Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଦୁଇମାସରେ ସର୍ବାଧିକ କମିଲା ସୁନାଦର; ଜାଣନ୍ତୁ କେତେ ରହିଛି ଆଜିର ବଜାର ମୂଲ୍ୟ

ନୂଆଦିଲ୍ଲୀ: ଲଗାଦାର ସୁନାଦର ବଢ଼ି ଆକାଶଛୁଆଁ ହେବାପରେ ଧୀରେଧୀରେ ଏହାର ଚାହିଦା କମିଥିବା ପାରିଲିଖିତ ହୋଇଛି । ଯେଉଁକାରଣରୁ ବର୍ତ୍ତମାନ ସୁନାଦର କ୍ରମାଗତ ଭାବେ କମିବାରେ ଲାଗିଛି । ଆଗକୁ ଦଶହରା ପରି ଏକ ବଡ଼ ପର୍ବ ଆସୁଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ସୁନା ଦର କମିବା ଖବର…

ଆଜିଠାରୁ ‘ଏସବିଆଇ’ର କେଉଁ ନିୟମ ବଦଳୁଛି, ଜାଣନ୍ତୁ..

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅକ୍ଟୋବର୧ (ଆଜିଠାରୁ) ଏହାର କିଛି ନିୟମରେ ପରିବର୍ତ୍ତନ ଆଣିଛି । ଆଜିଠାରୁ ସର୍ଭିସ ଚାର୍ଜରେ ମଧ୍ୟ ପରିବର୍ତ୍ତନ କରାଯିବ, ଯାହା ଦେଶର ୩୨ କୋଟି ଏସବିଆଇ ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡିବା ନେଇ ସନ୍ଦେହ କରାଯାଉଛି । .ଯେଉଁ ଏସବିଆଇ…

ମାତ୍ର ୩.୬୯ ଲକ୍ଷ ଟଙ୍କା ଦାମରେ ଲଞ୍ଚ୍ ହେଲା ‘ମାରୁତି ସୁଜୁକି ଏସ୍ ପ୍ରେସୋ’ !

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ କାର୍ ନିର୍ମାଣ କମ୍ପାନୀ ମାରୁତି ସୁଜୁକି ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ନୂଆ କାର୍ ‘ମାରୁତି ସୁଜୁକି ଏସ୍ ପ୍ରେସୋ’ ବା ‘ମିନି ଏସୟୁଭି’ ଭାରତୀୟ ବଜାରରେ ସୋମବାର ଦିନ ଲଞ୍ଚ୍ କରିଛି । ଏହି ‘ଏସ୍ ପ୍ରେସୋ’ କାର୍ ମାରୁତି ଅଲଟୋ କେ-୧୦ କାରଠାରୁ…

ଅକ୍ଟୋବର ୧ରୁ ‘ଏସବିଆଇ’ର କେଉଁ ନିୟମ ବଦଳୁଛି, ଜାଣନ୍ତୁ..

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସବିଆଇ) ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହାର କିଛି ନିୟମରେ ପରିବର୍ତ୍ତନ ଆଣିବ ବୋଲି ଜଣାପଡିଛି । ଅକ୍ଟୋବର ୧ ତାରିଖଠାରୁ ସର୍ଭିସ ଚାର୍ଜରେ ମଧ୍ୟ ପରିବର୍ତ୍ତନ କରାଯିବ, ଯାହା ଦେଶର ୩୨ କୋଟି ଏସବିଆଇ ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡିବା ନେଇ…

ଦେଶରେ ୯ଟି ପ୍ରମୁଖ ବ୍ୟାବସାୟିକ ବ୍ୟାଙ୍କ ବନ୍ଦ କଥା ଏକ ଗୁଜବ: ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଦେଶରେ ୯ଟି ବ୍ୟବସାୟିକ ବ୍ୟାଙ୍କଙ୍କୁ 'ଆରବିଆଇ' ବନ୍ଦ କରିବାକୁ ଯାଉଥିବା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛି ଆଇବିଆଇ । ଏହି ଖବରକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଖଣ୍ଡନ କରିଛନ୍ତି । Reports appearing in some…

କର୍ପୋରେଟ୍ ଟ୍ୟାକ୍ସ ହ୍ରାସର ପ୍ରଭାବ: ଏବେ ୫,୦୦୦ କମ୍ ଦାମରେ ମିଳିବ ମାରୁତି କାର୍ !

ନୂଆଦିଲ୍ଲୀ: ଦେଶ ସର୍ବବୃହତ କାର୍ ନିର୍ମାଣ କମ୍ପାନୀ ‘ମାରୁତି ସୁଜୁକି’ ବୁଧବାର ଦିନ ଗ୍ରାହକଙ୍କ ଲାଗି ଏକ ଖୁସି ଖବର ଆଣିଦେଇଛି । କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ହେବାଯୋଗୁଁ ଏହାର ସୁପ୍ରଭାବ କାର୍ କ୍ରେତାଙ୍କୁ ମିଳିଛି । ମାରୁତି ସୁଜୁକି କମ୍ପାନୀ କାର୍ ମୂଲ୍ୟରେ ୫,୦୦୦ ଟଙ୍କା ହ୍ରାସ…

ଖାଉଟିଙ୍କୁ ଘାରିଲା ପିଆଜ ଚିନ୍ତା; ୬୦ଛୁଇଁଲା ଦର

ଭୁବନେଶ୍ୱର: ରାଜ୍ୟରେ ଆକାଶଛୁଆଁ ହେଲାଣି ପିଆଜ ଦର । କିଛିଦିନରେ ଏହା ହୁହୁ ହୋଇ ବଢିଚାଲିଛି । ମାସକ ତଳେ ଏ ୧୬ ରୁ ୧୮ ଟଙ୍କା ଭିତରେ ବିକ୍ରି ହେଉଥିବା ପିଆଜ ଏବେ ୫୦ ଟପି ୬୦ଧରିଲାଣି । ନାସିକ୍‌ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି । ଯାହାକୁ…

ପୁଣି ବୃଦ୍ଧି ହେଲା ସୁନାଦର, ଜାଣନ୍ତୁ କେତେ ରହିଛି ବଜାର ମୂଲ୍ୟ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନାରୁପା ଦର କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ, ମଙ୍ଗଳବାର ଏଥିରେ ସାମାନ୍ୟ ବୃଦ୍ଧି ଘଟିଥିବା ପାରିଲିଖିତ ହୋଇଛି । ସୁନାମୂଲ୍ୟ ପ୍ରତି ୧୦ ଗ୍ରାମରେ(୨୪ କ୍ୟାରେଟ) ୧୪୯ ଟଙ୍କା ବୃଦ୍ଧି ହୋଇ ୩୭,୮୪୦ ଟଙ୍କାରେ ପହଞ୍ଚିଛି । ତେବେ ଖାଲି ସୁନା ନୁହେଁ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଅକ୍ଟୋବର ୧ ରୁ ଲାଗୁ ହେବ ନୂଆ ପେନସନ ନିୟମ

ନୂଆଦିଲ୍ଲୀ: କେନ୍ଦ୍ରିୟ ପ୍ରଶାସନିକ ସେବା (ପେନସନ) ନିୟମାବଳୀ, ୧୯୭୨ର ନିୟମ ୫୪ ଅନୁଯାୟୀ କର୍ତ୍ତବ୍ୟରତ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ପାରିବାରିକ ପେନସନ ଦିଆଯାଇଥାଏ । ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ଚାକିରିରେ ସର୍ବନିମ୍ନ ୭…

ଖୁବଶୀଘ୍ର ୧୧ ଅଙ୍କ ବିଶିଷ୍ଟ ହେବ ମୋବାଇଲ ନମ୍ବର !

ନୂଆଦିଲ୍ଲୀ: ବର୍ତ୍ତମାନ ଆମେ ବ୍ୟବହାର କରୁଥିବା ମୋବାଇଲ ନମ୍ବର ୧୦ ଅଙ୍କ ବିଶିଷ୍ଟ ଅଟେ । ଆଗାମୀ ଦିନରେ ଏହା ୧୧ ଅଙ୍କ ବିଶିଷ୍ଟ ହୋଇପାରେ ବୋଲି ସୂଚନା ମିଳିଛି । ଆଗକୁ ଦେଶରେ ମୋବାଇଲ ଟେଲିଫୋନ୍ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଟେଲି…