Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Myanmar scam centers: ଜବ୍ ଠକେଇରେ ମିଆଁମାରରେ ଫସିଥିବା ୧୨୫ ଭାରତୀୟ ଉଦ୍ଧାର; ସ୍ୱତନ୍ତ୍ର ବିମାନରେ ଫେରିଲେ

ନୂଆଦିଲ୍ଲୀ:ମିଆଁମାରର ମାୟାୱାଡିରେ ଥିବା କୁଖ୍ୟାତ ଠକେଇ କେନ୍ଦ୍ରରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଛି। ମିଆଁମାରର ମାୟାୱାଡିରେ ଥିବା ଏକ ଠକେଇ କେନ୍ଦ୍ରରୁ ମୁକ୍ତ ହେବା ପରେ ଭାରତ ବୁଧବାର ଦିନ ଏକ ସ୍ୱତନ୍ତ୍ର ଆଇଏଏଫ ବିମାନରେ ଥାଇଲ୍ୟାଣ୍ଡରୁ ୧୨୫ ଜଣ…

ନେପାଳରେ କାହିଁକି ବଢୁଛି ଅସନ୍ତୋଷ; ବିଭିନ୍ନ ସ୍ଥାନରେ କର୍ଫ୍ୟୁ

କାଠମାଣ୍ଡୁ: ମାଧେସୀ ପ୍ରଦେଶର ବାରା ଜିଲ୍ଲାରେ ଜେନ ଜେଡ୍ କର୍ମୀମାନେ ସିପିଏନ୍-ୟୁଏମ୍ଏଲ୍ ସମର୍ଥକଙ୍କ ସହ ଗଣ୍ଡଗୋଳ କରିଥିଲେ। ଯାହାଫଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ପ୍ରଶାସନ ସିମ୍ରା ଏବଂ ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି କରିଥିଲା। ଦଳର ଯୁବ ଜାଗରଣ ଅଭିଯାନରେ ୟୁଏମ୍ଏଲ୍ ନେତା ଶଙ୍କର…

Gen-Z protests erupt in Nepal ପୁଣି ଅଶାନ୍ତ ହେଲା ନେପାଳ, ଲାଗିଲା କର୍ଫ୍ୟୁ

ନୂଆଦିଲ୍ଲୀ:  ଭାରତ ସୀମାନ୍ତ ନେପାଳର ବାରା ଜିଲାରେ ଜେନ-ଜେଡ ଯୁବକ ଏବଂ ପଦଚ୍ୟୁତ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଦଳ ସିପିଏନ-ୟୁଏମଏଲର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହାର ଜବାବରେ ପ୍ରଶାସନ ଏହି ଅଞ୍ଚଳରେ କର୍ଫ୍ୟୁ ଜାରି କରିଥିଲା। ବାରା…

Musk Returns To White House: ଛଅ ମାସ ପରେ, ପୁଣି ପୁରୁଣା ବନ୍ଧୁତ୍ବକୁ ଫେରିଲେ ଟ୍ରମ୍ପ ଏବଂ…

ନୂଆଦିଲ୍ଲୀ: ଆମେରିକୀୟ ରାଜନୀତିରେ ସବୁଠାରୁ ହାଇ-ପ୍ରୋଫାଇଲ୍ ମୁହାଁମୁହିଁ ଘଟଣା ମଧ୍ୟରୁ ଗୋଟିଏର କାହାଣୀ ଏବେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ସହିତ ପୁନଃମିଳନରେ ପରିଣତ ହୋଇଛି। ମାତ୍ର ଛଅ ମାସ ପୂର୍ବରୁ, ଟେସଲାର ସିଇଓ ଏଲୋନ୍ ମସ୍କ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି ଭାବରେ ପରସ୍ପର…

India Pollution: ବାୟୁ ପ୍ରଦୂଷଣ ମୁକାବିଲାରେ ଚୀନ୍ ଠାରୁ ଭାରତ କେଉଁ ଜିନିଷ ଶିଖିବା ଜରୁରୀ ?

ନୂଆଦିଲ୍ଲୀ: ଭାରତରେ ପ୍ରଦୂଷଣ ସଙ୍କଟ ଚିନ୍ତାଜନକ ସ୍ତରରେ ପହଞ୍ଚିଛି। ଉତ୍ତର ଭାରତରେ ଶୀତ ୠତୁରେ ବିଷାକ୍ତ କୁହୁଡ଼ି, ଧୂଳିଯୁକ୍ତ ବାୟୁ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦିନକୁ ଦିନ ବଢିଚାଲିଛି। ଯଦିଓ ଭାରତ ବାୟୁ ଗୁଣବତ୍ତା ଉନ୍ନତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି, ତଥାପି ପ୍ରଦୂଷଣ ସ୍ତର…

Presidential Reference: “ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ କ୍ଷମତାରେ ହସ୍ତକ୍ଷେପ କରିପାରିବେନି କୋର୍ଟ, ସ୍ଥିର…

ନୂଆଦିଲ୍ଲୀ: ଗୁରୁବାର ବିଲ୍ ପାସ କରିବା ପାଇଁ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ପାଇଁ ଏକ ସମୟସୀମା ସ୍ଥିର କରିବା ଉପରେ ସୁପ୍ରିମକୋର୍ଟ ଏକ ବଡ ରାୟ ପ୍ରଦାନ କରିଛନ୍ତି। CJIଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟପାଳଙ୍କ ଉପରେ କୌଣସି ସମୟସୀମା ଲାଗୁ…

ରାଷ୍ଟ୍ରପତି ଓ ରାଜ୍ୟପାଳ; କୋର୍ଟ କାହାକୁ ମହଲତ ଦେଇପାରିବେ ନାହିଁ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ବଡ ରାୟ ଦେଇଛନ୍ତି। ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ କୋର୍ଟ କାହାକୁ ମହଲତ ଦେଇପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ପାଞ୍ଚ ଜଣିଆ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ…

Nitish Kumar: ୨୦୦୫ ରୁ ଧରିଛନ୍ତି ବିହାର ମଙ୍ଗ…ଛିଡିଲା ସବୁ ଅଙ୍କ, ବିହାରରେ ନୀତିଶ ୧୦.୦…

ପାଟନା: ପୁଣି ବିହାରରେ ନୀତିଶ ସରକାର...କମାଲ କଲା ନୀତିଶ-ମୋଦି ଯୋଡି...୧୦ମ ଥର ପାଇଁ ବିହାର ଅକ୍ତିଆର...ମଇଦାନରେ ଦେଖାଇଲେ ମହିଳା ଶକ୍ତି... ପୁଣି ବିହାରର ମଙ୍ଗ ଧରିଲେ "ସୁଶାସନ ବାବୁ" । ବିହାର ନିର୍ବାଚନରେ ​​NDAର ବିପୁଳ ବିଜୟ ପରେ, ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ…

Israeli attacks on Gaza ଗାଜାରେ ପୁଣି ରକ୍ତପାତ! ଇସ୍ରାଏଲର ଆକ୍ରମଣରେ ୨୮ ପାଲେଷ୍ଟାଇନୀ ମୃତ

ନୂଆଦିଲ୍ଲୀ:  ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ତୀବ୍ର ଭାବରେ ବୃଦ୍ଧି ପାଉଛି। ବୁଧବାର ଗାଜାରେ ଇସ୍ରାଏଲୀୟ ବିମାନ ଆକ୍ରମଣରେ ଅତି କମରେ ୨୮ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ବିଷୟରେ ଅନ୍ତର୍ଜାତୀୟ ଚିନ୍ତା ବୃଦ୍ଧି ପାଉଥିବା…

ଏଜେନ୍ସିର ରାଡାରରେ Al-Falah Universityର ୨୦୦ରୁ ଅଧିକ ଡାକ୍ତର;ଆତଙ୍କବାଦୀଙ୍କ ସହ…

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ ପରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ଉପରେ ଫୋକସ ବଢେଇ ଦେଇଛନ୍ତି । ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର ଡାକ୍ତର ମୁଜମ୍ମିଲ୍ ଶକିଲ୍ ଏବଂ ଡାକ୍ତର ଶାହିନର…