Latest Odisha News

BREAKING NEWS

Browsing Category

ଅପରାଧ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଭିନ୍ୟୁ ସୁପରଭାଇଜର ଓ ଅବସରପ୍ରାପ୍ତ ଅମୀନ ଗିରଫ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଗତସିଂହପୁରର ଜମି ଅଧିଗ୍ରହଣ ଅଧିକାରୀଙ୍କ ଅଫିସର ରେଭିନ୍ୟୁ ସୁପରଭାଇଜର ଗଣେଶ ମଲ୍ଲିକ। ତାଙ୍କ ସହିତ କ୍ଷୀରୋଦ ରଥ ନାମକ ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। କ୍ଷୀରୋଦ ଜଣେ ବରିଷ୍ଠ ଅମୀନ, ଯିଏ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି। ୪୦୦୦ ଟଙ୍କା ଲାଞ୍ଚ…

ଆଇପିଏଲ ବେଟିଂରେ ସ୍ୱାମୀ ୧ କୋଟି ଟଙ୍କା ହାରିବାରୁ ଆତ୍ମହତ୍ୟା କଲେ ସ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍) ଟୁର୍ଣ୍ଣାମେଣ୍ଟରେ ସ୍ୱାମୀ ବେଟିଂରେ ଏକ କୋଟି ଟଙ୍କା ହାଇଯାଇଥିଲେ। ଏହି ଦୁଃଖ ସହି ନପାରି ୨୩ ବର୍ଷୀୟା ସ୍ତ୍ରୀ ଆତ୍ମହତ୍ୟା କରିଥିବା ଜଣାଯାଇଛି। କର୍ଣ୍ଣାଟକର ଚିତ୍ରଦୁର୍ଗରେ ଘଟିଛି ଏହି ଘଟଣା। ଦମ୍ପତିଙ୍କର…

କାମ୍ବୋଡିଆରେ ରହି ଭାରତୀୟଙ୍କୁ ଠକୁଥିଲେ, ୨ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା: କାମ୍ବୋଡିଆରେ ରହି ଭାରତୀୟଙ୍କୁ ଠକୁଥିଲେ। କେବେ ଡେଟିଂ ଆପରେ ତ କେବେ ଷ୍ଟକ୍ ମାର୍କେଟ୍ ନାଁରେ ଲୋକଙ୍କୁ ଲୁଟୁଥିଲେ ସାଇବର ଅପରାଧୀ। ୨୦୦ କୋଟି ଟଙ୍କା ଠକେଇବା ଅଭିଯୋଗରେ ୨ ଜଣଙ୍କୁ ଧରିଲା ପୋଲିସ। ଅଭିଯୁକ୍ତ ଦ୍ୱୟ ହେଲେ ହରିଶ କୁରପତୀ (ହ୍ୟାରି) ଏବଂ ନାଗା ଭେଙ୍କଟା ସୌଜନ୍ୟ…

ଗଛରୁ ଉଦ୍ଧାର ହେଲା ନବବଧୂଙ୍କର ଝୁଲନ୍ତା ମୃତଦେହ, ହତ୍ୟା କରାଯାଇଥିବା ଅଭିଯୋଗ

ବାଲେଶ୍ୱର: ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଉପରଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗଛରୁ ମିଳିଲା ନବ ବିବାହିତ ମହିଳାଙ୍କର ଝୁଲନ୍ତା ମୃତଦେହ। ମୃତା ମହିଳା ଜଣକ ହେଲେ ୨୨ ବର୍ଷୀୟା ଗୌରୀ ମୁଦୁଲି । ଗୌରୀଙ୍କ ବାପ ଘର ଖଇରା ଥାନା କୁପାରୀ କବର ଗାଁରେ । ୮ ଦିନ ତଳେ ସେ ଉପରଗଡ଼ ଗାଁର ବସନ୍ତ…

ସମ୍ବଲପୁରରୁ ବିପୁଳ ପରିମାଣର କଫ୍‌ ସିରପ୍ ଜବତ, ୨୬ ଗିରଫ

ସମ୍ବଲପୁର: ସମ୍ବଲପୁରରୁ ବିପୁଳ ପରିମାଣରେ କଫ୍‌ ସିରପ୍ ଜବତ କଲା ଟାଉନ ଥାନା ପୋଲିସ। ୧୦ ହଜାର ୮୦୦ ବୋତଲ କଫ୍‌ ସିରପ୍‌ ଜବତ କଲା ପୋଲିସ। ଏହାସହ ଘଟଣାରେ ୨୬ ଜଣଙ୍କୁ ଗିରଫ କରାଯାଇଛି। ଏମାନେ କୋଲକାତାରୁ କଫ୍‍ ସିରଫ୍‍ ଆଣି ଚାଲାଣ କରୁଥିବା ଏସପି ସୂଚନା ଦେଇଛନ୍ତି । ଗିରଫ…

ବାପା ମାଙ୍କୁ ହାଣିଲା ପୁଅ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ବସିରା ଗ୍ରାମରେ ଅଘଟଣ। ପୁଅର ଟାଙ୍ଗିଆ ଚୋଟରେ ଯାଇଛି ବାପା ଓ ମାଙ୍କର ଜୀବନ। ଘଟଣା ସ୍ଥଳରେ ବାପା ଗୁରୁଚରଣ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ସେହିପରି ଚିକିତ୍ସାଧିନ ଅବସ୍ଥାରେ ମା ପାଲ ମୁଣ୍ଡାର ମୃତ୍ୟୁ…

ଡକାୟତି ଯୋଜନା ପଣ୍ଡ, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ରାସ୍ତାରେ ଯାତାୟତ କରୁଥିବା ପଥଚାରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନ କରୁଥିବା ପାଞ୍ଚ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହେଲା ମୈତ୍ରୀବିହାର ପୋଲିସ। ସୂଚନା ଅନୁସାରେ ମୈତ୍ରୀବିହାର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ…

ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏସ୍‌ଆଇ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏସ୍‌ଆଇ । ଲାଞ୍ଚ ନେବା ବେଳେ ସହିଦନଗର ଥାନା ଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ। ସହିଦନଗର ଥାନା ଏସଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ଗିରଫ କଲା ଭିଜିଲାନ୍ସ। ଜବତ ହୋଇଥିବା ଏକ ଗାଡିକୁ ଛାଡିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଲାଞ୍ଚ…

ରାଜଧାନୀରେ ମାତିଲେଣି ମହିଳା ବ୍ରାଉନସୁଗାର ବେପାରୀ, ୨ ଯୁବତୀ ଗିରଫ

ଭୁବନେଶ୍ୱର: ରାଜଧାନୀରେ ବ୍ରାଉସ ସୁଗାର କାରବାର ଅଭିଯୋଗରେ ସ୍ୱତନ୍ତ୍ର କ୍ରାଇମ ୟୁନିଟ୍ କମିଶନର ପୋଲିସ ଶନିବାର ଜଣେ ମହିଳା ଆକାଉଣ୍ଟାଣ୍ଟ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଦୁଇ ମହିଳା ହେଲେ କୋଣାର୍କ ଅଞ୍ଚଳର 23 ବର୍ଷୀୟ ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ୱର ବସ୍ତା ଅଞ୍ଚଳର…