Latest Odisha News

BREAKING NEWS

Browsing Category

ଅପରାଧ

ଗୁଣିଗାରେଡି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ; ଚାଲିଗଲା ୩ ଜୀବନ

ଗଞ୍ଜାମ: ଅନ୍ଧବିଶ୍ବାସ ହେଲା କାଳ । ଗୁଣିଗାରେଡିକୁ କେନ୍ଦ୍ରକରି ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସଂଘର୍ଷରେ ଉଭୟ ଗୋଷ୍ଠୀର ୩ ଜଣ ପ୍ରାଣ ହରାଇଛନ୍ତି । ଗୋଟିଏ ଗୋଷ୍ଠୀର ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ଜଣେ ପ୍ରାଣ ହରାଇଛନ୍ତି । ଘଟଣା ପରେ…

ନବ ଦାସ ହତ୍ୟାକାଣ୍ଡ ମାମଲା; ପରିବାରବର୍ଗଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚ ନୂଆ ଭାବେ ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ଦିନ ରାଜ୍ୟ ବିଧାନସଭାରେ ଏହି ସୂଚନା ପ୍ରଦାନ କରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ସକ୍ରିୟ ଭାବରେ ଏହି ହାଇପ୍ରୋଫାଇଲ…

ମୋମୋ ଖାଉଥିଲେ ସାବଧାନ; ଫ୍ୟାକ୍ଟ୍ରି ଫ୍ରିଜରୁ ମିଳିଲା କୁକୁର ମୁଣ୍ଡ

ମୋହାଲି: ଆଜିକାଲି ମୋମୋ ପ୍ରାୟ ସମସ୍ତଙ୍କୁ ବହୁତ ପସନ୍ଦ। ପଞ୍ଜାବର ମୋହାଲିରେ ଗତ ଦୁଇ ବର୍ଷ ଧରି ମୋମୋସ୍ ତିଆରି ହେଉଥିବା ଏକ କାରଖାନାର ଫ୍ରିଜରୁ ଏକ କୁକୁରର କଟା ମୁଣ୍ଡ ମିଳିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଏହା ସହ କିଛି ମାଂସ ମଧ୍ୟ ମିଳିଥିଲା ଯାହାକୁ ଜବତ…

ଅମୃତସରର ମନ୍ଦିରରେ ଗ୍ରେନେଡ୍ ମାଡ଼

ଅମୃତସର: ପଞ୍ଜାବ ଅମୃତସର ଖଣ୍ଡୱାଲା ଅଞ୍ଚଳରେ ଥିବା ଠାକୁରଦ୍ୱାର ମନ୍ଦିର ଉପରେ ଗ୍ରେନେଡ ଆକ୍ରମଣ ହୋଇଛି। ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦୁଇଜଣ ଯୁବକ ଏକ ବାଇକରେ ମନ୍ଦିର ଆଡ଼କୁ ଆସୁଥିବାର ଦେଖାଯାଉଛି। ତାଙ୍କ ହାତରେ ଏକ ପତାକା ମଧ୍ୟ ଦେଖାଯାଉଛି।…

ଗୁଜୁରାଟରେ ହିଟ୍ ଆଣ୍ଡ୍ ରନ୍ ମାମଲା; ଗାଡ଼ିରେ ଆସି ଚାପି ଦେଲେ… 

ବଡୋଦରା: ଗୁଜୁରାଟର ବଡୋଦରାରେ ଏକ ହିଟ୍ ଆଣ୍ଡ୍ ରନ୍ ମାମଲା ଘଟିଯାଇଛି। ଜଣେ ୨୩ ବର୍ଷୀୟ ଆଇନ ଛାତ୍ରଙ୍କ ଗାଡି଼ ତଳେ ଆସି ଜଣେ ମହିଳାଙ୍କ ନିର୍ମମ ହତ୍ୟା ଘଟଣା ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। କରେଲିବାଗ ଅଞ୍ଚଳର ମୁକ୍ତାନନ୍ଦ ଛକ ନିକଟରେ ରାତି ପ୍ରାୟ ୧୨.୩୦…

ସାଇକେଲ ଚୋରି ସନ୍ଦେହରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଖୋର୍ଦ୍ଧା: ସାଇକେଲ ଚୋରିକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଣ୍ଡିଲୋ ଗ୍ରାମରେ ଏଭଳି ହତ୍ୟାକାଣ୍ଡ ହୋଇଛି। ପୁଅକୁ ରକ୍ଷା କରିବାକୁ ଯାଇ ମା’ ସମେତ ଦୁଇ ଗୁରୁତର ଆହତ ହୋଇଛି। ମୃତ ଯୁବକ ହେଲେ ବାଲିଅନ୍ତା ପଞ୍ଚାୟତ ଅଣ୍ଡିଲୋ ୫ ନମ୍ବର…

ଅନଲାଇନ ଗେମ ନେଲା ଦଶମ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ରାମନାଗୁଡ଼ା: ଅନଲାଇନ ଗେମ ଖେଳି ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ ଛାତ୍ରୀ ଜଣକ ହେଲେ ସାଇନା ସାହୁ। ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକର ଗଣପତିଗୁଡା ଗ୍ରାମରେ ଘଟିଛି ଅଘଟଣ। ଅନଲାଇନ ଗେମ ଖେଳି ଚାରି ଲକ୍ଷ ଟଙ୍କା ଜିତିଥିଲେ କିନ୍ତୁ…

ପୁଅକୁ ଛୁରି ଭୁସି ହତ୍ୟାକଲା ବାପା

ସୋର: ନାବାଳକ ପୁଅକୁ ଛୁରି ଭୁସି ହତ୍ୟାକଲା ବାପା। ବାଲେଶ୍ୱର ଜିଲ୍ଲା ଖଇରା ଥାନା ନରମା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା। ସ୍ତ୍ରୀ ସହ ପାଟିତୁଣ୍ଡ ବେଳେ ପୁଅ ବିରୋଧ କରିବାରୁ ବାପା ହତ୍ୟା କରିଥିବା ଜଣାପଡିଛି। ନିଶାସକ୍ତ ଅବସ୍ଥାରେ ହତ୍ୟା କରିଥିବା ସୂଚନା ରହିଛି। ଘଟଣା ପରେ…

ଭିଜିଲାନ୍ସ ଜାଲରେ ଫରେଷ୍ଟର, ହାତୀ ସ୍କ୍ୱାଡ୍ ସଦସ୍ୟ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ଢେଙ୍କାନାଳର ଡିହାଡୋଲ ସେକ୍ସନର ଫରେଷ୍ଟର ବିଶ୍ୱନାଥ ସୋରେନ ଏବଂ ହାତୀ ସ୍କ୍ୱାଡ୍ ସଦସ୍ୟ ସୁଦୀପ୍ତ କୁମାର ସାହୁଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ଫରେଷ୍ଟର ଜମିରେ ଚାଷ କରିବାକୁ ଅନୁମତି ଦେବା ପାଇଁ ଜଣେ ଚାଷୀଙ୍କଠାରୁ…

ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପଛରେ ଅଭିନେତା ମୋହନ ବାବୁଙ୍କ ହାତ! 

ହାଇଦ୍ରାବାଦ: କନ୍ନଡ ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପଛରେ ପ୍ରସିଦ୍ଧ ତେଲୁଗୁ ସିନେମା ଅଭିନେତା ମୋହନ ବାବୁଙ୍କ ହାତଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଜଣେ ସମାଜସେବୀ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ଚିତୀମଲୁ ଏସିପି ଏବଂ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି।…