Latest Odisha News

BREAKING NEWS

Browsing Category

ଅପରାଧ

କାମବାଲି-କଳା କାରସାଦି-କଳାକନା: ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ଯ

ଭୁବନେଶ୍ୱର: ଘରେ କଳାକନା ବୁଲାଇଲା କାମବାଲି। ଆଲମିରାରୁ ଲକ୍ଷେ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ। ଝାରପଡ଼ା ଜଗନ୍ନାଥ ନଗର ରୋଡ୍‌ରେ କାମବାଲିର ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଲେ ମାଲିକ। ସିସିଟିଭିରେ ଚୋରି ଦୃଶ୍ୟ କଏଦ ହେବା ପରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି। ସୂତ୍ରରୁ…

ଦିନ ଦ୍ବିପ୍ରହରରେ ଲୁଟ୍, କମିସନରେଟ ପୋଲିସର ପୋଟ୍ରୋଲିଂ ବ୍ୟବସ୍ଥା ଭେଳିକି?

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଦିନ ଦ୍ୱିପ୍ରହରରେ ହେଉଥିବା ଏହି ଚୋରି ଘଟଣା ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରିଦେଇଛି। ଆଉ ଦିନ ସମୟରେ ଏଭଳି ଚୋରି ଘଟଣା ସାମ୍ନାକୁ ଆସିବା ପରେ କମିସନରେଟ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଏକ…

ପୋଲିସ ପଞ୍ଝାରେ ଚୋର, ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବୁଲାଉଥିଲା ଲୁଟେରା

ଭୁବନେଶ୍ୱର: ପୋଲିସ ପଞ୍ଝାରେ ଲୁଟେରା। ଘରେ କେହି ନଥିବାର ସୁଯୋଗ ଦେଖି କଳାକନା ବଲାଉଥିଲା ଚୋର। ଥାନାରେ ଅଭିଯୋଗ କରିବା ପରେ ଲୁଟେରାକୁ ବାନ୍ଧିଲା ପୋଲିସ। ଏହାସହିତ ଲୁଟେରା ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ ହୋଇଛି। ଏପରି ଚୋରି ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ।…

ଅନୁଗୁଳ ପୋଲିସ ପଞ୍ଝାରେ ୬ ଜଣିଆ ଲୁଟେରା ଗ୍ୟାଙ୍ଗ

ଅନୁଗୁଳ: ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ କରିଛି ଅନୁଗୁଳ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ, ଅମଲାପଡ଼ା ମୁସଲିମସାହିର ଏସ କେ ଅନିସ୍, ରାଜକିଶୋରପଡ଼ାର ଶେଖ୍ ଜବିର, ଶେଖ ଆବିଦ, ମିର ହାସିମ୍, ଶିମିଳିପଡାର ଶେଖ୍ ମୁନା ଓ ରାଜକିଶୋରପଡ଼ାର ପ୍ରକାଶ ବେହେରା । ପୋଲିସ…

ଘର ଭିତରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର, ପୋଡ଼ି ମାରି ଦିଆଯାଇଥିବା ଆଭିଯୋଗ

କଳାହାଣ୍ଡି: ଏକ ଘର ଭିତରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର। ତାଙ୍କୁ ପୋଡ଼ି ମାରି ଦିଆଯାଇଥିବା ଆଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଚିଚୈଗୁଡ଼ା ଗ୍ରାମରେ। ସୂଚନା ଅନୁସାରେ ରବିବାର ସକାଳୁ ଏକ ଘର ଭିତରୁ ପଦ୍ମାବତୀ ମେହେର (୪୨ବର୍ଷ) ନାମକ ଜଣେ…

ଆମ ରାଜଧାନୀର କଥା: ପୋଲିସ କହୁଛି ମୁଁ ପାଟ୍ରୋଲିଂ କରୁଛି, ସେପଟେ ଲୁଟପାଟ କରି ଡକାୟତ ଫେରାର..

ଭୁବନେଶ୍ୱର: ରାଜଧାନୀରେ କମିସନରେଟ ପୋଲିସକୁ ଡରୁନାହାନ୍ତି ଅପରାଧୀ! ଏ କଥା କହିବାର କାରଣ ହେଲା ରାଜଧାନୀରେ ରାତିରେ ଘରେ ପଶି ଡକାୟତି ହୋଇଯାଉଛି କିନ୍ତୁ କମିସନରେଟ ପୋଲିସ ଟେର ପାଉନି ! ସଂଧ୍ୟା ହେଲେ ସାଇରନ ବଜାଇ ନିଜ ଡ୍ଯୁଟିରେ ବେଶ ସକ୍ରିୟ ବା ତତ୍ପରତା ଦେଖାଉଥିବା କମିସନରେଟ…

ସ୍ୱାମୀର ବିଷ ଷଡ଼ଯନ୍ତ୍ର; ଘରେ ନାଗ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା

ବ୍ରହ୍ମପୁର: ମନରେ ଘୃଣାଭାବ ଯଦି ବଢିଯାଏ, ତେବେ ଜଣେ ବ୍ୟକ୍ତି ନିଜ ଲୋକଙ୍କୁ ହତ୍ୟା କରିବାକୁ ବି ପଛାଏ ନାହିଁ। ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ସ୍ୱାମୀ ରଚିଲା ଷଡ଼ଯନ୍ତ୍ର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗାଁରେ ସାପ କାମୁଡ଼ାରେ ମା’ଝିଅଙ୍କ ମୃତ୍ୟୁ ଘଟିଛି।…

ଅବକାରୀ ବିଭାଗର ଚଢ଼ାଉ, ବ୍ୟାପକ ମଦ ସହ ବୋତଲ ଓ ଠିପି ଜବତ

ବରଗଡ଼: ଅବକାରୀ ବିଭାଗ ପକ୍ଷରୁ କେନ୍ଦୁପାଲି ଗ୍ରାମରେ ଚଢ଼ାଉ କରି ଆଜି ବ୍ୟାପକ ମାତ୍ରାରେ ବେଆଇନ ମଦ ଜବଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି। କେନ୍ଦୁପାଲି ଗ୍ରାମର ଏକ ପନିପରିବା କ୍ଷେତରେ ଅବସ୍ଥିତ ଏକ ଘରୁ ୨୦୭୫ ଗୋଟି ଇମ୍ପେରିଆଲ୍ ବ୍ଲୁ ବୋତଲର କ୍ୟାପ, ୧୬୭୫ ଗୋଟି ରୟାଲ୍ ଷ୍ଟେଜ୍ ବୋତଲ…

ରାମଲୀଳା ଚାଲିଥିବା ବେଳେ ମଞ୍ଚ ଉପରକୁ ବୋମାମାଡ଼, ଲକ୍ଷ୍ମଣ ଗୁରୁତର

ପୁରୀ: ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀର ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟନଗର ବସ୍ତି ଧୋବାଖାଲ ନୃସିଂହ ମନ୍ଦିର ରାମଲୀଳା ପ୍ରଦର୍ଶନ ସମୟରେ ମଞ୍ଚ ଉପରକୁ ବୋମା ମାଡ଼। ବୋମା ମାଡ଼ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଗୁରୁତର। ରାମଲୀଳା ଚାଲିଥିବା ବେଳେ ମଞ୍ଚ ଉପରକୁ…

ଚୋର ସନ୍ଦେହରେ ନିର୍ଧୁମ ଛେଚିଲେ ଲୋକେ: ୨ ମୃତ୍ୟୁ, ଜଣେ ଗୁରୁତର

ବରଗଡ଼: ୩ ଜଣଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ। ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ମାଡ଼ ଖାଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହୁଟିକ୍ରାରେ। ମୃତ ଦୁଇ ଯୁବକ ହେଉଛନ୍ତି ବିଜୟ ବାଗ ଓ…