Latest Odisha News

BREAKING NEWS

Browsing Category

ବାଣିଜ୍ୟ

୬.୫ ପ୍ରତିଶତ ସହ ରେପୋରେଟ୍‌ ବଳବତ୍ତର ରଖିଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ୍(ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ରେପୋରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଘୋଷଣା କରିଛି ଆରବିଆଇ। ମନିଟାରୀ ପଲିସି କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ…

ଆଜିଠୁ ତିନି ଦିନିଆ ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି କମିଟି ବୈଠକ

ନୂଆଦିଲ୍ଲୀ: ବଦିଳବ କି ରେପୋରେଟ ? ଏନେଇ ଆଜିଠାରୁ ଭାରତୀୟ ରିଜର୍ଭ ବ୍ଯାଙ୍କ ପକ୍ଷରୁ ବସିବ ତିନି ଦିନିଆ ମନିଟାରୀ ପଲିସି କମିଟି ବା ଏମପିସି ବୈଠକ। ଗତ ୨୦୨୩ ଫେବ୍ରୁଆରୀରୁ ଲଗାତାର ୮ ଥର ରେପୋରେଟେ ଅପରିବର୍ତ୍ତିତ ରହିଆସିଛି। ତେବେ ଆଜିଠାରୁ ରେପୋରେଟ ଓ ରିଭର୍ସ ରେପୋରେଟ ନେଇ ଏମପିସି…

ପଣ୍ୟ କାରବାରରେ ପୁଣି ରେକର୍ଡ ଭାଙ୍ଗିଲା ପାରାଦ୍ୱୀପ ବନ୍ଦର

ପାରାଦୀପ: ପାରାଦୀପ ବନ୍ଦରରେ ରେକର୍ଡ ଭାଙ୍ଗିଲା ପଣ୍ୟ କାରବାର। ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ରେକର୍ଡ କଲା ପାରାଦ୍ୱୀପ ବନ୍ଦର। ଚଳିତବର୍ଷ ପ୍ରଥମ ୪ ମାସରେ ୫୦.୧୬ ନିୟୁତ ଟନ୍ ପଣ୍ୟ କାରବାର ହୋଇଥିବା ସୂଚନା ରହିଛି। ଚଳିତ ବର୍ଷ ୧୨୨ ଦିନରେ ୫୦.୧୬ ନିୟୁତ ଟନ…

ଆୟକର ଭରିନାହାନ୍ତି କି? ସାବଧାନ!

ଭୁବନେଶ୍ବର: ଜୁଲାଇ ୩୧, ୨୦୨୪ ହେଉଛି ଆୟକର ଦାଖଲ କରିବାର ଶେଷ ଦିନ । ଧାର୍ଯ୍ୟ ସମୟ ମଧ୍ୟରେ  ଆଇଟିଆର ଫାଇଲ୍ ନ କଲେ କରଦାତାଙ୍କୁ ସହିବାକୁ ପଡିବ ବିପୁଳ ଆର୍ଥିକ କ୍ଷତି । ମୋଟା ପରିମାଣରେ ଜୋରିମାନା ଦେବାକୁ ପଡିବ । ଗତବର୍ଷ ପରି ଏଥର ମଧ୍ୟ ଆଉ ଆୟକର ଦାଖଲ ସମୟସୀମା ବଢାଇ ନପାରନ୍ତି ସରକାର…

ଅଗଷ୍ଟ ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି !

ନୂଆଦିଲ୍ଲୀ: ଅଗଷ୍ଟ ମାସ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ସାରା ଦେଶରେ ଅନେକ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ। ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଅପରପକ୍ଷେ ଏହି ମାସରେ ରକ୍ଷାବନ୍ଧନ ମଧ୍ୟ ରହିଛି । ଅଗଷ୍ଟ ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ…

କେନ୍ଦ୍ର ବଜେଟ୍: ଆରମ୍ଭ ହେଲା ପାରମ୍ପରିକ ହାଲୱା ସମାରୋହ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୪-୨୫ ପାଇଁ ପ୍ରସ୍ତୁତି ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟରେ ମଙ୍ଗଳବାର ନୂଆଦିଲ୍ଲୀରେ ହଲୱା ସମାରୋହ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ଉପସ୍ଥିତିରେ…

ଲୋନ୍ ନେଇଛନ୍ତି କି? ଭଲ କରନ୍ତୁ କ୍ରେଡିଟ ସ୍କୋର

ନୂଆଦିଲ୍ଲୀ: ଆଜିକାଲି ସବୁ ଆୟ ବର୍ଗର ଲୋକ କୌଣସି ନା କୌଣସି କାମ ପାଇଁ ଋଣ ଆବଶ୍ୟକ କରନ୍ତି । ସମସ୍ତେ କିଛି ନା କିଛି ଋଣ କରିଥାଆନ୍ତି । ପିଲାଙ୍କ ପଢାପଢି ଖର୍ଚ୍ଚ , ଘର ନିର୍ମାଣ, କାର କିଣା, ନୂଆ ବ୍ୟବସାୟ ବା ଅନ୍ୟ କିଛି କରିବା ପାଇଁ ଦରକାର ପଡିଥାଏ ମୋଟା ପରିମାଣର ପୁଂଜି । ଏହି ପୁଂଜି…

ପ୍ଲାଟଫର୍ମ ଟିକେଟ ସମେତ ଏହି ରେଲଓ୍ବେ ସୁବିଧା ଉପରେ ଜିଏସଟି ଲାଗୁ ହେବ ନାହିଁ

ନୂଆଦିଲ୍ଲୀ: ଜିଏସଟି କାଉନସିଲର ୫୩ତମ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଛନ୍ତି । ଏଥିରେ ସେ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଉଥିବା ସେବାକୁ ଜିଏସଟିରୁ ଛାଡ ଘୋଷଣା କରିଛନ୍ତି। ଭାରତୀୟ ରେଳବାଇର ପ୍ଲାଟଫର୍ମ ଟିକେଟ, ରିଟାୟରିଂ ରୁମ୍,…

ନିର୍ବାଚନ ପରେ ଟମାଟୋ ଦର ବୃଦ୍ଧି: ଅନେକ ରାଜ୍ୟରେ ୫୦ରୁ ଅଧିକ, ଗୋଟିଏ ସ୍ଥାନରେ ଶତକ ପାର୍

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି। ରାଜ୍ୟ ହେଉ ଅବା କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଅନେକ ନେତା ଯେପରି ମନ୍ତ୍ରୀ ହେଲା ପରେ ଭାଉ ବଢିଛି। ସେହିପରି ଯେଉଁ ସମୟରେ ପରିବା ଦର କମ୍ ହେବା କଥା ସେହି ସମୟରେ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଏହି…

ଅପରିବର୍ତ୍ତିତ ରହିଛି ରେପୋରେଟ: ଆଜି ଘୋଷଣା ହେବ ଆରବିଆଇ ମୁଦ୍ରାନୀତି

ନୂଆଦିଲ୍ଲୀ: ଗୁରୁବାର ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ଏହାର ସୁଧ ହାର ହ୍ରାସ କରିଛି। ତେବେ ନୂଆ ମୁଦ୍ରାନୀତିରେ ସୁଧ ହାର ହ୍ରାସ କରିବା ସମ୍ଭାବନା ନାହିଁ ବୋଲି ସୂଚନା ମିଳିଛି। ଲୋକସଭା ନିର୍ବାଚନ ପରେ ପ୍ରଥମ ମୁଦ୍ରାନୀତି ଘୋଷଣା ଉପରେ ରହିଛି ସମସ୍ତଙ୍କ ନଜର। ତେବେ ଆଜି ଘୋଷଣା ହୋଇପାରେ…