Latest Odisha News
Browsing Category

ଝାଡ଼ଖଣ୍ଡ

Jharkhand

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଜେଏମଏମକୁ ଜିତାଇଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ: ଝାଡଖଣ୍ଡରେ ଦେଖିବାକୁ ମିଳିଛି କଳ୍ପନା ଯାଦୁ। ପୁରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ଚର୍ଚ୍ଚା। ତେବେ ଲଗାତର ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ମିଳିବେ ହେମନ୍ତ ସୋରେନ। ହେଲେ ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟକୁ ଜିତାଇବାରେ…

କିଏ ମାରିବ ଝାଡ଼ଖଣ୍ଡ ବାଜି ?

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସରିଛି। ଆଉ ମାତ୍ର କେଇ ଘଣ୍ଟା ପରେ ଆସିବ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ । ନେତାମାନଙ୍କ ବୟାନରେ ମଧ୍ୟ ସରଗରମ ହୋଇଛି ରାଜ୍ୟ ରାଜନୀତି। ରାଜ୍ୟରେ ଇଣ୍ଡିଆ ଓ ଏନଡିଏ ମଧ୍ୟରେ କଡା ମୁକାବିଲା ହୋଇଛି। ଏକଜିଟ ପୋଲ ଅନୁସାରେ ଏନଡିଏ ଆଗରେ ରହିଛି। ସେହିପରି…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ଝାଡ଼ଖଣ୍ଡ ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ମତଦାନ: ୩୮ଟି ଆସନ ପାଇଁ ଚାଲିଛି ଭୋଟିଂ

ରାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ଦ୍ଵିତୀୟ ପର୍ଯ୍ୟାୟ ମତଦାନ । ଝାଡ଼ଖଣ୍ଡର ଅବଶିଷ୍ଟ ୩୮ ଆସନ ପାଇଁ ସକାଳ ୭ଟାରୁ ଆରମ୍ଭ ମତଦାନ । ଆସନ୍ତା ୨୩ ତାରିଖରେ ଆସିବ ଫଳାଫଳ । ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଏବଂ ଏନଡିଏ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର । ପ୍ରଥମ…

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ରାଞ୍ଚୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଚମ୍ପାଇ ସୋରେନଙ୍କ ଶନିବାର ରାତିରେ ସ୍ବାସ୍ଥ୍ୟାବସ୍ଥା ବିଗିଡିଛି। ତାଙ୍କୁ ଜାମସେଦପୁର ଟାଟା ମେଡ଼ିକାଲ ହସ୍ପିଟାଲ (ଟିଏମଏଚ) ରେ ଭର୍ତ୍ତି କରାଯାଇଛି। ତାଙ୍କର ବ୍ଲଡ଼ ସୁଗାର ସ୍ତର କମିଯାଇଥିବା କିକିତ୍ସା କରୁଥିବା ଡାକ୍ତର…

ଖଣି ଖନନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ବିଲ୍ ପାରିତ କଲେ ଝାଡଖଣ୍ଡ ସରକାର, ଲାଗୁ କରିବ କି ଓଡିଶା?…

ଭୁବନେଶ୍ବର: ଗତ ଶୁକ୍ରବାର ଝାଡଖଣ୍ଡ ବିଧାନସଭାରେ ପାରିତ ହୋଇଛି ଖଣି ଖନନ ସଂପର୍କିତ ବିଲ୍ । ଯେଉଁଥିରେ ରାଜସ୍ବ ବଢାଇବା ପାଇଁ ଝାଡଖଣ୍ଡ ସରକାର ଖଣି ଖନନ ଉପରେ ଉପକର ଲଗାଇବା ପାଇଁ ପ୍ରସ୍ତାବ ପାରିତ କରିଛନ୍ତି । ତେବେ ଗତ ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ ଖଣି ଖନନ ନେଇ ଏକ ବଡ ଘୋଷଣା…

କ୍ୟାବିନେଟ୍ ବିସ୍ତାର କଲେ ଚମ୍ପାଇ ସୋରେନ୍

ରାଞ୍ଚି:ବହୁ ଦିନରୁ ଆଲୋଚନା ପର୍ଯ୍ୟାଲୋଚନା ପରେ କ୍ୟାବିନେଟ୍ ବିସ୍ତାର କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍। ଏଥିରେ ପ୍ରଥମ ତିନିଟି ନୂଆ ଚେହେରା ଅନ୍ତର୍ଭୁକ୍ତ କରାଯାଇଥିଲା। ମନ୍ତ୍ରିମଣ୍ଡଳରେ ବସନ୍ତ ସୋରେନ, ବୈଦ୍ୟନାଥ ରାମ ଏବଂ ଦୀପକ ବିରୁଆଙ୍କୁ ସ୍ଥାନ ଦିଆଯାଇଥିଲା। ସେମାନଙ୍କ…

ସୁପ୍ରିମକୋର୍ଟରୁ ନ୍ୟାୟ ଆଶା କଲେ ହେମନ୍ତ ସୋରେନ

ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ଗିରଫ ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ମୁଁହା ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ତାଙ୍କ ଆବେଦନ ପରେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ବିଚାର କରିବା ପାଇଁ ରାଜି ହୋଇଛନ୍ତି। ଶୁକ୍ରବାର ଏହାର ବିଚାର କରିବେ ପ୍ରଧାନ…