Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ କରୋନା ପରୀକ୍ଷା କରିଛନ୍ତି । ପ୍ରାୟ ଦୁଇଦିନ ପୂର୍ବରୁ ସେ ଗଳାରେ କଷ୍ଟ ଅନୁଭବ କରୁଥିବା ବେଳେ ଜ୍ୱରରେ ମଧ୍ୟ ପୀଡ଼ିତ ଥିଲେ । ଅଧିକ ପଢନ୍ତୁ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା…

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା ପଜିଟିଭ୍ ଚିହ୍ନଟ !

ନୂଆଦିଲ୍ଲୀ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାଆ ମାଧବୀ ରାଜ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି । ଉଭୟ ବର୍ତ୍ତମାନ ଅସୁସ୍ଥ ରହିଥିବା ଯୋଗୁଁ ଦିଲ୍ଲୀର ମାକ୍ସ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।…

କେଜ୍ରିୱାଲଙ୍କ ନିଷ୍ପତିକୁ ବଦଳାଇଲେ ଉପ ରାଜ୍ୟପାଳ: ଦିଲ୍ଲୀରେ ସମସ୍ତେ ଚିକିତ୍ସିତ ହୋଇପାରିବେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକତରଫା ନିଷ୍ପତିକୁ ସୋମବାର ଉପରାଜ୍ୟପାଳ ଅନୀଲ ବୈଜଲ ବଦଳାଇ ଦେଇଛନ୍ତି । ଯେ କୌଣସି ରାଜ୍ୟର ଲୋକେ ଦିଲ୍ଲୀରେ ଚିକିତ୍ସିତ ହୋଇପାରିବେ । ଦିଲ୍ଲୀ ସମସ୍ତଙ୍କର ବୋଲି ସେ କହିଛନ୍ତି । କେଜ୍ରିୱାଲ କେବଳ ଦିଲ୍ଲୀବାସୀ ଦିଲ୍ଲୀ…

ଦିଲ୍ଲୀରେ ବାରମ୍ବାର ଭୂମିକମ୍ପ: ବଡ ଧରଣର ବିପଦ ନେଇ ସତର୍କ କରାଇଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବାରମ୍ବାର ଭୂକମ୍ପନ ହେବା ଏବେ ଚିନ୍ତାର କାରଣ ହୋଇଛି । କମ୍ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ୨ ମାସରେ ୧୪ଥର ହେଲାଣି । ଆଇଆଇଟି ଧନବାଦର ପ୍ରଫେସର ପିକେ ଖାନଙ୍କ ମତରେ ଏହା ଏକ ବଡ ବିପଦର ପ୍ରାରମ୍ଭିକ ସୂଚନା । ଦିଲ୍ଲୀ ଓ ବିହାର ମଧ୍ୟରେ ୭.୫ରୁ ୮.୫…

ଜିଓ ପ୍ଲାଟଫର୍ମରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କା ନିବେଶ କରିବେ ସିଲଭର ଲେକ୍ ଏବଂ ଏହାର ସହଯୋଗୀ ନିବେଶକ

ଭୁବନେଶ୍ୱର: ଆମେରିକୀୟ ଘରୋଇ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଏବଂ ଏହାର ସହ-ନିବେଶକମାନେ  ଜିଓ ପ୍ଲାଟଫର୍ମସରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ।…

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୬ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ; ସିଲ୍ ହେଲା ମୁଖ୍ୟାଳୟ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୬ ଜଣ ଅଧିକାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଚିହ୍ନଟ ହେବାପରେ ଦୁଇ ଦିନ ଲାଗି ମୁଖ୍ୟାଳୟ ଏବଂ ଏହା ଅଧିନରେ ଥିବା ସମସ୍ତ ଶାଖା କାର୍ଯ୍ୟାଳୟ ଗୁଡ଼ିକୁ ସିଲ୍ କରିଦିଆଯାଇଥିବା ଏନଡ଼ିଟିଭିରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ପ୍ରାୟ ୧୦…

ଜୁନ ୫ରେ ଆସିପାରେ ‘ୟୁପିଏସସି ପ୍ରିଲିମ୍ସ ପରୀକ୍ଷା’ର ପରିବର୍ଦ୍ଧିତ ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପରୀକ୍ଷାର ପରିବର୍ଦ୍ଧିତ ତାରିଖ ଜୁନ ୫ ରେ ଆସିପାରେ ବୋଲି ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଛି । ଏହି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା upsc.gov.in ରେ ପ୍ରାର୍ଥୀ ମାନେ ପାଇପାରିବେ । ପୂର୍ବରୁ ୟୁପିଏସସି ପ୍ରିଲିମ୍ସ…

ତାହିର ଦିଲ୍ଲୀ ହିଂସାର ମାଷ୍ଟରମାଇଣ୍ଡ, କ୍ରାଇମବ୍ରାଂଚର ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏ ଓ ଏନଆରସି ବିରୋଧରେ ହୋଇଥିବା ହିଂସା ଘଟଣାରେ କ୍ରାଇମବ୍ରାଂଚ ଆମ ଆଦମୀ ପାର୍ଟିର ପୂର୍ବତନ ପାର୍ଷଦ ତାହିର ହୁସେନକୁ ମାଷ୍ଟର ମାଇଣ୍ଡ ବିବେଚନା କରିଛି । ଏଥିନେଇ କଡକଡଡୁମା କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ଏହି ହିଂସାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ…

ନୂତନ ଶିକ୍ଷା ବର୍ଷ ପାଇଁ ୟୁଜି/ପିଜି ଆଡମିସନ ଆରମ୍ଭ କଲା ଜାମିଆ ହମ୍‌ଦର୍ଦ

ନୂଆଦିଲ୍ଲୀ: ନୂତନ ଶିକ୍ଷା ବର୍ଷ ୨୦୨୦ ପାଇଁ ଅଣ୍ଡର ଗ୍ରାଜୁଏଟ ତଥା ପୋଷ୍ଟ ଗ୍ରାଜୁଏଟ ଆଡମିସନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି, ଗବେଷଣା ଭିତ୍ତିକ ଅନୁଷ୍ଠାନ ଜାମିଆ ହମ୍‌ଦର୍ଦ । ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ htuntilamiahamdard.edu/  ରେ ଆଡମିସନ ଫର୍ମ…

ଦିଲ୍ଲୀରେ ଉପରାଜ୍ୟପାଳଙ୍କ ଅଫିସରେ ଫୁଟିଲା କରୋନା ବମ୍‌, ୧୩ କର୍ମଚାରୀ ପଜିଟିଭ

ଦିଲ୍ଲୀ: ଦିଲ୍ଲୀରେ କରୋନାରେ ନିୟନ୍ତ୍ରଣକୁ ଆସୁ ନାହିଁ । ମଙ୍ଗଳବାର ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ଅଫିସରେ ୧୩ କର୍ମଚାରୀ ଏଥିରେ ଆକ୍ରାନ୍ତ ଥିବା ଜଣାପଡିଛି । ଅନ୍ୟ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି । ଉପ ରାଜ୍ୟପାଳ କରୋନା ନେଇ ଏକ ବୈଠକରେ ଆୟୋଜନ କରିଥିଲେ । ଏଠାରୁ କରୋନା…