Latest Odisha News

BREAKING NEWS

Browsing Category

ଅପରାଧ

ରେଲୱେ ଟ୍ରାକରେ ହାଇଡ୍ରାମା; ସୁଇସାଇଡ୍ କରିବା ପାଇଁ ଧାରଣାରେ ଶୋଇ ପଡିଲେ

ପାଟନା: ଗତ ମଙ୍ଗଳବାର ଦିନ ମୋତିହାରୀ ରେଳ ଟ୍ରାକରେ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା। କାରଣ ​​ସୁଇସାଇଡ୍ କରିବା ପାଇଁ ଧାରଣାରେ ଶୋଇ ରହିଥିଲେ ଜଣେ ଯୁବତୀ। ଯେଉଁଥିପାଇଁ 15556 ବାପୁଧାମ୍ ମୋତିହାରୀ-ପାଟଲିପୁତ୍ର ଅଭିମୁଖେ ଯାଉଥିବା ଲୋକାଲ ଟ୍ରେନ ଦୀର୍ଘ ସମୟ ଧରି ଅଟକି…

ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ଼: ଜଣେ ମୃତ, ୩ ଗୁରୁତର

ଆଠଗଡ଼: ଗଣେଶ ମୂର୍ତ୍ତି ଭସାଣି ବେଳେ ଛୁରାମାଡ଼, ଜଣେ ମୃତ। କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଧୁରୁସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣ ବେଳେ ଘଟିଛି ଏହି ଅଘଟଣ। ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଛୁରାମାଡ଼ ହୋଇଛି। ଆଉ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କଟକ ମେଡିକାଲରେ ଜଣଙ୍କୁ ଭର୍ତ୍ତି…

ବାୟୁସେନା ମହିଳା ଅଧିକାରୀଙ୍କୁ ଦୁଷ୍କର୍ମ

ଶ୍ରୀନଗର: ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ଜଣେ ମହିଳା ଫ୍ଲାଇଂ ଅଫିସର ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏ ନେଇ ଜମ୍ମୁ-କାଶ୍ମୀରର ବଡଗାମ ଥାନରେ ମାମଲା ରୁଜୁ ହୋଇଛି। ଉଭୟ ଅଧିକାରୀ ଶ୍ରୀନଗରରେ ମୁତୟନ ଅଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ ଏହି ମାମଲାରେ ସ୍ଥାନୀୟ…

ପୁଣି ଟ୍ରେନ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର, ସୋଲାପୁରରେ ଅଳ୍ପକେ ବର୍ତ୍ତିଲା ଟ୍ରେନ

ସୋଲାପୁର: ମହାରାଷ୍ଟ୍ରର ସୋଲାପୁରରେ ଏକ ମାଲବାହୀ ଟ୍ରେନକୁ ଓଲଟାଇବାକୁ ଷଡଯନ୍ତ୍ର ହୋଇଥିବା ସୂଚନା। ସୋଲାପୁରର କୁର୍ଡୁବାଡି ଷ୍ଟେସନ ଠାରୁ ପ୍ରାୟ ଏକ କିମି ଦୂରରେ ଥିବା ରେଳ ଟ୍ରାକରେ ଏକ ବଡ଼ ସିମେଣ୍ଟ ପଥର ଦେଖିବାକୁ ମିଳିଛି। ହେଲେ ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଟ୍ରେନ…

ବାୟା କଲା ମଦ ନିଶା; ପୋଲିସର ଆଖି ସାମ୍ନାରୁ ବୋହି ନେଲେ ମଦ ବୋତଲ 

ଗୁଣ୍ଟୁର: ପୋଲିସର ଆଖି ସାମ୍ନାରୁ ବୋହି ନେଲେ ମଦ ବୋତଲ। ଜବତ ହୋଇଥିବା ମଦ ବୋତଲକୁ ପୋଲିସ ଭାଙ୍ଗିବାକୁ ଯାଉଥିବା ବେଳେ ସହି ପାରିଲେନି ମଦ ପ୍ରେମୀ। ବହୁ ସଂଖ୍ୟାରେ ମାଡି ଆସି ଟେକି ନେଇଗଲେ ମଦ ବୋତଲା ଲୋକଙ୍କ ଏଭଳି କାରନାମା ଦେଖି ଚକିତ ହୋଇପଡିଥିଲେ ପୋଲିସ ଅଧିକାରୀ। ଏହି ଘଟଣା ଘଟିଛି…

ଏନଆଇଏର ନୂଆ ଖୁଲାସା; ରାମମନ୍ଦିର ପ୍ରାଣ ପ୍ରତିଷ୍ଠାରେ ବିଜେପି ଅଫିସରେ ଆକ୍ରମଣ… 

ନୂଆଦିଲ୍ଲୀ: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ବିଜେପି ଅଫିସରେ ଆକ୍ରମଣ ପାଇଁ ହୋଇଥିଲା ଷଡଯନ୍ତ୍ର। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ନିଜ ରିପୋର୍ଟରେ ଖୁଲାସା କରିଛି। ଜାନୁୟାରୀ ୨୨, ୨୦୨୪। ଏହି ଦିନ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଙ୍କ ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା…

ଦୁର୍ଘଟଣା ଘଟାଇବା ପାଇଁ ଟ୍ରାକରେ ରଖୁଛନ୍ତି ସିଲିଣ୍ଡର! ଅଳ୍ପକେ ବର୍ତ୍ତିଲା ଟ୍ରେନ

କାନପୁର: ପୁଣି ଥରେ ଟ୍ରେନକୁ ଦୁର୍ଘଟଣା ଗସ୍ତ କରାଇବା ପାଇଁ ଷଡଯନ୍ତ୍ର କରିଛନ୍ତି ଦୁବୁର୍ତ୍ତ। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅନୱାର-କସଗଞ୍ଜ ମାର୍ଗରେ ଏହି ଘଟଣା ଘଟିଛି। ରେଲୱେ ଟ୍ରାକରେ ରଖାଯାଇଥିବା ଏକ ସିଲିଣ୍ଡର ସହିତ କାଲିନ୍ଦି ଏକ୍ସପ୍ରେସ ଧକ୍କା ଦେଇଥିଲା।…

୨୦ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାରିପଦା: ବ୍ରାଉନସୁଗାର ଜବତ ମାମଲାରେ ବାରିପଦା ଟାଉନ ପୋଲିସର ଏକ ଟିମ୍ ରବିବାର ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗୋବିନ୍ଦ ପାଲ (୪୨) ହୋଇଥିଲା ବେଳେ ମୟୂରଭଞ୍ଜ ଜିଲ୍ଲାର ଭଞ୍ଜପୁର ଥାନା ଅନ୍ତର୍ଗତ ଟକଟପୁରର ବାସିନ୍ଦା ବୋଲି ଜଣାପଡିଛି। ତାଙ୍କ ନିକଟରୁ ପୋଲିସ ୧୯୯.୮୦ ଗ୍ରାମ…

ୟୁଟ୍ୟୁବ ଦେଖି ସର୍ଜରୀ କରୁଥିଲେ, ଚାଲିଗଲା ନାବାଳକ ଜୀବନ

ପାଟନା: ୟୁଟ୍ୟୁବ୍ ଭିଡିଓ ଦେଖି ସର୍ଜରୀ କରୁଥିଲେ ଜଣେ ନକଲି ଡାକ୍ତର। ଯେଉଁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଗଲ୍ ବ୍ଲାଡରରୁ ଷ୍ଟୋନ ବାହାର କରିବା ପାଇଁ ଅପରେସନ୍ କରିଥିଲେ ଡାକ୍ତର। ଯାହା ଫଳରେ ବିହାରର ସରନରେ ଜଣେ ୧୫ ବର୍ଷୀୟ ବାଳକଙ୍କର ମୃତ୍ୟୁ ଘଟିଛି।…

ଖାଇବା ଦେବାକୁ ମନା କରିବାରୁ ଚଢାଇ ଦେଲେ ଟ୍ରକ୍

ପୁଣେ: ଖାଇବା ଦେବାକୁ ମନା କରିବାରୁ ରେଷ୍ଟୁରାଣ୍ଟ ଉପରେ ଟ୍ରକ୍ ଚଢାଇ ଦେଲେ ନିଶାସକ୍ତ ଡ୍ରାଇଭର। ପୁଣେ-ସୋଲାପୁର ଜାତୀୟ ରାଜପଥ କଡ଼ରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଏପରି ଘଟଣା ଘଟିଯାଇଛି। ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି…