Latest Odisha News

BREAKING NEWS

Browsing Category

ଅପରାଧ

ଥାନା ଭିତରେ ଯୁବକଙ୍କୁ ମହିଳା ପୋଲିସଙ୍କ ମାଡ଼; ଭିଡିଓ ଭାଇରାଲ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଏକ ଥାନାରେ ଭିତରେ ଜଣେ ମହିଳା ପୋଲିସ ଅଧିକାରୀ ଜନୈକ ଯୁବକଙ୍କୁ ମାଡ ମାରିବା ନେଇ ଭିଡିଓ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ ପାଟନା ଥାନାର ଆଇଆଇସି ସନ୍ଧ୍ୟାରାଣୀ ଜେନା ଅନ୍ୟ ପୋଲିସଙ୍କ ଉପସ୍ଥିତିରେ ଜଣ ଯୁବକଙ୍କୁ ବାଡିରେ ମାଡ଼ ମାରୁଥିବା ନଜର ଆସୁଛି।…

ନୂଆ କରୋନା ମାମଲା ଚିହ୍ନଟ ପରେ ପୁରୀରେ ସାନିଟାଇଜେସନ ଆରମ୍ଭ

ପୁରୀ: ପୁରୀ ଜିଲ୍ଲାରେ ଚାରିଟି ନୂଆ କୋଭିଡ-୧୯ ମାମଲା ଚିହ୍ନଟ ହେବା ପରେ ସୋମବାର ଦିନ ପ୍ରଶାସନ ପକ୍ଷରୁ ସହରରେ ସାନିଟାଇଜେସନ୍ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥ ମନ୍ଦିର ପରିସର ତଥା ରଥ ନିର୍ମାଣ ସ୍ଥାନ ସହ ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଇଛି। ଯେଉଁଥିରେ ଅଗ୍ନିଶମ…

ଓଡ଼ିଶା-ଝାଡଖଣ୍ଡ ସୀମାରେ ଏନ୍‌କାଉଂଟର, ଜଣେ ନକ୍ସଲ ନିହତ

ରାଉରକେଲା: ଓଡିଶା -ଝାରଖଣ୍ଡ ସୀମାନ୍ତ ସିମଡେଗା ଜିଲ୍ଲା ଅନ୍ତର୍ଗତ ଜଲଡେଗା ଥାନାର ବନ୍ଧସେରା ଜଙ୍ଗଲର ପୁଲିସ-ପିଏଲଏଫଆଇ ସଦସ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ପିଏଲ୍‌ଏଫ୍‌ଆଇ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ୫ ଜଣ ପିଏଲଏଫଆଇ ଗିରଫ ହୋଇଛନ୍ତି । ଗିରଫ ପିଏଲଏଫଆଇ ସଦସ୍ୟମାନଙ୍କ…

ସାମାଜିକ ଦୂରତ୍ବ ନିୟମ ଉଲଘଂନ; କଟକରେ ୩ ଦୋକାନ ସିଲ୍

କଟକ: ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ପକ୍ଷରୁ ତିନୋଟି ଦୋକାନକୁ ସିଲ୍ କରାଯାଇଛି। ଦୋକାନଗୁଡ଼ିକ ମଧ୍ୟରେ ରହିଛି- ଚୌଧୁରୀ ବଜାରରେ ଥିବା ଡିଡି ଟେକ୍ସଟାଇଲ୍, ଦୋଳମୁଣ୍ଡାଇରେ ଏମ ବଜାର ଏବଂ ନନ୍ଦୀ ସାହିର ଆରିୟାନ୍…

ପ୍ରବାସୀ ଶ୍ରମିକଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର ଅଭିଯୋଗ, ଭିଡିଓ ଭାଇରାଲ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଣେ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଏ) ସୁରଟରୁ ଫେରନ୍ତା କିଛି ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। "ଚୁପ କର! ମୁଁ ଜଣେ ଓଏଏସ୍ ଅଧିକାରୀ, ତୁମ ପରି ପ୍ରବାସୀ ଶ୍ରମିକ ନୁହେଁ ଜ୍ଝ ନିଜ ସୀମାରେ…

ପ୍ରେମ ଓ ପ୍ରତାରଣା, ନିଲମ୍ବିତ ହେଲେ ପୋଲିସ ବାବୁ

ଭୁବନେଶ୍ୱର: ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ରାଜଧାନୀର ଏକ ପୋଲିସ ଷ୍ଟେସନରେ କାର‌୍ୟ୍ୟରତ ସବ୍-ଇନ୍ସପେକ୍ଟର (ଏସଆଇ) ଙ୍କୁ ନିଲମ୍ବିତ କରିଛନ୍ତି। ଉକ୍ତ ଅଭିଯୁକ୍ତ ଏସଆଇ ଜଣକ ରାକେଶ ସାମଲ ବୋଲି ଜଣାପଡିଛି।…

ସାମାଜିକ ଦୂରତ୍ବ ନିୟମ ଉଲଘଂନ; ବ୍ରହ୍ମପୁରରେ ଆମ୍ବ ମାର୍କେଟ ବନ୍ଦ

ବ୍ରହ୍ମପୁର: ସାମାଜିକ ଦୂରତା ନିୟମାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ସୋମବାର ଠାରୁ ସହରର ଆନ୍ଧାପାସାଟା ରୋଡରେ ଆମ୍ବ ବଜାର ବନ୍ଦ କରିବାକୁ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। "ବାରମ୍ବାର ନିର୍ଦ୍ଦେଶ ସତ୍ବେ ବଜାରରେ ଦୋକାନୀମାନେ ସାମାଜିକ…

ମଦର୍ସ ଡେ’ରେ ମା’କୁ ହତ୍ୟା କଲା ପୁଅ

ମାଳକାନଗିରି: ମାତୃତ୍ୱ ଦିବସରେ ମା’କୁ ହତ୍ୟା । ରକ୍ତରେ ଭିଜିଲା ମା’ର ପଣତ କାନି । ପୁଅର ଠେଙ୍ଗାମାଡରେ ସବୁ ଦିନ ପାଇଁ ଆଖିବୁଜିଲା ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲର ବଡ଼ବଦଲି ଗାଁରେ ।ମହୁଲ ବିକ୍ରି ବାବଦ ଟଙ୍କା କେଇଟା ନଦେବାରୁ ବାପା ସହ ମିଶି…

ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ

ଭୁବନେଶ୍ୱର: ଥାନାରୁ ଖସି ପଳାଇଲା ଅଭିଯୁକ୍ତ । ଭୁବନେଶ୍ୱର ଏୟାରପୋର୍ଟ ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲେ ଅମୀୟ ସ୍ୱରୂପ ମହାପାତ୍ର । ଗଣ୍ଡଗୋଳ ଓ ମାରପିଟ୍ ଘଟଣାରେ ପୋଲିସ ଗତକାଲି ତାକୁ ଗିରଫ କରିଥିଲା । ଏହାପରେ ତାକୁ ଏୟାରପୋର୍ଟ ଥାନାରେ…

ଖୋର୍ଦ୍ଧାରୁ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧାସ୍ଥିତ ଅସରଲା ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି  ପ୍ରାୟ ୩୦ କେଜି ଓଜନର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ନେଇ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଣଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଚଢ଼ାଉ ବେଳେ ତାଙ୍କ ନିକଟରୁ ଦୁଇ ଲକ୍ଷ…