Latest Odisha News

BREAKING NEWS

Browsing Category

ବାଣିଜ୍ୟ

ତିନି ପିଏସୟୁ ସାଧାରଣ ବୀମା କମ୍ପାନୀରେ ୨୫୦୦କୋଟି ପୁଞ୍ଜି ଲଗାଇବେ ସରକାର !

ନୂଆଦିଲ୍ଲୀ: ସରକାର ତିନି ପିଏସୟୁ ସାଧାରଣ ବୀମା କମ୍ପାନୀରେ ୨୫୦୦କୋଟି ପୁଞ୍ଜି ଲଗାଇବା କୁ ସରକାର ନିଷ୍ପତ୍ତି ନେଇଛନ୍ତି | ଏହି ତିନି କମ୍ପାନୀ ହେଉଛନ୍ତି ଓରିଏଣ୍ଟାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ଼ (ଓଆଇସିଏଲ), ନେସନାଲ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ଼ (ଏନଆଇସିଏଲ) ଓ ୟୁନାଇଟେଡ଼…

ଓଡ଼ିଶାରେ ଷ୍ଟାର୍ଟଅପ୍ ବିକାଶ ଲାଗି ଏଚଡ଼ିଏଫସି, ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ସ୍ମାର୍ଟ ବ୍ୟାଙ୍କିଂ ମାଧ୍ୟମରେ ଷ୍ଟାର୍ଟଅପଗୁଡ଼ିକର ବିକାଶ ଲାଗି ବୁଧବାର ଦିନ ଓଡ଼ିଶା ସରକାର ଓ ଏଚଡ଼ିଏଫସି ବ୍ୟାଙ୍କ ଲିମିଟେଡ଼ ମଧ୍ୟରେ ଏକ ବୁଝାମଣା (ଏମଓୟୁ) ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ଷ୍ଟାର୍ଟଅପ୍ ପଲିସି…

ମହଙ୍ଗା ହେଲା ରନ୍ଧନ ଗ୍ୟାସ; କେଉଁ ସହରରେ କେତେ ରହିଛି ଦର, ଜାଣନ୍ତୁ

ନୂଆଦିଲ୍ଲୀ: ରୋଷେଇ ଘରେ ପୁଣି ମହଙ୍ଗା ମାଡ଼। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଗ୍ରାହକଙ୍କୁ ଝଟକା। ଅଣସବସିଡି ଏଲପିଜି ଗ୍ୟାସ ବା ରନ୍ଧନ ଗ୍ୟାସ ଦର ୧୪୫ ଟଙ୍କା ବୃଦ୍ଧି ହୋଇଛି । Prices of non-subsidised 14 kg Indane gas in metros, applicable from today: In Delhi…

ହ୍ରାସ ପାଇଲା ତୈଳ ଦର : କେଉଁଠି ରହିଛି କେତେ ମୂଲ୍ୟ ଜାଣନ୍ତୁ…

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରରେ ଗତ କିଛି ଦିନ ହେବ ହ୍ରାସ ପରିଲିଖିତ ହେଉଛି । ମଙ୍ଗଳବାର ଦିନ ପେଟ୍ରୋଲ ୧୬ ପଇସା ଏବଂ ଡିଜେଲ ୨୦ ପଇସା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିବାରୁ ପେଟ୍ରୋଲ ଓ ଡିଜେଲ ଦର କାମୁଥିବା କୁହାଯାଉଛି । ବିଶେଷଜ୍ଞଙ୍କ କହିବା…

ମିଶ୍ରଣ ପରେ ବଦଳିବନି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନାମ !

ନୂଆଦିଲ୍ଲୀ: ସାର୍ବଜନିକ କ୍ଷେତ୍ରର ଦୁଇ ପ୍ରମୁଖ ବ୍ୟାଙ୍କ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ (ଅବିସି) ଓ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ (ୟୁବିଆଇ) ସହିତ ମିଶ୍ରଣ ପରେ ବଦଳିବ ନାହିଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନାମ | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଟ୍ୱିଟ କରି ସ୍ପଷ୍ଟ କରିଛି। କିଛି…

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ଦେଲା ବଡ଼ ଝଟକା, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ , ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ ମିଆଦୀ ଜମା ବା ଫିକ୍ସଡ଼ ଡିପୋଜିଟ ସୁଧ ଦର କମ କରିଛି | ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରିଟେଲ ଫିକ୍ସଡ ଡିପୋଜିଟ ଦର ୧୦-୫୦ ଆଧାର ଅଙ୍କ କମ କରିଛି | ଯାହା ବହୁ ଏଫଡି ଉପରେ ଏହା ୨୫-୫୦ ଆଧାର ଅଙ୍କ…

ଖୁବଶୀଘ୍ର ଭାରତରେ ଲଞ୍ଚ ହେବ ହ୍ଵାଟସଆପ୍ସ ପେ !

ନୂଆଦିଲ୍ଲୀ: ଫେସବୁକ ମାଲିକାନାରେ ଥିବା ମେସେଜିଙ୍ଗ ଆପ୍ସ ହ୍ଵାଟସଆପ୍ସ ଖୁବ ଶୀଘ୍ର ନିଜର ପେମେଣ୍ଟ ସର୍ଭିସକୁ ନେଇ ଛଅ ବର୍ଷରୁ ପ୍ରସ୍ତୁତି ଚଳାଇଥିଲା | ଏବେ ସୂଚନା ମିଳୁଛି ଯେ ଏହି ହ୍ଵାଟସଆପ୍ସ ପେ ଖୁବ ଶୀଘ୍ର ଭାରତରେ ଲଞ୍ଚ କରିବ | ହ୍ଵାଟସଆପ୍ସ ପେ ଭାରତର ପେମେଣ୍ଟ କର୍ପୋରେସନ ଅଫ…

ବଜାରକୁ ଆସୁଛି ନୂଆ ରେଡମୀ ୯ଏ, ରେଡମୀ ୯; ଜାଣନ୍ତୁ କ’ଣ ରହିଛି ଫିଚର୍ସ

ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ଶାଓମୀ ପୁଣିଥରେ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ନୂଆ ରେଡମୀ ୯ଏ ଓ ୯ ସ୍ମାର୍ଟଫୋନ୍ । କମ୍ପାନୀର ସୂଚନାନୁଯାୟୀ ଆସନ୍ତା ଫେବୃଆରୀ ୧୧ ତାରିଖରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରାଯିବ । ଏଥିସହିତ ରେଡମୀ ପାୱାର ବ୍ୟାଙ୍କ ମଧ୍ୟ ରହିଛି ।…

ରେଳ ବଜେଟ୍‌ରେ ଅନୁଦାନ କମିଛି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ରେଳ ବଜେଟ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରେଳ ବଜେଟ୍‌ରେ ଓଡ଼ିଶା ପାଇଁ ଅନୁଦାନ କମିଛି । ରେଳ ବଜେଟ୍ ନୈରାଶ୍ୟଜନକ । ଯେତିକି ମିଳିବା କଥା ସେତିକି ମିଳିନି ବୋଲି ସେ କହିଛନ୍ତି । ପୂର୍ବ ବର୍ଷଠାରୁ ଚଳିତ ବର୍ଷର ବଜେଟ୍…

ରେଳ ବଜେଟ୍‍ କମିବା ଚିନ୍ତାର କାରଣ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସବୁଠାରୁ କମ୍‍ ରେଲଲାଇନ୍‍ ଥିବାବେଳେ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଥିବା ଓଡିଶାକୁ ଚଳିତ ରେଳ ବଜେଟ୍‍ରେ ଅନୁଦାନ ପରିମାଣ ଗତବର୍ଷ ଅପେକ୍ଷା ହ୍ରାସ ପାଇଛି । ଏହା ଏବେ ଚିନ୍ତାର କାରଣ ବୋଲି ରେଳ ବଜେଟ୍‍ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେଡିର…