Latest Odisha News
Browsing Category

ଅପରାଧ

ରାଜଧାନୀରେ ଘରେ ପଶି ଲୁଟ୍ ମାମଲା: ୨୬ ଲକ୍ଷ ଟଙ୍କା ସହ ମାରଣାସ୍ତ୍ର ଜବତ, ୪ ଗିରଫ

ଭୁବନେଶ୍ବର: ରାଜଧାନୀରେ ଚାଲିଛି ଲୁଟେରାଙ୍କ ରାଜ୍। ପୁଣି ଘରେ ପଶି କରୁଛନ୍ତି ଲୁଟ୍ ପାଟ୍। ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନଙ୍କଠାରୁ ନଗଦ ୨୬ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ଭୁବନେଶ୍ବର ବାହାରୁ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ…

ଗିରଫ ହେଲା ଫେରାର କଏଦୀ, କୋର୍ଟ ଟଏଲେଟରୁ ମାରିଥିଲା ଚମ୍ପଟ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ଟଏଲେଟରୁ ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ପ୍ରଶାନ୍ତ କୁମାର ଘଡ଼େଇ ଗିରଫ। ଫେରାର କଏଦୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡଗଡ଼ ଥାନା ପୋଲିସ। ଗତ ୧୭ ତାରିଖରେ କୋର୍ଟରୁ ପ୍ରଶାନ୍ତ ଫେରାର ହୋଇଯାଇଥିଲା। ସୂଚନା ଅନୁସାରେ, ଏୟାରଫିଲ୍ଡ ଥାନା ପୋଲିସ…

ଛାତ୍ରଙ୍କ ମାଡ଼ରେ ଚାଲିଗଲା ଅଧ୍ୟାପକଙ୍କ ଜୀବନ, ଦୀର୍ଘ ୮ ମାସ ଧରି ଚାଲିଥିଲା ଚିକିତ୍ସା

ଝାରସୁଗୁଡ଼ା: ସମ୍ବଲପୁରରେ କଲେଜ ଛାତ୍ର ମାଡ଼ରେ ଗୁରୁତର ଅଧ୍ଯାପକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଦୀର୍ଘ ଆଠ ମାସ ଧରି ତାଙ୍କର ବୁର୍ଲାରେ ତାଙ୍କର ଚିକିତ୍ସା ଚାଲିଥିଲା। ଶେଷରେ ସେ ଜୀବନ ଯୁଦ୍ଧରେ ହାରିଗଲେ ଅଧ୍ୟାପକ। ଫେବୃଆରୀ ୨୨ ତାରିଖରେ ଝାରସୁଗୁଡ଼ା ଜିଲ୍ଲାରେ ଛାତ୍ରଙ୍କ ମାଡ଼ରେ…

କୋରାପୁଟରେ ଡବଲ୍ ମର୍ଡର, ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ

କୋରାପୁଟ: ବାପା-ପୁଅଙ୍କ ଠେଙ୍ଗାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ। ମୃତ୍ୟୁ ପ୍ରତିଶୋଧରେ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟଣା ଘଟିଛି କୋରାପୁଟ ପଟ୍ଟାଙ୍ଗି ଥାନା କୁନ୍ଦୁଲି ହାଟପଦାରେ। ବାପା ଏବଂ ପୁଅର ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ…

ରାଜସ୍ଥାନ ବିଧାନସଭା ନିର୍ବାଚନ: ୧୫ ଦିନରେ ନଗଦ ୨୪୪ କୋଟି ଟଙ୍କା ଜବତ

ଜୟପୁର: ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ଥାନରେ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି ଦ୍ୱାରା ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥା ଗତ ୧୫ ଦିନ ମଧ୍ୟରେ ୨୪୪ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଓ ବେଆଇନ ସାମଗ୍ରୀ ଜବତ କରିଛନ୍ତି ।…

ବ୍ୟବସାୟୀଙ୍କୁ ଛୁରାମାଡ ପରେ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଦେବଗଡ: ଦେବଗଡ ତିଳେଇବଣ ବ୍ଲକ ସଦର ମହକୁମାରେ ଛୁରାମାଡ ଓ ଲୁଟ୍ । ଜଣେ ବ୍ୟବସାୟୀଙ୍କୁ ଛୁରା ମାଡ ପରେ ତାଙ୍କ ଠାରୁ ଟଙ୍କା ଲୁଟ ଘଟଣା ସାମ୍ନାକୁ ଆସିଛି । ବ୍ୟବସାୟୀ ଜଣଙ୍କ ହେଲେ ଦେବଗଡ ଖପରସାହି ଅଞ୍ଚଳର କୁନା ନାୟକ । ଖବରମୁତାବକ, ତିଳେଇବଣରେ ୨୭ ବର୍ଷୀୟ ବ୍ୟବସାୟୀ କୁନା ନାୟକ…

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ଥାନା ଘେରାଉ, ୫ ଗୁରୁତର

ବଲାଙ୍ଗୀର: ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଶତାଧିକ ଆଦିବାସୀ ବଙ୍ଗୋମୁଣ୍ଡା ଥାନା ଘେରାଉ କରିଛନ୍ତି। ସୂଚନାନୁସାରେ, ବାଙ୍ଗୋମୁଣ୍ଡା ଗାଁର ଲୋକମାନେ ଦୁଇ ଦିନ ପୂର୍ବରୁ ଛତ୍ର ଯାତ୍ରାରେ ଭାଗ ନେଇଥିଲେ। ଏହି ଉତ୍ସବରେ ଆଦିବାସୀ ସମେତ ପଡୋଶୀ ଗାଁର…

ଦଶହରା ଛୁଟିରେ ଘରକୁ ଫେରୁଥିଲେ ଦମ୍ପତି, ସ୍ୱାମୀଙ୍କୁ ପିଟି ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ଦଶହରା ଛୁଟି ହେଲା କାଳ। ସ୍ୱାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏପରି ଅଭାବନୀୟ ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମରେ। ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ପୀଡ଼ିତା ଜଣକ ସ୍ୱାମୀଙ୍କ ସହ ବାଇକ ଯୋଗେ ଦଶହରା ଛୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ…

ଡକାୟତି ଯୋଜନା ବେଳେ ମଞ୍ଚେଶ୍ଵର ପୋଲିସର ଚଢଉ, ୭ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ। ଦୁର୍ଗାପୂଜା ମଣ୍ଡପରୁ ଭୋତପଡା ତଥା ପଟିଆ ଅଭିମୁଖେ ଫେରୁଥିବା ଏକାକୀ ଲୋକଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ଲାଗି ଚାଲିଥିଲା ଯୋଜନା। ଯୋଜନା ସମ୍ପର୍କରେ ମଞ୍ଚେଶ୍ଵର ପୋଲିସ ସୂଚନା ପାଇବା ପରେ ପୋଲିସ ଚଢଉ କରି ୭ ଜଣଙ୍କୁ ଗିରଫ କରିଛି।…

ସିମ୍ ସ୍ୱାପ୍ ଠକେଇ କ’ଣ ? ସାମାନ୍ୟ ଭୁଲ ପାଇଁ ଆପଣଙ୍କ ଆକାଉଣ୍ଟରୁ ହୋଇପାରେ ଟଙ୍କା ଲୁଟ୍

ନୂଆଦିଲ୍ଲୀ: ମୋବାଇଲ ଫୋନ ସିମ୍ ଏପରି ଏକ କାର୍ଡ ଯାହାର ଫୋନ ବିନା କୌଣସି ଅସ୍ତିତ୍ୱ ନାହିଁ। ଫୋନ କଲ୍ ହେଉ କିମ୍ବା ଇଣ୍ଟରନେଟ୍ ବ୍ୟବହାର କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରିବାକୁ ହେଲେ ମଧ୍ୟ ଆପଣଙ୍କୁ ଏକ ସିମ୍ କାର୍ଡର ଆବଶ୍ୟକ ପଡ଼େ। ଯଦି ଆପଣ କାହାକୁ ଟଙ୍କା ପଠାଇବାକୁ କିମ୍ବା କୌଣସି…