Latest Odisha News

BREAKING NEWS

Browsing Category

ବାଣିଜ୍ୟ

ରାଜ୍ୟର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ପ୍ରସ୍ତୁତ ହେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ବାୟୋଡିଜେଲ ଉତ୍ପାଦନ କରିବା ପାଇଁ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇନ୍ଟ୍ରେଷ୍ଟ୍(ଇଓଆଇ) ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ଲିଖିତ…

ଭାରତରେ ଲଞ୍ଚ ହେଲା ଗୁଗୁଲ ନେଷ୍ଟ ମିନି ସ୍ମାର୍ଟ ସ୍ପିକର

ଭୁବନେଶ୍ୱର: ସ୍ମାର୍ଟ ସ୍ପିକର କ୍ଷେତ୍ରରେ ଆମାଜନ ଇକୋ ଡଟ କୁ ମାତ ଦେବାପାଇଁ ଗୁଗୁଲ ଲଞ୍ଚ କଲା ତାର ନୂଆ ସ୍ମାର୍ଟ ସ୍ପିକର ଗୁଗୁଲ ନେଷ୍ଟ ମିନି ଲଞ୍ଚ କରିଛି । ପୂର୍ବ ମାସରେ ନ୍ୟୁୟର୍କ ରେ ଗୁଗୁଲ ପିକ୍ସେଲ ୪ ସହିତ ଗୁଗୁଲ ମିନି ଲଂଚକରିଥିଲା । ସ୍ମାର୍ଟ ସ୍ପିକର ଶ୍ରେଣୀର ସ୍ପିକର ୨୦୧୭…

ଜାନୁଆରୀ ୧ରୁ ମହଙ୍ଗା ହେବ ଫ୍ରିଜ୍ ଓ ଏସି…

ଭୁବନେଶ୍ୱର: ଫ୍ରିଜ ଓ ଏସି ଇତ୍ୟାଦି କିଣିବାକୁ ଚାହୁଁଥିବା ଉପଭୋକ୍ତା ଏକ ଜାନୁଆରୀ ପୂର୍ବରୁ କିଣିଦିଅନ୍ତୁ | କାରଣ ୧ ଜାନୁଆରୀ ୨୦୨୦ ରୁ ପକେଟରୁ ଅଧିକା ୬୦୦୦ ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିପାରେ | ଜାନୁଆରୀରୁ ବ୍ୟୁରୋ ଅଫ ଏନର୍ଜି (ବି.ଇ.ଇ) ପାଞ୍ଚ ତାରକା ମାନଙ୍କ ଲାଗୁକରିବାକୁ…

ଫେସବୁକ ଲଞ୍ଚ କଲା ‘ହ୍ବେଲ୍’ ଆପ୍ସ, ସହଜରେ ତିଆରି କରିପାରିବେ ମେମେସ୍

ଭୁବନେଶ୍ୱର : ବିଶ୍ୱର ସବୁଠୁ ଲୋକପ୍ରିୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ଲଞ୍ଚ କରିଛି ନୂଆ ଆପ୍ସ | ଏହି ଆପ୍ସ ଫେସବୁକ ଓ 'ନିୟୁ ପ୍ରଡ଼କ୍ଟ ଏକ୍ସପେରିମେଂଟ (ଏନ.ପି.ଆଇ)' ଟିମ୍ ମିଳିତ ଭାବେ ତିଆରି କରିଛନ୍ତି | ସୋସିଆଲ ମିଡ଼ିଆ ଫେସବୁକରେ ବିଭିନ୍ନ ବିଷୟକୁ ନେଇ ମେମେସ ତିଆରିକରିବା…

କଲ୍ ଦର ବଢିବା ପୂର୍ବରୁ କରିନିଅନ୍ତୁ ଏହିସବୁ କାମ…

ଭୁବନେଶ୍ୱର: ଶସ୍ତା ଦରରେ ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନରେ ପ୍ରତିଯୋଗିତା ପାଇଁ ଭାରତୀୟ ଟେଲିକମ୍ ବଜାର ବହୁତ କ୍ଷତି ସହିବାକୁ ପଡୁଛି । ଏହି କ୍ଷତିକୁ ଭରଣା ପାଇଁ ନିକଟରେ ଜିଓ, ଭୋଡାଫୋନ-ଆଇଡିଆ ଓ ବିଏସଏନଲ ଭଳି ବଡ଼ବଡ଼ ଟେଲିକମ୍ କମ୍ପାନୀ ଆସନ୍ତା ଏକ ଡିସେମ୍ବରରୁ ନିଜର ସବୁ ପ୍ଲାନର ଦର…

ମାତ୍ର ୧୭ ମିନିଟରେ ଚାର୍ଜ ହେବ ୪୦୦୦ ଏମଏଏଚ ବ୍ୟାଟେରୀ !

ଭୁବନେଶ୍ୱର: ପ୍ରମୁଖଃ ଚାଇନିଜ ମୋବାଇଲ କମ୍ପାନୀ ସାଓମି ଦାବିକରିଛି ଯେ ମାତ୍ର ୧୭ ମିନିଟରେ ଚାର୍ଜ ହେବ ୪୦୦୦ଏମଏଏଚ ବ୍ୟାଟେରୀ । କମ୍ପାନୀ ଆଣିବ ୧୦୦ ୱାଟ ଫାଷ୍ଟ ଚାରଜିଙ୍ଗ। ବର୍ତ୍ତମାନ ଏହା ବଜାରକୁ ଆସିନି, ଏହା ୨୦୨୦ ମଧ୍ୟ ସୁଦ୍ଧା ଆସିବାର ସମ୍ଭାବନା ଅଛି ବୋଲି ଗଣମାଧ୍ୟମରୁ ସୂଚନା…

ବିଶ୍ୱର ପ୍ରଥମ ୫ଜି ସଂଯୁକ୍ତ ଟାୟାର; ନିମିଷକରେ ଦେବ ସଡ଼କର ସମସ୍ତ ସୂଚନା !

ଭୁବନେଶ୍ୱର: ଯୁଗ ବଦଳି ଚାଲିଛି ତା ସହ ତାଳଦେଇ ବିଜ୍ଞାନ ଓ କାରିଗରୀ ବି ବଦଳିଚାଲିଛି l ମୋବାଇଲ ହେଉ କି ଗାଡି ସବୁଥିରେ ମଣିଷ ନୂଆ ନୂଆ ଜ୍ଞାନକୌଶଳ ଯୋଡିବାରେ ଲାଗିଛି l ଗାଡି ଚାଲିବା ପାଇଁ ଚକର ଆବଶ୍ୟକତା ଅଛି l ହେଲେ ଗାଡିର ଚକ ଗାଡିକୁ ରାସ୍ତା ଘାଟର ସବୁ ସୂଚନା ଇଣ୍ଟରନେଟ ମାଧ୍ୟମରେ…

ଜିଓ ପରେ ଅନ୍ୟ କେଉଁସବୁ କମ୍ପାନୀର ସେବା ହେଲା ମହଙ୍ଗା, ଜାଣନ୍ତୁ

ନୂଆଦିଲ୍ଲୀ: କିଛିଦିନ ତଳେ ଟେଲିକମ ସଂସ୍ଥା ଜିଓ ଏହାର ସେବାରେ ହଠାତ ପରିବର୍ତ୍ତନ ଆଣି ଚମକେଇ ଦେଇଥିଲା ଏହାପରେ ଏବେ ଏୟାରଟେଲ ଓ ଭୋଡାଫୋନ-ଆଇଡିଆ ଟେରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି । ଭୋଡାଫୋନ-ଆଇଡିଆ ଓ  ଏୟାରଟେଲ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ…

ଉଦଘାଟିତ ହେଲା ଐତିହାସିକ ବାଲିଯାତ୍ରା ମହୋତ୍ସବ

କଟକ: ପ୍ରାଚୀନ ଉତ୍କଳୀୟ ବାଣିଜ୍ୟ ପରମ୍ପରାର ସ୍ମୃତିବହନ କରୁଥିବା ଐତିହାସିକ ବାଲିଯାତ୍ରା ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ଐତିହ୍ୟ ସମ୍ପନ୍ନ ବାଲିଯାତ୍ରା ଉତ୍ସବକୁ ଉଦଘାଟନ କରିଛନ୍ତି । କଟକ ମହାନଦୀକୂଳର…

କଟକର ଐତିହାସିକ ବାଲିଯାତ୍ରାରେ ଏହା ଆପଣଙ୍କୁ ଆକର୍ଷିତ କରିପାରେ, କ’ଣ ତାହା ଜାଣନ୍ତୁ…

କଟକ: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ତଥା ପ୍ରାଚୀନ କଳିଙ୍ଗ ରାଜ୍ୟର ଐତିହ୍ୟକୁ ସ୍ମୃତିଚାରଣ କରିଥାଏ ଐତିହାସିକ ବାଲିଯାତ୍ରା । ଉତ୍କଳଦେଶର ଓଡ଼ିଆ ସାଧବପୁଅମାନେ ପ୍ରାଚୀନ କାଳରେ ଏବେକାର ଇଣ୍ଡୋନେସିଆ ବା ବାଲିଦ୍ୱୀପକୁ ବୋଇତ ନେଇ ଯାଉଥିଲେ ବାଜିଜ୍ୟ କାରବାର କରିବାକୁ । ପବିତ୍ର…