Latest Odisha News

BREAKING NEWS

Browsing Category

ଅପରାଧ

ଜେଲରୁ ୨ କଏଦୀ ଫେରାର

ବଲଙ୍ଗୀର: ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ୨ ବିଚାରଧୀନ କଏଦୀ ଫେରାର । ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିଲେ ୨ ଅଭିଯୁକ୍ତ । ଜେଲ ପାଚେରୀ ଡେଇଁ ବିଚାରଧୀନ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି । ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି…

ଅଫିମ ଚାଲାଣ ବେଳେ ଦୁଇ ଗିରଫ, ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ

ଭୁବନେଶ୍ବର: ବେଆଇନ ଅଫିମ ଚାଲାଣ ବେଳେ କାବୁ କଲା ଏସଟିଏଫ । ରାଉରକେଲା ପାନପୋଷରେ ୧୦ କେଜି ୫୦୮ ଗ୍ରାମ୍ ଅଫିମ ଜବତ କରିବା ସହିତ ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ଅଭଯୁକ୍ତ ହେଲେ ଝାଡଖଣ୍ଡର ବିଟୁ ସିଂହ ମୁଣ୍ଡା (୪୬) ଓ ରୋହିତ ମୁଣ୍ଡା (୪୯) ।…

“ସେଫ ସିଟି ଡ୍ରାଇଭ” ଅଭିଯାନ ଆରମ୍ଭ, ୩୫ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଭୁବନେଶ୍ବର-କଟକ ଦ୍ଵୈତ ନଗରୀର ପୋଲିସ କମିଶନର ତଥା ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ “ସେଫ ସିଟି ଡ୍ରାଇଭ” ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଭୁବନେଶ୍ଵର ସହରାଞ୍ଚଳ ପୋଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା…

ପରୀ ହତ୍ୟାକାଣ୍ଡ ମାମଲା, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଦୋଷୀ

ନୟାଗଡ଼:- ହାଇକୋର୍ଟରେ ଦ୍ବାରସ୍ଥ ହେଲେ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାର ଦୋଷୀ । କହିଲେ ତଥ୍ୟ ପ୍ରମାଣକୁ ଠିକ୍ ଭାବେ ବିଚାର ନକରି ତାଙ୍କୁ ଏହି ଦଣ୍ଡାଦେଶ ଦିଆଯାଇଛି ।  ଅତିରିକ୍ତ ଦୌରାଜଜ ତଥା ଚିଲଡ୍ରେନ କୋର୍ଟଙ୍କ ନ୍ୟାୟକୁ ବିରୋଧ କରି ହାଇକୋର୍ଟରେ ଆବେଦନ କରିଛନ୍ତି ଦୋଷୀ ।…

ବେଆଇନ ବିଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ଚାରି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବେଆଇନ ବିଦେଶୀ ମଦ ବିକ୍ରୟ କରିବା ଅଭିଯୋଗରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ସୂଚନାଯୋଗ୍ୟ,ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେବିଶ୍ଵସ୍ତ ସୂତ୍ରରୁ…

ବିଭତ୍ସ ହତ୍ୟା ଘଟଣା: ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ

କେନ୍ଦୁଝର: ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ମାମଲା । ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜି ଏହି ରାୟ ଶୁଣାଇଛନ୍ତି । ଫାଶି ଦଣ୍ଡାଦେଶ ପାଇଥିବା ଦୋଷୀ ହେଲେ ଅଜିତ ପୃଷ୍ଟି, ସଞ୍ଜୀବ ପୃଷ୍ଟି, ଅଲେଖ ପୃଷ୍ଟି,…

ଏକତରଫା ପ୍ରେମର କରୁଣ ପରିଣତି, ମାଲିକାଣିଙ୍କୁ ହତ୍ୟା କରି ଗିରଫ ହେଲା କାଠମିସ୍ତ୍ରୀ

ଭୁବନେଶ୍ବର: ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମ ନେଲା ମାଲିକାଣୀର ଜୀବନ। ଗିରଫ ହେଲା ହତ୍ୟାକାରୀ କାଠମିସ୍ତ୍ରୀ। ମୃତ ମହିଳାଙ୍କ ସ୍ୱାମୀଙ୍କ ଦୋକାନରେ କାମ କରୁଥିଲା ଅଭିଯୁକ୍ତ ନନ୍ଦ କିଶୋର ଓଝା। ଏକତରଫା ପ୍ରେମ କରି ବିଫଳ ହେବାରୁ ମଙ୍ଗଳାବାର ସନ୍ଧ୍ୟାରେ ମହିଳାଙ୍କୁ ହତ୍ୟା କରିଥିଲା…

ବସ୍ ଭଡ଼ା ପାଇଁ ୧୫ ଶହ ଟଙ୍କା ଦେଇ ଲୁଟି ନେଲେ ୯୦ ହଜାର ଟଙ୍କା

ଢେଙ୍କାନାଳ: ଦିନିକୁ ଦିନ ବଢିଚାଲିଛି ଲୁଟପାଟ୍। କେହି ଘରେ ପଶି ଲୁଟୁଛନ୍ତି ତ ଆଉ କିଛି ଲୋକଙ୍କୁ ନିଶା ଦେଇ ଲୁଟୁଛନ୍ତି ଲୁଟେରା। ଢେଙ୍କାନାଳରେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ବସ୍ ଭଡ଼ା ପାଇଁ ୧୫ ଶହ ଟଙ୍କା ଦେଇଥିଲେ ଆଡ଼ଭାନ୍ସ। ଆଉ ତା ପରେ ନିଶା ଦେଉ ଲୁଟିନେଲେ ୯୦ ହଜାର ଟଙ୍କା।…

ଅସଲି ପ୍ୟାକେଟରେ ନକଲି ଆଚାର ବିକ୍ରି କରୁଥିବା କାରଖାନା ଠାବ: ଜଣେ ଗିରଫ

ବ୍ରହ୍ମପୁର: ଆଚାର ସମସ୍ତଙ୍କର ପ୍ରିୟ। ବିଶେଷ କରି ବ୍ରହ୍ମପୁର ଆଚାରର ଚାହିଦା ସବୁଠି ରହିଛି। ଲୋକେ ବ୍ରହ୍ମପୁର ଗଲେ ସେଠାରେ ପ୍ରସ୍ତୁତ ଆଚାର ସାଥିରେ ନେଇଯିବାକୁ ଭୁଲନ୍ତି ନାହିଁ। ହେଲେ ଏହି ସୁଯୋଗରେ କିଛି ଅସାଧୁ ବ୍ୟବସାୟୀ ଏବେ ଆଚାରରେ ଭେଜାଲ କାରବାର ଆରମ୍ଭ କରି ଦେଇଛନ୍ତି।…

ଷ୍ଟକ୍ ଟ୍ରେଡିଂ ଅଭିଯୋଗରେ ଯୁବକଙ୍କୁ ୨୫ ଲକ୍ଷରୁ ଅଧିକ ଟଙ୍କା ଠକି ନେଲେ ସାଇବର ଠକେଇ

ଅନୁଗୁଳ: ଜଣେ ଯୁବକଙ୍କୁ ସାଇବର ଅପରାଧୀମାନେ ଅନଲାଇନ୍ ଷ୍ଟକ୍ ଟ୍ରେଡିଂ ନାଁରେ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଗତ ବର୍ଷ ଡିସେମ୍ବର ମାସରେ ଷ୍ଟକ କାରବାର ସମ୍ପର୍କରେ ହ୍ଵାଟସଆପ୍ ମେସେଜ୍ ପାଇବା ପରେ ଗୋଟାମରା ଗ୍ରାମର ନରେନ୍ଦ୍ର ସାହୁ ଠକଙ୍କ ଜାଲରେ ପଡ଼ିଯାଇଥିଲେ। ସେ…