Latest Odisha News

BREAKING NEWS

Browsing Category

ବାଣିଜ୍ୟ

PNBରେ ବାହାରିଲା ବମ୍ପର ନିଯୁକ୍ତି, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ରେ ବାହାରିଲା ବମ୍ପର ନିଯୁକ୍ତି। ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି ବ୍ୟାଙ୍କ। ଏଥିପାଇଁ ପଞ୍ଜୀକରଣ ପ୍ରକ୍ରିୟା ୭ ଫେବୃଆରୀ ୨୦୨୪ରୁ ଆରମ୍ଭ ହେବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ pnbindia.in ର ଅଫିସିଆଲ୍…

୧୫୦ ଥର ଖାରଜ ହେବା ପରେ ୬୪୦୦୦ କୋଟି ଟଙ୍କାର କମ୍ପାନୀ ଛିଡ଼ା କଲେ ଏହି ଯୁବକ, ଜାଣନ୍ତୁ ତାଙ୍କର ସଫଳତାର ଯାତ୍ରା

ନୂଆଦିଲ୍ଲୀ: ସଂଘର୍ଷରେ ରହିଛି ସଫଳତାର ରହସ୍ୟ। ଏହା କହିବା ଅତ୍ୟନ୍ତ ସହଜ, କିନ୍ତୁ ଏହାକୁ ପ୍ରମାଣ କରିବାକୁ ତମାମ ଜୀବନ ଲାଗିଯାଇଥାଏ। ହର୍ଷ ଜୈନଙ୍କ ସହ ସମାନ ଘଟଣା ଘଟିଥିଲା। ସେ ଏକ ଧାରଣା ଉପରେ ଆଧାର କରି ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରିଥିଲେ, କିନ୍ତୁ ଏହାକୁ ଆରମ୍ଭ କରିବା ପାଇଁ…

୧୦୦ ଟଙ୍କା ଆୟ ପାଇଁ କେତେ ଟଙ୍କା ଖର୍ଚ୍ଚ କରେ ରେଳ ବିଭାଗ, ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ। ପ୍ରତିଦିନ ଭାରତରେ ଟ୍ରେନ୍ ଯୋଗେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରୁଛନ୍ତି। ଆମ ଦେଶରେ ପ୍ରତ୍ୟେକ ସବୁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଏଭଳି ସ୍ଥିତିକୁ ଦେଖି ରେଳ ବିଭାଗ ଅଧିକ ଲାଭ କମାଉଥାଇପାରେ…

ଏହି ସ୍କିମରେ କରନ୍ତୁ ନିବେଶ, ମିଳିବ ବଡ ଫାଇଦା

ନୂଆଦିଲ୍ଲୀ: ଆଜିକାଲି ଯୁବଗୋଷ୍ଠୀଙ୍କ ପାଇଁ ସଞ୍ଚୟ କରିବା ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଆୟ ଠାରୁ ଅଧିକ ମାତ୍ରାରେ ଖର୍ଚ୍ଚ ହେଉଥିବା କାରଣରୁ ସଞ୍ଚୟ ଶୂନ ହୋଇଯାଇଥାଏ। ଯଦିଓ ଆଜିଠାରୁ ସଠିକ ଢଙ୍ଗରେ ଯୋଜନା କରାଯାଏ ତେବେ ଭବିଷ୍ୟତ ପାଇଁ ଆପଣ ସଞ୍ଚୟ କରିପାରିବେ। ଆପଣଙ୍କୁ ବର୍ତ୍ତମାନ…

ରଦ୍ଦ ହୋଇପାରେ ପେଟିଏମର ଲାଇସେନ୍ସ, RBI ଦେଲା ଏହି ବଡ଼ କାରଣ

ନୂଆଦିଲ୍ଲୀ: ଅନଲାଇନ୍ ପେମେଣ୍ଟ ଆପ୍ ପେଟିଏମ୍ ର ସମସ୍ୟା ଦିନ କୁ ଦିନ ବଢିବାରେ ଲାଗିଛି। ୨ ଦିନ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ କ୍ରେଡିଟ୍ କାରବାର ଏବଂ କୌଣସି ପ୍ରକାର ଜମା ନେବାକୁ ବାରଣ କରିଛି। ଏଥି ସହିତ, ଜମାକାରୀଙ୍କ ଅର୍ଥକୁ…

ସେୟାର ବଜାରରେ ପେଟିଏମ ଚିନ୍ତା 

ନୂଆଦିଲ୍ଲୀ :ଏବେ ସେୟାର ବଜାରରେ ଅନଲାଇନ୍ ପେମେଣ୍ଟ ସେବା ପ୍ରଦାନ କରୁଥିବା କମ୍ପାନୀ ପେଟିଏମକୁ ନେଇ ଚିନ୍ତା କରୁଛନ୍ତି ନିବେଶକ। ଲଗାତାର ପେଟିଏମର ସଙ୍କଟ ବଢ଼ି ବଢ଼ି ଯାଉଛି। ଗୁରୁବାର ଦିନ କମ୍ପାନୀର ସେୟାରରେ ୨୦% ହ୍ରାସ ପାଇଥିଲା। କମ୍ପାନୀର ବ୍ୟାଙ୍କିଙ୍ଗ ସେବା ଉପରେ ଆରବିଆଇର କଟକଣା…

ଅନ୍ତରୀଣ ବଜେଟରେ ଓଡ଼ିଶାର ରେଳବାଇକୁ ମିଳିଲା ୧୦ ହଜାର ୫୩୬ କୋଟି ଟଙ୍କା, ପାଇପ୍ ଲାଇନରେ ରହିଛି ଅଧିକ ପ୍ରକଳ୍ପ

ଭୁବନେଶ୍ବର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷପାଇଁ ଅନ୍ତରୀଣ ବଜେଟରେ ଓଡ଼ିଶାରେ ରେଳବାଇର ବିକାଶ ପାଇଁ ୧୦,୫୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ରେଳବାଇ ପାଇଁ ଗତ ତିନି ବର୍ଷ…

ଅନ୍ତରୀଣ ବଜେଟ: ୨ କୋଟି ନୂଆ ଘର ମିଳିବ, ଆୟୁଷ୍ମାନ ଭାରତ ଯୋଜନାରେ ଯୋଡ଼ି ହେବେ ଏହିମାନେ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ କୋଭିଡ୍ ମହାମାରୀ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ କୋଟି ଘର ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ୨ କୋଟି ନୂଆ ଘର ମଧ୍ୟ ଦିଆଯିବ। ବଢୁଥିବା ଜନସଂଖ୍ୟା ଏବଂ…

ଇନକମ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ସେ ବ୍ୟକ୍ତି ବିଶେଷ ଏବଂ କର୍ପୋରେଟ୍ ମାନଙ୍କ ପାଇଁ ପ୍ରଚଳିତ ଟିକସ ହାର ଏବଂ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି। ମନ୍ତ୍ରୀ…

ମୋଦୀ ସରକାର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖାରୁ ବାହାରକୁ ଆଣିଛନ୍ତି: ସୀତାରମଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଭାରତ ରେ ପରିଣତ କରିବା ଲକ୍ଷ୍ୟ ଉପରେ ଆମେ କାର୍ଯ୍ୟ କରୁଛୁ। ପୂର୍ବରୁ ସାମାଜିକ ନ୍ୟାୟ ଏକ ରାଜନୈତିକ କୌଶଳ ଥିଲା, କିନ୍ତୁ ଆମେ ଏହାକୁ ଗମ୍ଭୀରତାର…