Latest Odisha News

BREAKING NEWS

Browsing Category

ଅପରାଧ

ସଦସ୍ୟତା ହରାଇ ପାରନ୍ତି ବିଜେପି ସାଂସଦ ରାମଶଙ୍କର କଠେରିୟା

ନୂଆଦିଲ୍ଲୀ; ଉତ୍ତରପ୍ରଦେଶ ଇଟାବାର ବିଜେପି ସାଂସଦ ରାମଶଙ୍କର କଠେରିୟାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଆଗ୍ରା ସ୍ଵତନ୍ତ୍ର କୋର୍ଟ । ଏଯାବତ୍ ଏହି ଦଣ୍ଡାଦେଶ ଆଦେଶ ଲୋକସଭା ପର୍ଯ୍ୟନ୍ତ ପହଞ୍ଚିନାହିଁ । କୋର୍ଟର ଏହି ଆଦେଶ ମିଳିବା ପରେ ରାମଶଙ୍କର କଠେରିୟାଙ୍କ ସଂସଦର ସଦସ୍ୟ ପଦ…

ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକା ମାଡ଼

ଉତ୍ତରପ୍ରଦେଶ: ପୁଣି ବନ୍ଦେ ଭାରତ ଉପରକୁ ପଥର ମାଡ଼ । ଉତ୍ତରପ୍ରଦେଶ ଅନ୍ତର୍ଗତ ବାରବଙ୍କୀଠାରେ ଗତକାଲି ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ଏଥିରେ କୋଚର ଝରକା କାଚ ଭାଙ୍ଗିଯାଇଥିବା ‘ରେଲୱ ପ୍ରୋଟେକସନ ଫୋର୍ସ’ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ,…

ନୃଶଂସତାର ସୀମା ପାର କଲେ ଦୁର୍ବୃତ୍ତ: ଛୋଟ ଛୁଆଙ୍କୁ ଦେଲେ ଅକଥନୀୟ ନିର୍ଯାତନା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଦୁଇ ନାବାଳକଙ୍କୁ ଅକଥନୀୟ ନିର୍ଯ୍ୟାତନା । ପରିସ୍ରା ପିଆଇଲେ, ଗୁପ୍ତାଙ୍ଗରେ ଲଙ୍କା ପୁରାଇଦେଲେ ଦୁର୍ବୃତ୍ତ । ଚୋରି ଅଭିଯୋଗରେ ଦୁଇ ନାବାଳକଙ୍କୁ କିଛି ଦୁର୍ବୃତ୍ତମାନେ ଅମାନବୀୟ ନିର୍ଯ୍ୟାତନା ଦେବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲା, ଆଉ ୨ ଗିରଫ

ସୋନପୁର: ୨ ହଜାର ଟଙ୍କିଆ ନୋଟ୍ ବଦଳକୁ ନେଇ ୨୦ ଲକ୍ଷ ଠକେଇ ମାମଲାରେ ସୋନପୁର ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା । ଏବେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ, ସୋନପୁର ସହରରେ ଗତ ଜୁଲାଇ ୩୦ ତାରିଖରେ ୨୦୦୦…

୮ କୋଟିର ବ୍ୟାଙ୍କ ଋଣ ଜାଲିଆତି ମାମଲା, ଆଉ ୨ ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ବ୍ୟାଙ୍କ ଋଣ ଘୋଟାଲା ମାମଲାରେ ରବିବାର ଅର୍ଥନୈତିକ ଅପରାଧ ଶାଖା (EOW) ଆଉ ୨ ଜଣଙ୍କୁ ଗିରଫ କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଫୁଲବାଣୀ ଶାଖାରେ ପ୍ରାୟ ୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଓଡବ୍ଲୁ । ଗିରଫ ଅଭିଯୁକ୍ତ ହେଲେ…

ବଦଳିଲେ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକ

ଫୁଲବାଣୀ: ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ଘଟଣା‌ରେ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି…

ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ; ୩ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଆତଙ୍କବାଦୀଙ୍କ ଗୁଳିରେ ଶହୀଦ ହେଲେ ୩ ଯବାନ । ବର୍ତ୍ତମାନ ଆତଙ୍କବାଦୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୂଚନା ଅନୁସାରେ, କୁଲଗାମ ଜିଲ୍ଲାର ଏକ ଜଙ୍ଗଲରେ…

ଆତ୍ମହତ୍ୟାର ହବ୍ ପାଲଟିଛି ‘କୋଟା’! ପୁଣି ଜଣେ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା

ରାଜସ୍ଥାନ: କୋଟା କହିଲେ ପ୍ରତିଯୋଗିତାର ଏକ ସହର ବୋଲି ସମସ୍ତେ ବୁଝିଥାନ୍ତି । ହେଲେ ଏବେ ଏହା ଆତ୍ମହତ୍ୟାର କେନ୍ଦ୍ର ପାଲଟିଥିବା ଦେଖାଯାଉଛି । କାରଣ ଜାନୁୟାରୀରୁ ଅଗଷ୍ଟ ମାସ ଭିତରେ ୧୯ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଖବର ଅଭିଭାବକଙ୍କୁ ଚିନ୍ତାରେ ପକାଇଛି । ଏହାରି ଭିତରେ ସାମ୍ନାକୁ…

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ୍

ବ୍ରହ୍ମପୁର: ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ-୩ କୋର୍ଟ । ୧୯୯୮ ମସିହାରେ ପୋଲିସ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଏହି ଦଣ୍ଡାଦେଶ…

ନାବାଳକଙ୍କୁ ବଳି ପାଇଁ ହତ୍ୟା ଘଟଣା, ସାଧିକାଙ୍କ ସହ ୩ ପୁଅ ଗିରଫ

ଅନୁଗୁଳ: ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ମଙ୍ଗଳା ଠାକୁରାଣୀଙ୍କ ସାଧିକାଙ୍କ ସହ ତାଙ୍କ ୩ ପୁଅଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ପାରିପାର୍ଶ୍ୱିକ ସ୍ଥିତି ଏବଂ ଆଖପାଖ ଲୋକଙ୍କ ବୟାନ…