Latest Odisha News

BREAKING NEWS

Browsing Category

ବିଶେଷ

କୁକୁଡ଼ାର ଦାମ୍‌ ୧ଲକ୍ଷ ୬୨ ହଜାର ଟଙ୍କା

ବ୍ୟୁରୋ : ସମସ୍ତଙ୍କୁ ଚିକେନ୍‌ ଖାଇବାକୁ ପସନ୍ଦ ଥାଏ । ସେଥିପାଇଁ କୁକୁଡ଼ା ନାଁ ଶୁଣିଲେ ଲୋକଙ୍କ ପାଟିରୁ ଲାଳ ଗଡ଼େ । ଆଉ ଯଦି କୁକୁଡ଼ାକୁ ଭଲ ଭାବରେ ରନ୍ଧା ଯାଏ ତେବେ ଏହାକୁ ଖାଇବାର ଆନନ୍ଦ କିଛି ଅଧିକ ହୋଇଥାଏ। ଆପଣମାନେ ଭଲଭାବରେ ଜାଣିଥିବେ ଯେ କୁକୁଡ଼ା ଅନେକ ପ୍ରଜାତିର ଅଛନ୍ତି।…

ସାଣ୍ଡଓ୍ବିଚ୍‌ର ମୂଲ୍ୟ ୧୪ ହଜାର ଟଙ୍କା

ନୂଆଦିଲ୍ଲୀ: ଆପଣମାନେ ଜାଣିଥିବେ ସାଧାରଣତଃ ଲୋକଙ୍କର ଭିନ୍ନ ଭିନ୍ନ ପସନ୍ଦ ଥାଏ । କାହାକୁ ଫାଷ୍ଟଫୁଡ ପସନ୍ଦ ଥାଏ ତ ଆଉ କାହାକୁ ବିଭିନ୍ନ ଖାଦ୍ୟ ପସନ୍ଦ । ସେଥିମଧ୍ୟରୁ ଅନେକ ଲୋକ ସାଣ୍ଡଓ୍ବିଚ୍‌ ଖାଇବାକୁ ପସନ୍ଦ କରନ୍ତି । ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ସାଣ୍ଡଓ୍ବିଚ୍‌ ସବୁ ଲୋକେ…

ଏହି ମନ୍ଦିରକୁ ଜିନ୍ସ ପ୍ୟାଣ୍ଟ ଏବଂ ଟି-ଶର୍ଟ ମନା

ବ୍ୟୁରୋ : ଆପଣମାନେ ଜାଣିଥିବେ ଦୁନିଆରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି। ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି। ହେଲେ ଆମ ଦେଶରେ ଏମିତି ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ ଅନେକ ନୀତି ନିୟମ ମାନିବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର କେଉଁଠି…

ଜ୍ବାଇଁଙ୍କ ପାଇଁ ୧୭୩ ପ୍ରକାର ଖାଦ୍ୟ ତିଆରି କଲେ ଶାଶୂ

ଆନ୍ଧ୍ରପ୍ରଦେଶ : ଜ୍ୱାଇଙ୍କର ଆତିଥ୍ୟ ଏବଂ ସମ୍ମାନ ଭାରତୀୟ ପରିବାରରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପୂର୍ବ ହେଉ କି ପଶ୍ଚିମ କିମ୍ବା ଉତ୍ତର ହେଉ କି ଦକ୍ଷିଣ  । ଦେଶର ପ୍ରତ୍ୟେକ ସ୍ଥାନରେ ଶ୍ୱଶୁରଘରର ଲୋକମାନେ ସେମାନଙ୍କର ସାମର୍ଥ୍ୟଠାରୁ ଅଧିକ ଜ୍ବାଇଁର ଆତିଥ୍ୟ କରିବାକୁ ଚେଷ୍ଟା…

ହିନ୍ଦୁଙ୍କୁ ବିବାହ ପାଇଁ ଧର୍ମ ତ୍ୟାଗ କଲେ ମୁସଲମାନ ଯୁବତୀ

ଲକ୍ଷ୍ନୗେ:  ପ୍ରେମ , ଅଢେଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ଗୁଡିଏ ମହତ୍ତ୍ବ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ଜାଣା ପଡିନଥାଏ  । ସେଥିପାଇଁ ତ ପ୍ରେମକୁ ଅନ୍ଧବୋଲି କୁହାଯାଏ । ପ୍ରେମ ଦେଖେ ନାହିଁ ଜାତି କି ନୀତି  । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ ।…

ସାଇକେଲ ହ୍ୟାଣ୍ଡେଲ ଛାଡ଼ି ପତଲି କମରିଆଁ ଗୀତରେ ଡ୍ୟାନ୍ସ କଲେ ଯୁବତୀ….  

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଚାଲିଛି ରିଲ୍‌ସର ଟ୍ରେଣ୍ଡ । ସବୁବେଳେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ୟୁଜରଙ୍କ ପସନ୍ଦ ହେବା ସହ ଭିଡିଓଟିର ମଜା ଉଠାଉଛନ୍ତି । ଏମିତି ରିଲ୍‌ କରିଥାନ୍ତି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି…

ସ୍କିପିଂ ଖେଳି ବିଶ୍ବ ରେକର୍ଡ ହାତେଇଲା କୁକୁର

ଲୋକମାନେ ନିଜର ଦକ୍ଷତା ବଳରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ଆପଣମାନେ ବି ମଧ୍ୟ କେବେ ନା କେବେ ଏପରି ଅନେକ ଲୋକଙ୍କୁ ଦେଖିଥିବେ । ଯେଉଁମାନେ ନିଜର ପ୍ରତିଭା ସହିତ ବିଶ୍ୱରେ ରେକର୍ଡ ସୃଷ୍ଟି କରିଥାନ୍ତି। ହେଲେ ଏହା ବି ଜାଣିଥିବେ ମଣିଷ କ୍ଷେତ୍ରରେ ଏହା ସମ୍ଭବ ହୋଇଥାଏ। ହେଲେ ଆମେ…

ଜାନୁଆରୀ ୧୨ରେ କାହିଁକି ପାଳନ ହୁଏ ଜାତୀୟ ଯୁବ ଦିବସ..

ଆଜି ହେଉଛି ସ୍ବାମୀ ବିବେକାନନ୍ଦଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ  । ୧୯୮୪ରେ ଭାରତ ସରକାର ଏହି ଦିନକୁ ଜାତୀୟ ଯୁବ ଦିବସ ଭାବରେ ଘୋଷଣା କରିଥିଲେ  ।ଏବଂ ୧୯୮୫ ପରଠାରୁ ପ୍ରତିବର୍ଷ ଭାରତରେ ଏହି ଦିବସ ପାଳନ କରାଯାଉଛି। ୧୮୬୩ ମସିହା…

ଡାଇବେଟିସ୍ଠୁ ଦୁରେଇ ରହିବାର ସହଜ ଉପାୟ

ନୂଆଦିଲ୍ଲୀ: ଡାଇବେଟିସ୍‌ ହେବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି। ଏହି ରୋଗ ହେବା ଆରମ୍ଭରୁ ଶରୀରରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ମୁଖ୍ୟତଃ ରୋଗୀଙ୍କର ଆଖିରେ ଅଧିକ ସମସ୍ୟା ଦେଖା ଦେଇଥାଏ। ଏବଂ ଅଧିକ ମାତ୍ରାରେ ଡାଇବେଟିସ୍‌ ଥିବା ଲୋକଙ୍କ ଦୃଷ୍ଟିଶକ୍ତି ଶୀଘ୍ର ଦୁର୍ବଳ…

ଝିଅଟିର ଅଭିନବ ଷ୍ଟଣ୍ଟ, ସାଇକେଲିଂ ସହ କରୁଛନ୍ତି ସ୍କିପିଂ

ନୂଆଦିଲ୍ଲୀ : ଆଜିର ଯୁବପିଢ଼ିଙ୍କୁ ଘାରିଛି ସୋଶିଆଲ ମିଡିଆ ନିଶା । ନିଜ ଜୀବନକୁ ଖାତିର ନକରି ବିଭିନ୍ନ ପ୍ରକାର ଷ୍ଟଣ୍ଟ କରି ସୋଶିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥାଆନ୍ତି । ଯାହାକୁ ଦେଖିଲେ ଯେ କେହି ବି ଚକିତ ହେବାଟା ସ୍ୱାଭାବିକ । ତେବେ ଏପରି ଏକ ଷ୍ଟଣ୍ଟ ଭିଡିଓ ସୋସିଆଲ ମିଡିଆରେ…