Latest Odisha News
Browsing Category

ମହାରାଷ୍ଟ୍ର

ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା

ସୁନ୍ଦରଗଡ: ପୁଣି ଖାତାକୁ ଗଲା ସୁଭଦ୍ରାର କିସ୍ତି । ବାଦ୍ ପଡିଥିବା ଯୋଗ୍ୟ ଆଉ ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆଜି ୫ ହଜାର ଟଙ୍କା ସୁଭଦ୍ରା ଟଙ୍କା ଚଢିଛି । ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆକାଉଣ୍ଟକୁ ସୁନ୍ଦରଗଡରେ ଆୟୋଜିତ…

ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ପୁରୀ: ଜାନୁଆରୀ ୩୧ ସୁଦ୍ଧା ରତ୍ନଭଣ୍ଡାର ମରାମତି କାମ ସରିବା ସହ ସରିବ ଗଣତି ମଣତି ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଜିପିଏସ୍ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନଥିବା ନେଇ ସ୍ପଷ୍ଟ ହୋଇଛି । ସେହିପରି ଧାତବ ଦ୍ରବ୍ୟ ଥିବା ନେଇ ଯେଉଁ ପରିକଳ୍ପନା…

ସରିଲା ବାଲିଯାତ୍ରା, ଅସମ୍ଭାଳ ଭିଡକୁ ୨୫୦ କୋଟି ଟପିଲା ଏଥର ବେପାର

କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍‌ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ…

ଶୋଚନୀୟ ପରାଜୟ ପରେ ଇଭିଏମକୁ ଦୋଷ ଦେଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ : ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ଇଭିଏମକୁ ଦୋଷ ଦେଇଛନ୍ତି ଶିବସେନା ନେତା ଉଦ୍ଧବ ଠାକରେ। ମହାରାଷ୍ଟ୍ର ନିର୍ବାଚନରେ ମହାୟୁତିକୁ ୨୩୬ ଆସନ ଓ ମହା ବିକାଶ ଅଘାଡିକୁ ୪୮ ଆସନ ମିଳିଛି। ସେ କହିଛନ୍ତି, ଏହି ଫଳାଫଳ ଅସ୍ବାଭାବିକ। ମୁଁ ଭାବୁନାହିଁ ଯେ ମୋ ମହାରାଷ୍ଟ୍ର…

ମହାୟୁତିର ‘ମହା’ବିଜୟ ପଛର ବଡ଼ କାରଣ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତିର ବିଶାଳ ବିଜୟ । ବିଜେପି ସୁନାମୀ, ସିନ୍ଦେ ଓ ଅଜିତଙ୍କ ପାଓ୍ବାର ଶୋ’ । ନା ଶାସନ ବିରୋଧୀ ଲହର କାମ ଦେଲା ନା ଅସଲି, ନକଲି ଓ ପ୍ରତାରଣା ପଲିଟିକ୍ସ । ବିଜେପି ସହ ସହଯୋଗୀ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାଓ୍ବାରଙ୍କ ଏନସିପିକୁ ମନଖୋଲି ସମର୍ଥନ…

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ ସଦର…

ମହାରାଷ୍ଟ୍ରରେ କାହାକୁ କନ୍ଦାଇବ ପିଆଜ?

ନୂଆଦିଲ୍ଲୀ: ସାରା ଦେଶରେ ପିଆଜ ଦର ଆକାଶଛୁଆଁ । ଦିଲ୍ଲୀରେ ୬୦ ତ ଭୁବନେଶ୍ବରରେ ପିଆଜ କିଲୋ ପହଞ୍ଚିଲାଣି ୯୦ଟଙ୍କା। ତେବେ ପ୍ରଶ୍ନ ଉଠୁଛି, ମହାରାଷ୍ଟ୍ରରେ ପିଆଜ କେଉଁ ଦଳକୁ କନ୍ଦାଇବ? ଗତ ଲୋକସଭା ନିର୍ବାଚନରେ ବିଜେପିକୁ ନାକେଦମ୍ କରିଥିଲା । ରାଜ୍ୟର ପିଆଜ ବେଲ୍ଟର ମୋଟ୍ ୧୩ଟି ସିଟରୁ…

ଛାତ୍ରୀବାସରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବଞ୍ଚିଲେ ୪୦ ଛାତ୍ରୀ , ଚାଲିଗଲା ୱାଚମ୍ୟାନଙ୍କ ଜୀବନ

ପୁଣେ: ପୁଣେ ସହରର ଶାନିପର ଅଞ୍ଚଳରେ ଏକ ଛାତ୍ରବାସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି  । ୪୦ରୁ ଅଧିକ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ୱାଚମ୍ୟାନଙ୍କର ମୃତ୍ୟୁ ଘଟିଛି ।ତେବେ ଗତକାଲି ଅଧରାତିରେ ଏଭଳି ଭୟାଭୟ କାଣ୍ଡ ଘଟିଛି । ସୂଚନାନୁଯାୟୀ, ମହାରାଷ୍ଟ୍ର ପୁଣେ ସହରରେ ଏକ ପାଞ୍ଚ…

ଭୋଟ ଦେଲେ ଦୁନିଆର ସବୁଠାରୁ ଛୋଟ ମହିଳା ଜ୍ୟୋତି

ମୁମ୍ବାଇ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜିଠୁ ଆରମ୍ଭ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ଜାରି ରହଛି । ମହାରାଷ୍ଟ୍ରର ପାଞ୍ଚଟି ସିଟ୍ ଉପରେ ଲୋକମାନେ ଆଜି ଉତ୍ସାହର ସହ ଭୋଟ୍ ଦେଉଛନ୍ତି । ସକାଳ ୭ ଟାରୁ…

ଲୋକସଭା ନିର୍ବାଚନ ୨୦୨୪; ପ୍ରଥମ ପାର୍ଥୀ ତାଲିକା ଘୋଷଣା କଲା ଶିବସେନା-ୟୁବିଟି

ମୁମ୍ବାଇ: ଘୋଷଣା ସରିଛି ନିର୍ବାଚନ ତାରିଖ । ଏବେ ସବୁ ଦଳ ସେମାନଙ୍କର ପାର୍ଥୀ ତାଲିକା ଘୋଷଣାରେ ବ୍ୟସ୍ତ । ତେବେ ଆଗାମି ଲୋକସଭା ନିର୍ବାଚନ ପାଇଁ ଶିବସେନା ଜାରି କରିଛି ତା’ର ପ୍ରଥମ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ୧୬ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ଏଥିସହ ପାର୍ଥିଙ୍କୁ ନେଇ…