Latest Odisha News

BREAKING NEWS

Browsing Category

ଅପରାଧ

ଜଟଣୀରୁ ୪୧ ଗ୍ରାମ ଓଜନର ବ୍ରାଉନସୁଗାର ଜବତ, ୨ ଗିରଫ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ବ୍ରାଉନସୁଗାର ଜବତ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଉଭୟଙ୍କ ନିକଟରୁ ୪୧ ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ୪ ହଜାର ୩୭୦ ଟଙ୍କା ଜବତ ହୋଇଛି । ଖବର ମୁତାବକ, ବେଆଇନ ବ୍ରାଉନସୁଗାର ବିକ୍ରୟ ଅଭିଯୋଗରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ…

ବ୍ରାଉନସୁଗାର କାରବାରବେଳେ ମାଡିବସିଲା ପୋଲିସ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ଥମୁନି ଧଳା ଜହର କାରବାର । ଆଜି ବ୍ରାଉନ ସୁଗାର କାରବାର ବେଳେ ଦୁଇ ଜଣଙ୍କୁ କାବୁ କଲା କ୍ୟାପିଟାଲ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଧଉଳି ଥାନା ଅନ୍ତର୍ଗତ କାଳପଡା ଗାଁ ର ବିଶ୍ବରଞ୍ଜନ ସାହୁ ଓରଫ ଆଲୋକ(୨୬) ଅନ୍ୟ ଜଣକ ଯାଜପୁର ଜିଲ୍ଲା କଟିଆ ଗାଁ ର ତ୍ରିଲୋଚନ…

ପାହାଡ଼ି ଗ୍ୟାଙ୍ଗର ୮ ଲୁଟେରା ଗିରଫ, ମୋବାଇଲ ଚୋରି କରି ଖାଲି କରୁଥିଲେ ଆକାଉଣ୍ଟ

ଭୁବନେଶ୍ବର: ପୋଲିସ ହାତରେ ପାହାଡି ଗ୍ୟାଙ୍ଗ । ୨୨ ଟି ମୋବାଇଲ୍‌ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କଲା କମିଶନରେଟ ପୋଲିସ । ତେବେ ଗିରଫ ସମସ୍ତ ୮ ଜଣ ଲୁଟେରା ଝାଡ଼ଖଣ୍ଡର ହୋଇଥିବା ସୂଚନା ଦେଇଛି ପୋଲିସ । ସୂଚନା ଅନୂସାରେ, ଏହି ପାହାଡି ଗ୍ୟାଙ୍ଗ ଦୀର୍ଘ କିଛି ଦିନ ହେବ ମୋ ବସ୍ ଓ…

ରାଜଧାନୀରେ ଲୁଟେରା ରାଜ୍, ଦୋକାନୀଙ୍କ ତଣ୍ଟି କାଟି ଲୁଟିନେଲେ ୬ ହଜାର ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଲୁଟେରା ଗ୍ୟାଙ୍ଗ । କେତବେଳେ ଘରେ ପଶି ସର୍ବସ୍ବ ଲୁଟିନେଉଛନ୍ତି ତ ଆଉ କେତବେଳେ ଦିନ ଦ୍ବିପହରେ ଲୋକଙ୍କୁ ମାରପିଟ କରି ଲୁଟି ଚାଲିଛନ୍ତି । ସେହିପରି ପୁଣି ଆଉ ଏକ ଘଟଣା ଘଟିଛି ଡମଣା ଅଞ୍ଚଳରେ । ଆଜି ସକାଳୁ ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା…

ଝରକା ତାଡି ଘରୁ ଲୁଟିନେଲେ ୩ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର

ଭୁବନେଶ୍ୱର: ରାଜଧାନୀ ରେ ଥମୁନି ଲୁଟେରାଙ୍କ ଉତ୍ପାତ । କମିଶନରେଟ୍ ପୋଲିସ ପକ୍ଷରୁ ଚୋରିକୁ ରୋକିବା କୁ ଅନେକ ପଦକ୍ଷେପ ନିଆଯାଉଥିବାସତ୍ତ୍ବେ ଏହା କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଘର ଝରକା ତାଡି ଲୁଟିନେଲେ ୩ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର । ଏଭଳି ଘଟଣା ଘଟିଛି…

ଆଦିମାତା ମଠର ପ୍ରତିଷ୍ଠାତା ବାବା ପ୍ରହଲ୍ଲାଦ ଦାସଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହଣ ପଞ୍ଚାୟତର କୋଷିଦା ବରଗୁଡ଼ିପଡ଼ା ଗ୍ରାମରେ ଥିବା ଆଦିମାତା ମଠର ପ୍ରତିଷ୍ଠାତା ବାବା ପ୍ରହଲ୍ଲାଦ ଦାସ ଙ୍କୁ ହତ୍ୟା । ଆଜି ମଧ୍ୟାହ୍ନ ସମୟରେ ମଠ ପରିସରରେ ଖାଉଥିବା ବେଳେ ନାରଦିଆ କେଳା ସାହିର ବାନା ଦାସ ନିଶାସକ୍ତ ଅବସ୍ଥାରେ ଏକ…

ଗାଡିରେ ତେଲ ପକାଇଲା ବେଳେ ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୁତ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗରରେ ଅଘଟଣ ।  କାମାକ୍ଷାନଗର ଥାନା ଅଧୀନ ସିଆରିମାଳିଆ ଛକ ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୁତ୍ତ । ଗୋଟିଏ ବାଇକରେ ଆସି ଦୁର୍ବୁତ୍ତ ମାନେ ଏହି ଟଙ୍କା ଲୁଟି ନେଇଥିବା ଜଣାପଡିଛି ।…

ରାଉରକେଲାରେ ୫୨ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଲୁଟ୍, ୨ ଅଭିଯୁକ୍ତ ଗିରଫ

ରାଉରକେଲା: ରାଉରକେଲାରେ ସୁନା ଭର୍ତ୍ତି ବ୍ୟାଗ୍‌ ଲୁଟ୍‌ ଘଟଣାରେ ଆଜି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଉଭୟଙ୍କ ନିକଟରୁ ୫୧୨ ଗ୍ରାମ୍‌ ଅଳଙ୍କାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୨ ଲକ୍ଷ ହେବ । ତେବେ ଗତ ୧୫ ତାରିଖରେ ରାଉରକେଲା ଉଦିତନଗର ଥାନା ଅଧୀନ ବାସନ୍ତୀ…

ଶାଢୀ ବେପାରୀଙ୍କ ଠାରୁ ୪୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ବରଗଡ: ଦିନକୁ ଦିନ ବରଗଡ ଜିଲ୍ଲାରେ ନିଶା କାରବାର ବଢ଼ି ବଢ଼ି ଚାଲିଥିବା ବେଳେ ଅତ୍ୟଧିକ ତତ୍ପର ହୋଇଛି ବରଗଡ ପୋଲିସ l ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ନିଶାକାରବାର କରୁଥିବା ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ତେବେ ଆଜି ଶାଢ଼ୀ ବିକ୍ରି କରିବା…

ମୋ ମା’ ମତେ ୪ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି, ମୋତେ ବଞ୍ଚାନ୍ତୁ … ପୋଲିସକୁ ୧୮ ବର୍ଷିୟ ଝିଅର ଗୁହାରି

ୟୁପି: “ମୋତେ ବଞ୍ଚେଇ ଦିଅନ୍ତୁ ପୋଲିସ ବାବୁ । ମୋ ମା’ ମତେ ୪ଲକ୍ଷ ଟଙ୍କାରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଛି । ଅନିଚ୍ଛା ସତ୍ଵେ ମଧ୍ୟ ମୋର ଜବରଦସ୍ତି ସେହି ଯୁବକଙ୍କ ସହ ବିବାହ କରିଦେଇଛନ୍ତି । ମୋ ସ୍ଵାମୀ ମୋତେ ଦେହ ବେପାର କରିବାକୁ ବାଧ୍ୟ କରୁଛନ୍ତି । ସେଥିପାଇଁ ମନା କରିବାରୁ…