୁତ୍ତ ଏକ ବାଇକ ରେ ଖସି ଯାଉଥିବା…

ବାପ ସାଜିଲା ଜହ୍ଲାଦ, ମାତ୍ର ଶହେ ଟଙ୍କା ପାଇଁ କଟୁରୀରେ ପୁଅକୁ ହାଣିଲା

କଟକ: ବାପ ପୁଅର ସଂପର୍କ ଅମୂଲ୍ୟ । କିନ୍ତୁ ଏହି ସମ୍ପର୍କର ମୂଲ୍ୟ ଭୁଲି ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ । ପୁଅ ଶୋଇଥିବାବେଳେ କଟୁରୀରେ ହାଣି ଲହୁ ଲୁହାଣ କଲା ପିଶାଚ ବାପା । ଖବର ମୁତାବକ,…

ନୁଡଲ୍ସ ପ୍ୟାକେଟରୁ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା, ମୁମ୍ବାଇ ଏୟାରପୋର୍ଟରୁ ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ: ନୁଡଲ୍ସ ପ୍ୟାକେଟରୁ ବାହାରିଲା ହୀରା । ମୁମ୍ବାଇ ଏୟାରପୋର୍ଟରୁ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ କରିଛି କଷ୍ଟମ୍ ବିଭାଗ । ମୁମ୍ବାଇ କଷ୍ଟମ୍ସ ଅଧିକାରୀ ୬.୪୬ କୋଟି ଟଙ୍କା ସୁନା ଓ ହୀରା ଜବତ କରି ଏପ୍ରିଲ ୧୯ ରୁ ୨୧ ତାରିଖ ମଧ୍ୟରେ ଚାରି ଜଣଙ୍କୁ ଗିରଫ କରିଛି। ମୁମ୍ବାଇ…

ମାଡ଼ ମାରି ମୋବାଇଲ ଫୋନ ଲୁଟ ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣକୁ ମାଡ଼ ମାରି ମୋବାଇଲ ଫୋନ ଲୁଟ କରିବା ମାମଲାରେ ଅଭିଯୁକ୍ତକୁ ବର୍ଷେ ଜେଲ୍ ଦଣ୍ଡ। ଏହି ସଜା ଶୁଣାଇଛନ୍ତି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୩ ର ବିଚାରପତି। ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ମାନସ ରଞ୍ଜନ ସାହୁ ଭରତପୁର ଥାନା…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ। ବରଗଡ଼ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଏସ୍ଏଚ୍‌ଜି ଫାଇଲ୍ ରିଲିଜ୍‌ ପାଇଁ ୧୪ ହଜାର ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଗିରଫ ହେଲେ ପ୍ରଧାନଶିକ୍ଷକ। ବିଦ୍ୟାଳୟର…