Latest Odisha News

BREAKING NEWS

Browsing Category

ଅପରାଧ

୨ ମହିଳାଙ୍କ ସମେତ ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ୨ ଜଣ ମହିଳା ମାଓବାଦୀଙ୍କ ସମେତ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକମା ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ୨ ଜଣ ମାଓବାଦୀଙ୍କ ନାମରେ ୮ ଲକ୍ଷ ଟଙ୍କା ଏବଂ ୪ ଜଣ ମାଓବାଦୀଙ୍କ ପାଇଁ ୫…

ଠକ ଦମ୍ପତିଙ୍କ ଆଉ ଦୁଇଟି ଦାମୀ କାର ଜବତ କଲା ପୋଲିସ

ଭୁବନେଶ୍ୱର: ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲଙ୍କ ତିନି ଦାମୀ କାରକୁ ଜବତ କରିଛି କମିଶନରେଟ ପୋଲିସ। ହଂସିତା ଓ ଅନିଲ ମହାନ୍ତିଙ୍କ ମର୍ସଡିଜ, ପୋର୍ସ ଓ ଜଗୁଆର ଜବତ କରିଛି ପୋଲିସ। ଗତକାଲି ପଦାକୁ ଆସିଥିଲା ଠକ ଯୋଡ଼ିର ଅୟସର କାରନାମା। ହଂସିତା ଅଭିଲିପ୍ସା ଉପହାରରେ ପୋର୍ସ କାର ଦେଇଥିଲେ।…

ଏମ୍ସରେ ଭର୍ତ୍ତି ହେଲା ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ

ନୂଆଦିଲ୍ଲୀ: ତିହାର ଜେଲରେ ବନ୍ଦୀ ଥିବା ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ରାଜନ ଶୁକ୍ରବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛି। ରାଜନର ସାଇନସ ସମସ୍ୟା ଥିବାରୁ ଏହାର ଅପରେସନର ଆବଶ୍ୟକତା ରହିଛି। ତେଣୁ ତାକୁ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଦାଉଦ ଇବ୍ରାହିମର ସହଯୋଗୀ…

ଫସାଇଲା ଗୁଗୁଲ୍ ମ୍ୟାପ୍; ଭୁଲ୍ ତଥ୍ଯ ଯୋଗୁ ନାଗାଲାଣ୍ଡରେ ପଶିଲା ଆସାମ ପୋଲିସ

ନୂଆଦିଲ୍ଲୀ: ଗୁଗୁଲ୍ ମ୍ୟାପର ଭୁଲ ତଥ୍ଯ ଯୋଗୁଁ ଆସାମ ପୋଲିସ ନାଗାଲାଣ୍ଡରେ ପହଞ୍ଚି ଯାଇଛି। ସେଠାରେ ହଟହଟା ହେବାରୁ ସହାୟତା ପାଇଁ ପୋଲିସ ଟିମ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ଏନେଇ ଆସାମ ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତୁ ଜାଣିବା କଣ ରହିଛି ପୂରା…

ଭାଙ୍ଗୁଛି ମାଓଗଡ଼, ୧୩ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ଭାଙ୍ଗୁଛି ମାଓଗଡ଼। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏସପିଙ୍କ ନିକଟରେ ୧୩ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନର ଅନେକ ହିଂସାକାଣ୍ଡରେ ସାମିଲ ଥିଲେ। ମାଓ ଆଦର୍ଶରୁ ମାଓବାଦୀ ବିଚ୍ୟୁତ ହେବାରୁ ଆତ୍ମସମର୍ପଣ କରିଥିବା କହିଛନ୍ତି।…

ଦାମୀ ବ୍ରାଣ୍ଡ ନାଁରେ ନକଲି ଟାୟାର ବିକ୍ରି: ଗୋଦାମ ସିଲ୍, ମାଲିକ ଗିରଫ

କଟକ: ନକଲି ଜିନିଷର ହବ୍ ପାଲଟିଛି କଟକ। ଏହି ସହର ପାଲଟିଛି ନକଲି ସାମଗ୍ରୀର ଆସର। ନାମୀ ଦାମୀ ଷ୍ଟିକର ଲଗେଇ ବିକୁଛନ୍ତି ନକଲି ଜିନିଷ। ଜଗତପୁର ଇମାନଗର ଖଇରା ପୋଲ ନିକଟରୁ ଠାବ ହେଲା ଅସଲି ବ୍ରାଣ୍ଡ ନାଁରେ ନକଲି ଟାୟାର ଗୋଦାମ। ନାମୀଦାମୀ କମ୍ପାନୀ ନାମରେ ନକଲି ସାଇକେଲ ଓ ବାଇକ୍ ଟାୟାର…

ୟୁପିରେ ଚାଞ୍ଚଲ୍ୟ: ଘରେ ଥିବା ବକ୍ସ ଖଟ ଭିତରୁ ୫ ମୃତଦେହ ଉଦ୍ଧାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ। ଦମ୍ପତିଙ୍କ ସହ ୩ ଝିଅଙ୍କ ମୃତଦେହ ଉଦ୍ଧାର। ଘରେ ଥିବା ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛି ସ୍ଥାନାୟ ପୋଲିସ। ୫ ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ରହିଛି। ତେବେ ଏହି ଘଟଣାକୁ ନେଇ ହତ୍ୟା…

ଫିଟୁଛି ଠକରାଣୀ ହଂସିକାଙ୍କ ଗୁମର, Z1ରେ ରହିଛି ୩ଟି ଫ୍ଲାଟ୍‌

ଭୁବନେଶ୍ବର: ଦିନକୁ ଦିନ ହଂସିକା ଅଭିଲିପ୍ସାଙ୍କ ସମ୍ପର୍କରେ ମିଳୁଛି ନୂଆ ନୂଆ ତଥ୍ୟ। ରାଜଧାନୀ ଭୁବନେଶ୍ୱରରେ ଥିବା Z1ରେ ଠକ ହଂସିକାଙ୍କର ରହିଛି ୩ଟି ଫ୍ଲାଟ୍‌। ସେ ୭୦୩ ନମ୍ୱର ଫ୍ଲାଟ୍‌ରେ ଅନୀଲ ମହାନ୍ତିଙ୍କ ସହ ରହୁଥିବା ଅଭିଯୋଗ ହେଉଛି। ଗୁରୁବାର ଅପରାହ୍ନରେ ସେହି ଫ୍ଲାଟ୍‌ରେ ଚଢ଼ଉ…

ଅଫିସ ପାର୍କିଂରେ ନିଜ ସହକର୍ମୀଙ୍କୁ ଛୁରୀଭୁସି ହତ୍ୟା କଲେ ଯୁବକ

ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ପୁଣେର ଏକ ନାମୀଦାମୀ କମ୍ପାନୀରେ କାମ କରୁଥିବା ଜଣେ ୨୮ ବର୍ଷୀୟା ମହିଳାଙ୍କୁ ପାର୍କିଂ ଏରିଆରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତର ନାମ କୃଷ୍ଣ ସତ୍ୟନାରାୟଣ କନୋଜା ବୋଲି ଜଣାପଡ଼ିଛି। ଶିବାଜୀନଗରରେ…

ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ CISF ଯବାନ

ରାଉରକେଲା: ଆଜି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP)ରେ ଜଣେ CISF କନଷ୍ଟେବଳ ନିଜ ସର୍ଭିସ୍ ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି କେରଳର ଅଭିନନ୍ଦନ ପିକେ ବୋଲି ଚିହ୍ନଟ କରାଯାଇଛି। ସେ CISF ରେ ଜଣେ କନଷ୍ଟେବଳ ଭାବରେ ସୁନ୍ଦରଗଡ଼…