Latest Odisha News

BREAKING NEWS

Browsing Category

ଅପରାଧ

ପୁଅ-ଝିଅଙ୍କୁ ଧରି କୂଅକୁ ଡେଇଁଥିବା ମହିଳାଙ୍କୁ ୮ବର୍ଷ ଜେଲ୍, ଆତ୍ମହତ୍ୟା ପାଇଁ ଉସକାଇଥିବା ସ୍ୱାମୀଙ୍କୁ ୫ ବର୍ଷ…

ବାଲିଗୁଡା: ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦୨୧ ମସିହାରେ ରାଇକିଆ ଅଞ୍ଚଳରେ କୂଅକୁ ଠେଲି ନିଜେ କୁଅ କୁ ଡେଇଁବା ଘଟଣାରେ ମହିଳାଙ୍କୁ ୮ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କନ୍ଧମାଳ ଜିଲ୍ଲାର ବାଲିଗୁଡା ଅତିରିକ୍ତ ଜିଲ୍ଲା ଜଜ୍ । ଏହାସହ…

ଓଲ୍ଡଟାଉନ୍ ରୁ ସୂନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସୂନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ପୁନିଆ ନାୟକ (୨୩) ଓ ନରହରୀ ନାୟକ ଓରଫ ପିଣ୍ଟୁ (୨୪) । ଉଭୟ ଅଭିଯୁକ୍ତ ଗଞ୍ଜାମ ର ବୋଲି ଜଣାପଡିଥିବାବେଳେ ଉଭୟ ଭୁବନେଶ୍ବର ପୁନାମା ଗେଟ ନିକଟସ୍ଥ କେଳାବସ୍ତିରେ ରହୁଛନ୍ତି । ଏକ ଗ୍ରୋସରୀ ଦୋକାନରେ ପସି…

ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାସ, କେୟାର ଟେକର ଗିରଫ

ଭୁବନେଶ୍ବର: ବାଲିଅନ୍ତା ଥାନା ସାଗୁଆ ଗାଁର ବ୍ୟବସାୟୀ ବିଶ୍ୱଜିତ ନାୟକ ହତ୍ୟା ଘଟଣା ର ପର୍ଦ୍ଦାଫାଶ ହୋଇଛି । ଅଭିଯୁକ୍ତ ଜଣକ ହେଲେ ମୃତକ ବିଶ୍ୱଜିତ ନାୟକଙ୍କ କେୟାରଟେକର ସୁଙ୍କି ରଣା । ଘଟଣାରେ ସୁଙ୍କି ରଣା ଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତ କେୟାରଟେକର ସୁଙ୍କି ରଣା…

ସାରଙ୍ଗଯୋଡ଼ି ଓଡିଶା ଗ୍ରାମ୍ୟବ୍ୟାଙ୍କ ଶାଖାରେ ଚୋରି ଉଦ୍ୟମ ଫେଲ୍

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳ ସାରଙ୍ଗଯୋଡି ସ୍ଥିତ ଓଡିଶା ଗ୍ରାମ ବ୍ୟାଙ୍କ ଶାଖା ରୁ ଚୋରି ଉଦ୍ୟମ । ଆଜି ସକାଳୁ ବ୍ୟାଙ୍କ ତାଲା ଭଙ୍ଗା ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ, ଗତକାଲି…

ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ଦୁଷ୍କର୍ମ ଉଦ୍ୟମ, ଗିରଫ ହେଲା ଠକ ଜ୍ୟୋତିଷ

ଭୁବନେଶ୍ୱର: ସନ୍ତାନ ନ ହେଉଥିଲେ ସନ୍ତାନ ପ୍ରାପ୍ତି ହେବ । ଘରୁ ସମସ୍ତ ବାସ୍ତୁ ଦୋଷ ଦୂର ହେବ, ଗରିବ ଥିଲେ ଧନ ପ୍ରାପ୍ତି ହେବ । ଏହା କହି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଜଣେ ଜ୍ୟୋତିଷ । ନୟାପଲ୍ଲୀ ଥାନାରେ ଉକ୍ତ ମହିଳାଙ୍କ ଅଭିଯୋଗ ପରେ ଜ୍ୟୋତିଷ ବୋଲାଉଥିବା…

ଏଟିଏମ୍ ମେସିନ କାଟି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ବାଲେଶ୍ବର: ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ସମୟରେ ଏଟିଏମ୍ ଲୁଟ୍ ଘଟଣା ସାମ୍ନାକୁ ଆସୁଛି । ହେଲେ ଏହା କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ସେହିପରି ପୁଣି ଏଟିଏମ୍ ମେସିନ କାଟି ଦୁର୍ବୁତ୍ତ ମାନେ ଟଙ୍କା ଲୁଟିନେଇଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ବର ଜିଲ୍ଲା…

ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ମୟୂରଭଞ୍ଜ: ପ୍ରେମିକ ଦିଅର ଆଗରେ ସ୍ୱାମୀ ହେଲା ତୁଚ୍ଛ । ସ୍ୱାମୀ ଏବଂ ପ୍ରେମିକ ଦିଅର ମଧ୍ୟରେ ଝଗଡା ହେବାରୁ ପ୍ରେମିକ ପକ୍ଷରେ ରହି ସ୍ୱାମୀକୁ କାଠ ଫାଳିଆରେ ବାଡେଇ ମାରିଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଉଦଳା ଥାନା ନୟାରଙ୍ଗାମାଟିଆ ଗ୍ରାମରେ । ରାଇସେନ ମୁର୍ମୁଙ୍କୁ କାଠ…

ବ୍ଲାକ୍ ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣ କାରୀକୁ ଧରିଲା ପୋଲିସ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ପୋଲିସ କୁ ପୁଣି ମିଳିଛି ବଡ ସଫଳତା । କଳା ପଲସର ଲୁଟେରା ସମେତ ବେଆଇନ କଫ ସିରଫ ଚାଲାଣକାରୀକୁ ଧରିଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ । କଳା ପଲସର ଗାଡ଼ିରେ ଆସି ସୁନାହାର ସହ ବିଭିନ୍ନ ଛିନ୍‌ତାଇ ଘଟଣାରେ ୩ ଜଣ…

ଚାଞ୍ଚଲ୍ୟ: ମା’ ସାଜିଲା ରାକ୍ଷସୀ, ୪ବର୍ଷର ପୁଅକୁ ମାରି ବ୍ୟାଗରେ ନେଇ ହେଇଯାଉଥିଲା ଫେରାର

ଗୋଆ: ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମାଆ ନିଜ ପୁଅକୁ ହତ୍ୟା କରି ଲଗେଜ୍‌‌ ବ୍ୟାଗରେ ଭର୍ତ୍ତି କରି ଗୋଆରୁ କର୍ଣ୍ଣାଟକ ଆସିବା ଘଟଣା ହଇଚଇ ସୃଷ୍ଟି କରିଛି। ବେଙ୍ଗାଲୁରୁର ଏକ AI କମ୍ପାନୀର CEO ସୂଚନା ସେଠଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ…

ରାଜଧାନୀରେ ପୁଣି ବଡ଼ ଧରଣର ଲୁଟ୍, ସରକାରୀ ବାବୁଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଭୁବନେଶ୍ୱର: ବର୍ତ୍ତମାନ ଲୁଟେରାଙ୍କ କବଜା ରେ ରାଜଧାନୀ । ପ୍ରତିଦିନ ସହରର ଅନେକ ସ୍ଥାନରେ ଲୁଟର ଶିକାର ହେଉଛନ୍ତି ରାଜଧାନୀବାସୀ । ମୋଟାମୋଟି ଭାବେ କହିବାକୁ ଗଲେ ଏବେ ଅସୁରକ୍ଷିତ ହୋଇପଡିଛନ୍ତି ଭୁବନେଶ୍ବରବାସୀ । ଏନେଇ ଅନେକ ସମୟରେ ଅଭିଯୋଗ କରାଯାଉଥିଲେ ସୁଦ୍ଧା ସେମାନଙ୍କୁ ଧରିବାରେ…