Latest Odisha News

BREAKING NEWS

Browsing Category

କର୍ଣ୍ଣାଟକ

Karnataka

କର୍ଣ୍ଣାଟକ ରାଜନୀତିରେ ସଙ୍କଟ ଟଳିଲା; ଇସ୍ତଫା ଦେଲେ ସିଦ୍ଦରମେୟା

ବେଙ୍ଗାଲୁରୁ: ଦୀର୍ଘଦିନ ଧରି କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ସଙ୍କଟଜନକ ପରିସ୍ଥିତି ଏବଂ ଅଚଳାବସ୍ଥାର ଏକରକମ ପରିସମାପ୍ତି ଘଟିଛି । ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଉପ-ନିର୍ବାଚନରେ ଶାସକ ବିଜେପି ୧୫ଟି ଆସନରୁ ୧୨ଟି ଆସନରେ ବିଜୟ ଲାଭ କରିବା ଫଳରେ ଏବେ ଅତ୍ୟନ୍ତ ସୁବିଧା ଜନକ…

କର୍ଣ୍ଣାଟକ ଉପ ନିର୍ବାଚନ: ଆଜି ପ୍ରକାଶ ପାଇବ ଫଳାଫଳ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉପ ନିର୍ବାଚନର ଫଳାଫଳ ସୋମବାର ଦିନ ପ୍ରକାଶ ପାଇବାକୁ ଥିବା ବେଳେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଆଜିର ଏହି ଫଳାଫଳ ବିଜେପିର ୟେଦ୍ଦୁରପ୍ପା ସରକାର ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଭୋଟ୍ ଗଣତି ହେଉଥିବା ୧୫ଟି ଆସନ ମଧ୍ୟରୁ ବିଜେପିକୁ ଅତିକମରେ ୬ଟି…