Latest Odisha News

BREAKING NEWS

Browsing Category

ଅପରାଧ

ମାନବ ଚାଲାଣ ମାମଲାରେ ୧୦ଟି ରାଜ୍ୟରେ ଏନଆଇଏର ଚଢ଼ଉ, ୪୪ ଗିରଫ

ନୂଆଦିଲ୍ଲୀ: ମାନବ ଚାଲାଣ ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ ) ୧୦ଟି ରାଜ୍ୟରେ ଚଢାଉ କରି ୪୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନଆଇଏ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମାନବ ଚାଲାଣ ନେଟୱାର୍କକୁ ଭାଙ୍ଗିବା ପାଇଁ ଏନଆଇଏ ବିଏସଏଫ ଏବଂ ରାଜ୍ୟ ପୋଲିସର ମିଳିତ…

ହସ୍ପିଟାଲ ପ୍ରିନ୍ସିପାଲଙ୍କ ଘରେ ଭିଜିଲାନ୍ସ ଚଢଉ: ୧୬ଟି ପ୍ଲଟ, ୩ଟି ବହୁତଳ କୋଠା ସହ ୫୦ ଲକ୍ଷ ଠାବ

ବଲାଙ୍ଗିର: ସରକାରୀ ଆୟୁର୍ବେଦିକ ହସ୍ପିଟାଲ ପ୍ରିନ୍ସିପାଲ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ଼ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ଅଧ୍ୟକ୍ଷଙ୍କର ପୁରୀ ଜିଲ୍ଲାରେ ୧୬ଟି ପ୍ଲଟ ସହ ୩ଟି ବହୁତଳ କୋଠା ଏବଂ ୫୦ ଲକ୍ଷ ଟଙ୍କା ଠାବ କଲା ଭିଜିଲାନ୍ସ। ସୂଚନା ଅନୁସାରେ ଆୟ…

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ଦାଦା ଘନିଆ ଗିରଫ

ଭୁବନେଶ୍ୱର: ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣା। ୨୪ ଘଣ୍ଟା ମଧ୍ୟରେ ଫେରାର ଅଭିଯୁକ୍ତ ଘନିଆ ଦାସକୁ ଧରିବାରେ ସଫଳ ହେଲା ଏୟାରଫିଲ୍ଡ ପୋଲିସ। ଘନିଆକୁ ଗିରଫ କରି ପଚରାଉଚରା କରୁଛି ପୋଲିସ। ଗତକାଲି ଶିଶୁକନ୍ୟାର ତଣ୍ଟିକାଟି ଚମ୍ପଟ ମାରିଥିଲା ଘନିଆ। ସୂଚନାଥାଉକି,…

୧୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ୩ ଗିରଫ

ବ୍ରହ୍ମପୁର: ଦୀପାବଳି ପୂର୍ବରୁ ବ୍ରହ୍ମପୁର ସହରରେ ବେଆଇନ ବାଣ କାରବାର ବୃଦ୍ଧି ପାଇଛି। ଏସପି ଶ୍ରବଣ ବିବେକ ଏମଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଜୋରଦାର ଚଢ଼ାଉ। ବଡ଼ବଜାର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛି। ବ୍ରହ୍ମପୁର ବଡ଼…

କମିଶନରେଟ ପୋଲିସକୁ ଖୋଲା ଚାଲେଞ୍ଜ : ୨୪ ଘଣ୍ଟାରେ ୩ ହତ୍ୟାକାଣ୍ଡ

ଭୁବନେଶ୍ୱର:୨୪ ଘଣ୍ଟାରେ ତିନି ତିନୋଟି ହତ୍ୟାକାଣ୍ଡ । ଆଉ କେଉଁଠି ନୁହେଁ ଖୋଦ ରାଜଧାନୀ ଭୁବନେଶ୍ୱର ଛାତିରେ । ୨ ଜଣ ମହିଳା ଓ ଜଣେ ଶିଶୁକନ୍ୟାଙ୍କୁ ନିର୍ମମ ହତ୍ୟା । ଯେମିତି ରାଜଧାନୀରେ ଅସୁରକ୍ଷିତ ନାରୀ ।  ଗତକାଲି ୩ ବର୍ଷର ଝିଅକୁ ବଳାତ୍କାର ହତ୍ୟା ପରେ ଜଣେ ମହିଳାଙ୍କୁ  ଛୁରି ଭୂଷି…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଘନିଆକୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଅଭିଯୁକ୍ତ ଘନିଆକୁ ଖୋଜୁଛି ପୋଲିସ। ରାଜଧାନୀ ସ୍ଥିତ ଏୟାରଫିଲ୍ଡ ଥାନା ଅଧୀନରେ ଥିବା କେଳାସାହି ବସ୍ତିରେ ସୋମବାର ସଂଧ୍ୟାରେ ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଥିବା ସୂଚନା ରହିଛି। ମିଳିଥିବା…

ରାଜ୍ୟରେ ପ୍ରଥମ ଘଟଣା: ନାଗସାପର ଭୟ ଦେଖାଇ ନାବାଳିକା ଶୋଷଣ, ପୀଡ଼ିତାଙ୍କ ପରିବାରକୁ ଭେଟିଲା ସ୍ନେକ ହେଲ୍ପ ଲାଇନ

ନୟାଗଡ଼: ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ନାଗସାପ ଦ୍ଵାରା ଭୟଭୀତ କରାଇ ଶୋଷଣ କରିବା ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଗନ୍ନାଥ ସାହୁଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ସହିତ ସଙ୍ଗୀନ ପୋକସୋ ଦଫା ଲଗାଯାଇଛି ଏବଂ ଅଧୁନା ସେ ବିଚାରାଧୀନ କଏଦୀ ଭାବରେ ନୟାଗଡ଼ ଜିଲ୍ଲା କାରାଗାରରେ…

ଅପରେସନ ହ୍ଵାଇଟ ସ୍ପାଇଡର: ନିଶା ଦ୍ରବ୍ୟ ବିକ୍ରି ଓ ସେବନକୁ ପ୍ରତିହତ କରିବା ପାଇଁ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜଧାନୀରେ ନିଶା ବେପାରୀଙ୍କ ପ୍ରତି କଠୋର ହେଉଛି କମିଶନରେଟ ପୋଲିସ। ନିଶା କାରବାର ବିରୋଧରେ ଅପରେସନ ହ୍ଵାଇଟ ସ୍ପାଇଡର ଆରମ୍ଭ କରି ଅଭ୍ୟାସଗତ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି । ଏହି କ୍ରମରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲାରେ ବିଭିନ୍ନ ନିଶା…

ୟୁପିରୁ ଆଇଏସଆଇଏସ ସହ ଜଡିତ ୨ ଆତଙ୍କବାଦୀ ଗିରଫ, ଆପତ୍ତିଜନକ ସାମଗ୍ରୀ ଜବତ

ଲକ୍ଷ୍ନୌ: ଆତଙ୍କବାଦୀଙ୍କ ବିରୋଧରେ ଉତ୍ତରପ୍ରଦେଶ ପୋଲିସକୁ ବଡ଼ ସଫଳତା ମିଳିଛି । ଆଇଏସଆଇଏସ (ISIS) ସହ ଜଡିତ ଦୁଇ ଆତଙ୍କବାଦୀଙ୍କୁ ଆଲିଗଡରୁ ପୋଲିସ ଗିରଫ କରିଛି । ସେମାନଙ୍କଠାରୁ ଆଇଏସଆଇଏସ ସହ ଜଡିତ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ଏ ସମ୍ପର୍କରେ ଉତ୍ତରପ୍ରଦେଶ…

ଡି-ବ୍ରଦର୍ସ ନାଁରେ ଦାଦାବଟି ଆଦାୟ କରୁଥିଲେ ଟ୍ୟୁସନ ସାର୍, ବନ୍ଧା ହେଲେ ୨ ଅଭିଯୁକ୍ତ

କଟକ: ଡି-ବ୍ରଦର୍ସ ନାଁରେ ଦାଦାବଟି ଆଦାୟ କରିବା ପଡିଲା ମହଙ୍ଗା। ବନ୍ଧା ହେଲେ ଦୁଇ ଅଭିଯୁକ୍ତ। କଟକରେ ପୁଣି ଧଳସାମନ୍ତ ଭ୍ରାତା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ ନାଁରେ ଦାଦାବଟି ଆଦାୟ ଅଭିଯୋଗ ଆସିଛି। ଛତ୍ର ବଜାରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କାର ଦାଦାବଟି ମାଗିବାରୁ…