Latest Odisha News

BREAKING NEWS

Browsing Category

ଅପରାଧ

ମଧ୍ୟାହ୍ନ ଭୋଜନରେ ଅନିୟମିତତା ପ୍ରସଙ୍ଗ: ପ୍ରଧାନଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର: ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ତଥା  ସ୍ବାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ-ପୋଷଣ ଅଭିଯାନ କାର୍ଯ୍ୟ କରୁଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ ମଧ୍ୟ କରାଯାଉଛି।  ଯାଜପୁର ଜିଲ୍ଲା ଦାନଗଦି ବ୍ଲକ…

ଗଙ୍ଗୁଆ କେନାଲରେ ବୁଡ଼ି ଯୁବକ ମୃତ

ଭୁବନେଶ୍ବର: ଚକେଇସିଆଣି ଗଙ୍ଗୁଆ କେନାଲରେ ଆଜି ଏକ ବଡ଼ ଅଘଟଣ ଘଟିଛି। କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତବକ, ମୃତକ ଚକେଇସିଆଣି ଅଞ୍ଚଳର ବୋଲି ଜଣାପଡିଛି। କେଉଁ କାରଣରୁ ସେ କେନାଲରେ ବୁଡ଼ି ଯାଇଥିଲେ ତାହା ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…

ସ୍ତ୍ରୀକୁ ବିଷ ଦେଇ ହତ୍ୟା କଲା ସ୍ଵାମୀ

ସମ୍ବଲପୁର: ପାରିବାରିକ କଳି ଝଗଡ଼ାକୁ ନେଇ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗିରିଶଚନ୍ଦ୍ରପୁର  ପଞ୍ଚାୟତର କଟୁରାଖୋଲ ଗାଁରେ। ମୃତ ମହିଳାଙ୍କ ନାଁ ପଙ୍କଜିନୀ କୋଲୋ (୩୮) ବୋଲି ଜାଣିବାକୁ ମିଳିଛି।…

ଅପପୃଷ୍ଟି ପ୍ରସଙ୍ଗ ଉଠାଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବିଜେଡି : ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ଚର୍ଚ୍ଚା ପାଲଟିଛି। ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ।  ସେ କହିଛନ୍ତି, ଏହି…

ରାସନ ଚାଉଳ ନ ମିଳିବାରୁ ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ: ବିଜେଡି

ଭୁବନେଶ୍ୱର: ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ ଓ  ୬ ଗୁରୁତର ହୋଇଥିବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ବିଜେଡ଼ି ପକ୍ଷରୁ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା ଓ ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ରାଜ୍ୟର…

ଜୁନିଅରଙ୍କୁ ରାଗିଂ ଅଭିଯୋଗରେ ଏମକେସିଜି ମେଡିକାଲର ୫ ଛାତ୍ର ବହିଷ୍କୃତ

ବ୍ରହ୍ମପୁର: ଜୁନିଅର ଛାତ୍ରଙ୍କୁ ରାଗିଂ କରିବା ଅଭିଯୋଗରେ ବ୍ରହ୍ମପୁର ସହରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ପାଞ୍ଚ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯାଇଛି। ମେଡିକାଲ କଲେଜର ଡିନ୍ ସୁଚିତ୍ରା ଦାଶଙ୍କ ଅନୁଯାୟୀ, ଆଣ୍ଟି ରାଗିଂ କମିଟି ଦ୍ୱାରା ପୁଙ୍ଖାନୁପୁଙ୍ଖ…

ଛୁଆ ସହ ଆତ୍ମହତ୍ଯା କଲେ କ୍ୟାବ ଡ୍ରାଇଭର, ସ୍ତ୍ରୀଙ୍କୁ ଫାଶୀ ଦେବାକୁ… 

ଲକ୍ଷ୍ନୌ: ୟୁପିର ବୁଲନ୍ଦଶହରରେ ଜଣେ କ୍ୟାବ ଡ୍ରାଇଭର ନିଜର ଦୁଇ ଶିଶୁଙ୍କ ସହ ଆତ୍ମହତ୍ଯା ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, ପତ୍ନୀଙ୍କ ନିର୍ଯାତନା ସହି ନପାରି ଶେଷରେ ନିଜର ଦୁଇ ପିଲାଙ୍କୁ ଧରି ଜୀବନ ହାରି ଦେଇଛନ୍ତି। ୬ମାସ ଧରି ପୁନିତଙ୍କ ପତ୍ନୀ ବାପା ଘରେ ରହିଆସୁଥିଲେ। ଦୀପାବଳି…

ପଶ୍ଚିମବଙ୍ଗ: ବାଣ ନିଆଁରେ ୩ ଶିଶୁ ଜଳିଗଲେ

କୋଲକାତା : ପଶ୍ଚିମବଙ୍ଗ ହାଓଡା ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ବାଣ ଫୁଟାଇବା ସମୟରେ ୩  ଶିଶୁଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛି।  ନିଆଁ ଏତେ ଭୟଙ୍କର ଥିଲା ଯେ ଗୋଟିଏ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଖବର ମୁତବକ ଘଟଣା ସ୍ଥଳରେ…

ସ୍ତ୍ରୀକୁ ହତ୍ୟା ପରେ ସ୍ଵାମୀର ଆତ୍ମହତ୍ୟା

ବରଗଡ: ସାରା ଦେଶ ଦିପାବଳୀ ଉତ୍ସବ ପାଳନ କରୁଥିବା ବେଳେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କୁସନପୁରୀ ବିଜୟା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସ୍ଵାମୀ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ୨୮ ବର୍ଷିୟ କିଶୋର…

ଛତୁ ଗୋଟାଇବାକୁ ଯାଇ ବ୍ୟକ୍ତି ନିଖୋଜ ଘଟଣା: ଖଣ୍ଡ ବିଖଣ୍ଡିତ ଗଳିତ ଶବ ଉଦ୍ଧାର

ନୂଆଗାଁ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନୂଆଗାଁ ଗ୍ରାମର ଜନୈକ ବ୍ୟକ୍ତି ସପ୍ତାହେ ପୂର୍ବରୁ ପାଖ ଜଙ୍ଗଲକୁ ଛତୁ ଗୋଟାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ। ଆଜି  ଜଙ୍ଗଲ ଭିତରୁ ତାଙ୍କର ଗଳିତ ଖଣ୍ଡ ବିଖଣ୍ଡିତ ଶବ ବନବିଭାଗ ଓ ପୋଲିସ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।  ଉକ୍ତ ଜଙ୍ଗଲରେ…