Latest Odisha News
Browsing Category

ଦିଲ୍ଲୀ

Delhi

ଖୁବ୍ ଶୀଘ୍ର ହ୍ରାସ ହୋଇପାରେ ବାଇକ ଏବଂ ସ୍କୁଟରର ମୂଲ୍ୟ ! ସରକାରଙ୍କୁ ଫାଡାର ନିବେଦନ

ନୂଆଦିଲ୍ଲୀ: ଦୁଇ ଚକିଆ ଯାନରେ ଦ୍ରବ୍ୟ ଏବଂ ସେବା ଟିକସ ହାର ହ୍ରାସ କରିବାକୁ ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ ବା ଫାଡା ସରକାରଙ୍କୁ ନିବେଦନ କରିଛି । ଜିଏସଟି ହାରକୁ ୧୮ ପ୍ରତିଶତ ହ୍ରାସ କରିବାକୁ ଫାଡା ଦାବି କରିଛି  । କୋଭିଡ୍ ମହାମାରୀ ସମୟରେ ଅଟୋ ମୋବାଇଲ ସେକ୍ଟର…

ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ୍: ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ

ଦିଲ୍ଲୀ : ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ ୨୦୨୩  । ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି  । ଏହି ଆଇନ ଲାଗୁ ହେବା ଦ୍ବାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ବ ଅନେକ ମାତ୍ରାରେ ବଢିଯିବ  । ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ । ନୂଆ…

ଜି-୨୦ ସମ୍ମିଳନୀର ଆଜି ଅନ୍ତିମ ଦିନ : ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବିଶ୍ୱ ନେତା

ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ଆଜି ସକାଳ ୯ଟାରେ ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବିଶ୍ୱ ନେତା । ଦିନ ସାଢେ ୧୦ ଟାରେ ଭାରତ ମଣ୍ଡପମରେ ହେବ ତୃତୀୟ ବୈଠକ । ଆଜି ମଧ୍ୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ…

ଆଜିଠୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ : ଏଥରର ଥିମ୍ ‘ବସୁଧୈବ କୁଟୁମ୍ବକମ୍’

ଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ  । ଏଥିପାଇଁ ପୁରା ପ୍ରସ୍ତୁତ ରହିଛି ପ୍ରଗତି ମଇଦାନର ଆଇଟିପିଓ କନଭେନସନ୍ ସେଣ୍ଟର‌ ‘ଭାରତ ମଣ୍ଡପମ । ବିଶ୍ୱ ଦେଖିବ ଭାରତର ନେତୃତ୍ୱ । କାରଣ ଭାରତ ଅଧ୍ୟକ୍ଷତାରେ ୧୮ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବାକୁ…

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ : ଆଜି ହେବ ମୋଦି ବାଇଡେନ ଦ୍ବିପାକ୍ଷିକ ଆଲୋଚନା

ଦିଲ୍ଲୀ : ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ  । ଏ ନେଇ  ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକାରୁ ସେ ନିଜ ବିମାନରେ ବାହାରି ସାରିଛନ୍ତି । ଆଜି ସନ୍ଧ୍ୟା ୭ଟା ବେଳେ ସେ ଦିଲ୍ଲୀରେ ପହଞ୍ଚିବେ । ବାଇଡେନଙ୍କୁ ସ୍ବାଗତ ପାଇଁ ବିରାଟ…

ଜି-୨୦ ପୂର୍ବରୁ ଦିଲ୍ଲୀକୁ ଘାରିଛି ମାଙ୍କଡ ଭୟ, ଦିଲ୍ଲୀ ଗଳି କନ୍ଦିରେ ଲାଗିଲା ମାଙ୍କଡ କଟଆଉଟ୍

ନୂଆଦିଲ୍ଲୀ: ଜି-୨୦ ପାଇଁ ଉତ୍ସବମୁଖର ହୋଇଉଠିଛି ରାଜଧାନୀ ଦିଲ୍ଲୀ । ରାସ୍ତାଘାଟ ପରିଷ୍କାର କରାଯିବା ସହ ରଙ୍ଗବେରଙ୍ଗ ଆଲୋକ ମାଳାରେ ସୁସଜ୍ଜିତ ହେବା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । କିନ୍ତୁ ଏ ଉତ୍ସବ ଭିତରେ ରାଜଧାନୀରେ ଚିନ୍ତା ବଢ଼ାଉଛନ୍ତି ମାଙ୍କଡ଼ ପଲ ।…

ମାଲବୀୟ ମିଶନର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ: ୧୫ ଲକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ ଦକ୍ଷତା ବୃଦ୍ଧି…

ଦିଲ୍ଲୀ: ୧୫ ଲକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଦକ୍ଷତା ବଢିବ  । ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଦକ୍ଷତା ବିକାଶ ପାଇଁ ଗୁରୁ ଦିବସ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଦେଶବ୍ୟାପୀ…

୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ବ୍ଲେଡରେ ଓଠ କାଟିଲା ଅଭିଯୁକ୍ତ

ନୂଆଦିଲ୍ଲୀ: ସୀମା ଟପିଲା ପାଶବିକତା । ୮୫ ବର୍ଷୀୟା ବୃଦ୍ଧାଙ୍କୁ ବି ଛାଡିଲାନି ଯୌନ ପିପାସୁ ମଣିଷ । ଦିଲ୍ଲୀରେ ଜଣେ ୮୫ ବର୍ଷୀୟା ବୃଦ୍ଧ ମହିଳାଙ୍କୁ ଜଣେ ୨୮ ବର୍ଷୀୟ ଯୁବକ ଦୁଷ୍କର୍ମ କରିଛି । କେବଳ ସେତିକି ନୁହେଁ ବୃଦ୍ଧାଙ୍କୁ ଦୁଷ୍କର୍ମ କରିବା ପରେ ବ୍ଲେଡରେ ତାଙ୍କର ଓଠ କାଟି ଦେଇଥିବାର…

ଭୋଜପୁରୀ ଅଭିନେତ୍ରୀଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କଲେ ଅଭିନେତା

ନୂଆଦିଲ୍ଲୀ: ବିବାହ କଥା ଦେଇ ଭୋଜପୁରୀ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅଭିନେତା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଭୋଜପୁରୀ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ପ୍ରିୟାନ୍ସୁ ସିଂ। ସେ ତାଙ୍କ ସହ-କଳାକାର ତଥା ଘନିଷ୍ଠ ବନ୍ଧୁ ପୁନୀତ ସିଂଙ୍କ…

୪ ଲକ୍ଷ ଟଙ୍କା ବିନିମୟରେ ମେଟ୍ରୋ ଷ୍ଟେସନ କାନ୍ଥରେ ଲେଖିଲେ ଦେଶ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ: ଦିଲ୍ଲୀରେ ଆସନ୍ତା ମାସ ୯ ଓ ୧୦ ତାରିଖ ଦୁଇଦିନ ଧରି ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମୟରେ ବେଆଇନ ଘୋଷିତ ଶିଖ୍‌ ସଂଗଠନର ପ୍ରତିନିଧିମାନେ ଦିଲ୍ଲୀ ମେଟ୍ରୋ ଷ୍ଟେସନର କାନ୍ଥରେ ନିନ୍ଦନୀୟ ବାର୍ତ୍ତା ଲେଖିଥିବା ଘଟଣା ସାମ୍ନାକୁ ଆସିଛି। ଅନେକ ମେଟ୍ରୋ…