Latest Odisha News

BREAKING NEWS

Browsing Category

ବାଣିଜ୍ୟ

ମୋଦିଙ୍କ ମନ୍ତ୍ର ‘ସ୍ଥାନୀୟ ହିଁ ଗୁରୁତ୍ୱପୂର୍ଣ୍ଣ’, ଲୋକାଲ ବ୍ରାଣ୍ଡ୍‌କୁ ଗ୍ଲୋବାଲ କରିବା ପାଇଁ ଦେଲେ ଆହ୍ୱାନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଓ ଲକ୍ ଡାଉନ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସ୍ଥାନୀୟ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । କରୋନା ବିପର୍ଯ୍ୟୟ ସମୟ ଆମକୁ ଏହି ଶିକ୍ଷା ଦେଇଛି ବୋଲି ସେ କହିଛନ୍ତି । ସ୍ଥାନୀୟ ଦୋକାନଠୁ ଆରମ୍ଭ କରି ସ୍ଥାନୀୟ…

ଜିଓ ସହ ଓଡିଶାରୁ ଯୋଡି ହେଲେ ୨.୮ ଲକ୍ଷରୁ ଅଧିକ ଗ୍ରାହକ: ଟ୍ରାଇ

ଭୁବନେଶ୍ୱର: ଓଡିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ଦଖଲ କରିଥିବା ରିଲାଏନ୍ସ ଜିଓ ରାଜ୍ୟରେ ମୋବାଇଲ୍ ବଜାରରେ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୂଦୃଢ କରି ଜାନୁଆରୀ ମାସରେ ୨.୮ ଲକ୍ଷରୁ ଅଧିକ ଗ୍ରାହକ ଯୋଡିଥିବା ଭାରତୀୟ ଟେଲିକମ୍ ନିୟାମକ…

ବ୍ୟାଙ୍କ ଅଫ୍ ଆମେରିକା ୪ଟି ବ୍ୟାଙ୍କକୁ ଡାଉନଗ୍ରେଡ୍ କରିଛି, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ଆମେରିକା ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ, ଆଇସିଆଇସିଆଇ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କର ରେଟିଂ ହ୍ରାସ କରିଛି। ବ୍ୟାଙ୍କ ଅଫ୍ ଆମେରିକା ବିଶ୍ୱାସ କରେ ଯେ ୨୦୨୦ ଶେଷ ସୁଦ୍ଧା ଏହି ବ୍ୟାଙ୍କଗୁଡିକ ଏକ ବୃହତ ଏନପିଏ କିମ୍ବା ୠଣ ସଙ୍କଟର ସମ୍ମୁଖୀନ…

ଲକଡାଉନ ସମୟରେ ମଦ ନେଇ ଘରେ ପହଞ୍ଚାଇବ ଜୋମାଟୋ !

ଦିଲ୍ଲୀ: ଦେଶବ୍ୟାପୀ କରୋନାଭାଇରସ୍ ଯୋଗୁଁ ଲକଡାଉନ ସମୟରେ ମଦ ହୋମ ଡିଲିଭରି କରିବାକୁ ଇଚ୍ଛା ପ୍ରକଟ କରିଛି ଅନଲାଇନ ଫୁଡ଼ ଡେଲିଭରି ସଂସ୍ଥ ଜୋମାଟୋ । ଏନେଇ ଜୋମାଟୋର ଫୁଡ଼ ଡିଲିଭରି ସିଇଓ ମୋହିତ ଗୁପ୍ତା ଇଣ୍ଟରନ୍ୟାସନାଲ ସ୍ପିରିଟ୍ସ ଆଣ୍ଡ ୱାଇନ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ କୁ ଏକ…

୧୦୦୦ରୁ ଊର୍ଦ୍ଧ୍ୱ ଆମେରିକୀୟ କମ୍ପାନୀ ଚୀନ ଛାଡି ଭାରତରେ ବ୍ୟବସାୟ କରିବେ !

ନୂଆଦିଲ୍ଲୀ:କରୋନା ଭାଇରସ ନେଇ ସାରା ବିଶ୍ୱରେ ଚୀନ ପ୍ରତି ଅବିଶ୍ୱାସ ଭାବ ସୃଷ୍ଟି ହୋଇଛି । ପରୋକ୍ଷରେ ଭାରତ ପାଇଁ ଏହା ବରଦାନ ସାବ୍ୟସ୍ତ ହେବାକୁ ଯାଉଛି । ରିପୋର୍ଟ ମୁତାବକ ୧୦୦୦ରୁ ଊର୍ଦ୍ଧ୍ୱ କମ୍ପାନୀ ଚୀନ ଛାଡି ଭାରତରେ ବ୍ୟବସାୟ କରିବା ପାଇଁ ଯୋଜନା କରୁଛନ୍ତି । ଭାରତ ସରକାର ମଧ୍ୟ…

ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶବ୍ୟାପି ବଳବତ୍ତର ରହିଛି ଲକଡାଉନ । ଏହାମଧ୍ୟରେ ରାଜସ୍ୱ ବୃଦ୍ଧି ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କ ବଢାଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲ ଉପରେ ୧୦ ଟଙ୍କା ଏବଂ ଡିଜେଲ ଉପରେ ୧୩ ଟଙ୍କା ଏକ୍ସାଇଜ୍ ଡ୍ୟୁଟି…

ଜିଓ ପ୍ଲାଟଫର୍ମରେ ୫,୬୫୫.୭୫ କୋଟି ଟଙ୍କା ପୁଞ୍ଜିନିବେଶ କରିବ ‘ସିଲଭର ଲେକ୍‌’

ମୁମ୍ବାଇ/ଭୁବନେଶ୍ୱର:ପ୍ରାଇଭେଟ୍ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଜିଓ ପ୍ଲାଟଫର୍ମ ଲିମିଟେଡ୍‌ରେ ୫,୬୫୫.୭୫ କୋଟି ଟଙ୍କା ବିନିଯୋଗ କରିବା ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଜିଓ ପ୍ଲାଟଫର୍ମ ଲିମିଟେଡ୍ ପକ୍ଷରୁ  ଘୋଷଣା କରାଯାଇଛି । ଏହି ବିନିଯୋଗ ଜିଓ ପ୍ଲାଟଫର୍ମସ୍‌ର ମୋଟ…

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର; କେତେ ରହିଛି ଦାମ ଜାଣନ୍ତୁ

ନୂଆଦିଲ୍ଲୀ: ଲକଡାଉନରେ ଆପଣଙ୍କ ପାଇଁ ଏକ ବଡ଼ ଖବର ଆସିଛି | ରୋଷେଇ ଘରେ ବ୍ୟବହୃତ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ବ୍ୟାପକ ହ୍ରାସ ଘଟିଛି। ବର୍ତ୍ତମାନ ଆପଣ ଲକଡାଉନ୍ ମଧ୍ୟରେ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବେ | ତୈଳ କମ୍ପାନୀଗୁଡିକ ସାଧାରଣ ଲୋକଙ୍କୁ ବହୁତ ଖୁସି ଖବର ଦେଇଛନ୍ତି | ତୈଳ…

କରୋନା ପ୍ରଭାବ: ଏପ୍ରିଲ ମାସରେ ଗୋଟିଏ ବି କାର ବିକ୍ରି କରିନି ମାରୁତି ସୁଜୁକି

ନୂଆଦିଲ୍ଲୀ: ଗତ ଏକ ମାସ ସାରା ଦେଶରେ କୋରାନା ଭାଇରସ୍ ହେତୁ ଲକଡାଉନ ହୋଇଛି, ତେଣୁ ସମସ୍ତ ବଡ ବଡ କମ୍ପାନୀଗୁଡିକ ତାଲା ପଡିଛନ୍ତି | ତେଣୁ ଦେଶର ଅଟୋ ସେକ୍ଟର ମଧ୍ୟ ବହୁତ ଖରାପ ପର୍ଯ୍ୟାୟରେ ଗତି କରୁଛି | ସମ୍ପ୍ରତି, ଅନେକ କମ୍ପାନୀ ସେମାନଙ୍କର ଏପ୍ରିଲ୍ ବିକ୍ରୟ ସଂଖ୍ୟା ପ୍ରକାଶ କରିବା…

ପ୍ରବାସୀ ଶ୍ରମିକ ସମସ୍ୟାର ପରିଚାଳନା ଏକ ଆହ୍ୱାନ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ କୋଭିଡ-୧୯ର ମୁକାବିଲା ଲାଗି କେନ୍ଦ୍ର ସରକାର ଯାତାୟତ ଉପରେ ୪୦ଦିନ ଲାଗି ସମ୍ପୂର୍ଣ୍ଣ ନିଷେଧାଦେଶ ଜାରିକରିବା ଯୋଗୁ ଦେଶ ଭିତରେ କାମକରୁଥିବା ବିଭିନ୍ନ ରାଜ୍ୟର ଶ୍ରମିକ କାର୍ଯ୍ୟ ହରାଇ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଉପାୟଶୂନ୍ୟ ହୋଇ ଅଟକି…