Latest Odisha News

BREAKING NEWS

Browsing Category

ଅପରାଧ

ଓଡ଼ିଶା ବ୍ଲଗର ଲବ ହାଂସଦା ବିବାହିତ, ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ…

ଭୁବନେଶ୍ୱର: ପ୍ରେମିକାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଲୋକପ୍ରିୟ ଟ୍ରାଭେଲ୍ ବ୍ଲଗର ଲବ ହାଂସଦା ଆଉ ଏକ ନୂତନ ବିବାଦରେ ଫସିଛନ୍ତି। ଏପରିକି ସେ ବିବାହିତ ଏବଂ ତାଙ୍କର ଏକ ଝିଅ ରହିଛି ବୋଲି ଅଭିଯୋଗ ହୋଇଛି। ତାଙ୍କ ପ୍ରେମିକାଙ୍କ ମୃତ୍ୟୁକୁ ନେଇ ଅଭିଯୋଗ ପରେ…

ଅଲ୍ଟ୍ରାସାଉଣ୍ଡରେ ଯାଆଁଳା ଶିଶୁ, ଜନ୍ମ ବେଳକୁ ଗୋଟିଏ; ଉତ୍ତେଜନା ପରେ ତଦନ୍ତ ନିର୍ଦ୍ଦେଶ 

ବାଲେଶ୍ବର: ଅଲ୍ଟ୍ରାସାଉଣ୍ଡରେ ଯାଆଁଳା ଶିଶୁ, ଜନ୍ମ ପରେ ପରିବାରକୁ ଗୋଟିଏ ଶିଶୁ ଦେଲେ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ (ଡିଏଚଏଚ) ରେ ଜଣେ ମହିଳାଙ୍କ ଅଲ୍ଟ୍ରାସାଉଣ୍ଡ ସ୍କାନ୍ ରୁ ଯମଜ ଗର୍ଭଧାରଣର ସୂଚନା ମିଳିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପରିବାର ପକ୍ଷରୁ…

ଭିଜିଲାନ୍ସ ଜାଲରେ ଧର୍ମଶାଳାର ଏବିଡ଼ିଓ, ଏକକାଳୀନ ୭ ସ୍ଥାନରେ ଚଢାଉ

ଯାଜପୁର: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଯାଜପୁର ଧର୍ମଶାଳାର ଏବିଡ଼ିଓ ଅସିତ ପାତ୍ର। ଅସିତଙ୍କ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଥିବା ସୂଚନା ମିଳିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‍ ଚଢାଉ କରିଛି। ଏକାସାଙ୍ଗରେ ଯାଜପୁର, କଟକ…

କର୍ଣ୍ଣେଲ ସୋଫିୟା କୁରେଶିଙ୍କୁ ନେଇ ବିବାଦୀୟ ବୟାନ, ବିଜେପି ମନ୍ତ୍ରୀଙ୍କ ବିରୋଧରେ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିୟା କୁରେଶିଙ୍କ ମାମଲାରେ ଜବଲପୁର କୋର୍ଟ ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କର ଏକ ବିବାଦୀୟ ବୟାନକୁ ନେଇ କୋର୍ଟ ସରକାରଙ୍କୁ ୪ ଘଣ୍ଟା ମଧ୍ୟରେ ଏଫଆଇଆର ଦାୟର କରି ରିପୋର୍ଟ ଦାଖଲ କରିବାକୁ …

କୋଲକାତା-ମୁମ୍ବାଇ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: କୋଲକାତାରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଆତଙ୍କ। ଏହି ଘଟଣା କୋଲକାତା ବିମାନବନ୍ଦରରେ ଘଟିଥିଲା। ଯେତେବେଳେ ସୁରକ୍ଷା ଯାଞ୍ଚ ବେଳେ ଜଣେ ଯାତ୍ରୀ କହିଥିଲେ ଯେ କଣ ମୋ ପାଖରେ ବୋମା ଅଛି। ଯାହାପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆତଙ୍କବାଦୀ ମାସୁଦ ଆଝାରକୁ ୧୪ କୋଟି ଦେବ ପାକିସ୍ତାନ 

କରାଚି: ପାକିସ୍ତାନ ସରକାର ଅଣ୍ଡରଗ୍ରାଉଣ୍ଡ ଆତଙ୍କବାଦୀ ମାସୁଦ ଆଝାରକୁ ୧୪ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ହେଉଛି। ସୂଚନା ଅନୁଯାୟୀ, ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ ଅପରେସନ ସିନ୍ଦୁରରେ ନିହତ ସମସ୍ତ ଆତଙ୍କବାଦୀଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ।…

ବିବାହ ମଣ୍ଡପରେ ହାଇଡ୍ରାମା, ବରକୁ ବାନ୍ଧିଲା ପୋଲିସ 

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବିବାହ ରିସେପ୍ସନରେ ହାଇଡ୍ରାମା ଦେଖିବାକୁ ମିଳିଛି। ଜଣେ ଯୁବତୀ ବିବାହ ଭୋଜି ସ୍ଥାନରେ ପଶି ଆସି ଦାବି କରିଥିଲେ ଯେ ବର ଜଣକ ପୂର୍ବତନ ପ୍ରେମିକ। ଯିଏକି ବିବାହ ପ୍ରତିଶ୍ରୁତି ଦେବା ପରେ ବି ବିଶ୍ୱାସଘାତକତା କରିଥିଲେ। ସୂଚନା ଅନୁଯାୟୀ, ଧଉଳି ଥାନା ଅଞ୍ଚଳର…

ଏସଏମଏସ ଷ୍ଟାଡିୟମକୁ ବୋମାରେ ଉଡ଼ାଇବାକୁ ଧମକ

ଜୟପୁର: ଜୟପୁରର ସୱାଇ ମାନସିଂହ (ଏସଏମଏସ) ଷ୍ଟାଡିୟମକୁ ପୁଣି ଥରେ ବୋମା ଧମକ ମିଳିଛି। ରାଜସ୍ଥାନ କ୍ରୀଡା ପରିଷଦକୁ ଏକ ଇମେଲ୍ ମାଧ୍ୟମରେ ଏହି ଧମକ ପଠାଯାଇଥିବା ଜଣାପଡିଛି। ଯାହା ପରେ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଥିଲା। ସୂଚନା ମିଳିବା ମାତ୍ରେ ବରିଷ୍ଠ ପୋଲିସ ଅଧିକାରୀ, କୁକୁର…

ଏସସିବି ହସ୍ପିଟାଲରୁ ୪ ଏଜେଣ୍ଟ ଗିରଫ 

କଟକ: କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଚାରି ଜଣ ଏଜେଣ୍ଟଙ୍କୁ ଗିରଫ କରିବା ସହ ସରକାରୀ ହସ୍ପିଟାଲରେ ସକ୍ରିୟ ମଧ୍ୟସ୍ଥିଙ୍କ ନେଟୱର୍କର ପର୍ଦ୍ଦାଫାସ କରିଛି ପୋଲିସ। ଖବର ପାଇ ମଙ୍ଗଳାବାଗ ଥାନାର ଏକ ଟିମ୍ ଏସସିବିରେ ପହଞ୍ଚି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁମାନେ…

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର

ଭୁବନେଶ୍ୱର: ଥମୁନି ଗୋରୁ ଚାଲାଣ। ରାଜ୍ୟରୁ ପୁଣି ୪୦ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ପଶ୍ଚିମବଙ୍ଗ କରାଯାଉଥିଲା ଚାଲାଣ। ଭୋଗରାଇ ଖେଡ଼ସାହିରୁ ଗୋରୁ ବୋଝେଇ ଟ୍ରକ୍‌ ଜବତ କଲା ପୋଲିସ। ଧରାପଡିବା ପରେ ଗାଡ଼ି ଛାଡ଼ି ଫେରାର ହେଲା ଡ୍ରାଇଭର। ଭୋଗରାଇ ଥାନାରେ ସମସ୍ତ ଗୋରୁଙ୍କୁ ରଖି ଘଟଣାର ତଦନ୍ତ କରୁଛି…