Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାକାଶ ଗସ୍ତରେ ଭାରତୀୟ ବଂଶୋଦ୍ଭବ, ଜାଣନ୍ତୁ କିଏ ଏହି ଅନିଲ ମେନନ…

ମସ୍କୋ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଅନିଲ ମେନନ ମହାକାଶ ଜଗତରେ ଇତିହାସ ସୃଷ୍ଟି କରିଛନ୍ତି। ସେ ତାଙ୍କର ପ୍ରଥମ ମହାକାଶ ଉଡ଼ାଣ ପାଇଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)କୁ ଉଡ଼ାଣ କରିଛନ୍ତି। ଅନିଲ ମେନନ କାଜାଖସ୍ତାନର ଐତିହାସିକ ବୈକୋନୁର କସମୋଡ୍ରୋମ୍ ରୁ ରୁଷିଆର ସୋୟୁଜ୍ MS-29…

Nukes On Ukraine: ‘ପରମାଣୁ ପକାଇ ଦେଇଥାନ୍ତେ ପୁଟିନ୍…ହାତ ଧରିଦେଲେ ମୋଦି’

ନୂଆଦିଲ୍ଲୀ: ପୁଟିନଙ୍କୁ ବାନ୍ଧି ରଖିଛି ମୋଦିଙ୍କ ବନ୍ଧୁତ୍ବ! କେବେଠୁ ହୁଅନ୍ତାନି ୟୁକ୍ରେନ ଯୁଦ୍ଧର ଅନ୍ତ! ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି। ସୋମବାର ରୁଷିଆ ସେନା ୟୁକ୍ରେନର ଜାପୋରିଝିଆ ଅଞ୍ଚଳର ଓରିଖୋଭ ସହର ଉପରେ ୩୦୦୦ କେଜି (୩ ଟନ୍) ଓଜନର…

ହର୍ମୁଜ ଉପରୁ ୨୦% ଶୁଳ୍କ ପ୍ରତ୍ୟାହାର କଲେ ଟ୍ରମ୍ପ, ଇରାନ ଦେଇଥିଲା ଧମକ…

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀକୁ ନେଇ ୟୁ-ଟର୍ଣ୍ଣ ନେଇଛନ୍ତି। ସେ ପ୍ରଣାଳୀ ଦେଇ ଯାଉଥିବା କାର୍ଗୋ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ଘୋଷଣା କରିଥିଲେ। ଯାହାକୁ ଏବେ ସମ୍ପୂର୍ଣ୍ଣ ବାତିଲ କରିଛନ୍ତି। ଏହା ବଦଳରେ ସେ ଗଲ୍ଫ…

ମଧୁମେହ ପଛରେ ଲୁଚିଛି କି ଏହି ସାଧାରଣ କାରଣ? ଭାରତୀୟଙ୍କ ଖାଦ୍ୟାଭ୍ୟାସକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ…

ନୂଆଦିଲ୍ଲୀ: ଭାରତରେ ଡାଇବେଟିସ୍ ଏବେ ଏକ ନୀରବ ଘାତକ ଭାବେ ଘରେ ଘରେ ପଶିଗଲାଣି। ସାଧାରଣତଃ ଆମେ ଭାବୁ ଯେ ଅଧିକ ମିଠା ଖାଇବା ବା ରିଫାଇନ୍‌ଡ୍ ଖାଦ୍ୟ ଖାଇବା ଯୋଗୁଁ ହିଁ ଲୋକେ ଟାଇପ୍-୨ ଡାଇବେଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି। ହେଲେ ନିକଟରେ ଏସିଆ ମହାଦେଶରେ କରାଯାଇଥିବା ଏକ ବଡ଼ ଗବେଷଣାରୁ…

ବଲିଉଡର ଦୁଇ ବଡ଼ ଚେହେରାଙ୍କ ମଧ୍ୟରେ ପୁଣି ଥରେ ଟକ୍କର! ନସିରୁଦ୍ଦିନ ଶାହଙ୍କ ସେହି ‘ଜୋକର୍’ ମନ୍ତବ୍ୟ…

ନୂଆଦିଲ୍ଲୀ: ବଲିଉଡର ଦୁଇ ବର୍ଷୀୟାନ ଅଭିନେତା ଅନୁପମ ଖେର ଏବଂ ନସିରୁଦ୍ଦିନ ଶାହଙ୍କ ମଧ୍ୟରେ ଥିବା ପୁରୁଣା ବିବାଦ ପୁଣି ଥରେ ମୁଣ୍ଡ ଟେକିଛି। ନିକଟରେ ଅଯୋଧ୍ୟା ରାମ ମନ୍ଦିର ଦାନବାକ୍ସ ଚୋରି ଘଟଣାକୁ ନେଇ ଅନୁପମ ଖେର ଦେଇଥିବା ଏକ ବୟାନ ପରେ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଭାଇରାଲ…

E20 ପେଟ୍ରୋଲ ବନ୍ଦ କର! କେନ୍ଦ୍ର ବିରୋଧରେ କେଜ୍ରିୱାଲଙ୍କ ବଡ଼ ଅସ୍ତ୍ର, ଆରମ୍ଭ କଲେ ‘ଅନଲାଇନ୍ ହସ୍ତାକ୍ଷର…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା E20 ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ) କୁ ନେଇ ଦେଶରେ ବିବାଦ ତୀବ୍ର ହେବାରେ ଲାଗିଛି। ସାଧାରଣ ଲୋକଙ୍କ ଗାଡ଼ିର ଇଞ୍ଜିନ ନଷ୍ଟ ହେଉଥିବା ଅଭିଯୋଗ ଆଣି ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀର…

ଦୁଇ ଫାଳ ହେବ କି ପାକିସ୍ତାନ? ବିଶ୍ୱ ମାନଚିତ୍ରରେ ଜନ୍ମ ନେଲା ଆଉ ଏକ ନୂଆ ଦେଶ, ଇସଲାମାବାଦର ଉଡିଲା ହୋସ୍…

ଇସଲାମାବାଦ: ପାକିସ୍ତାନ ପାଇଁ ଏବେ ଆସିଛି ସବୁଠାରୁ ବଡ଼ ଏବଂ ଭୟଙ୍କର ବିପଦ। ୧୯୭୧ ମସିହାରେ ବାଂଲାଦେଶ ଅଲଗା ହେବା ପରେ ଏବେ ପୁଣିଥରେ ପାକିସ୍ତାନର ମାନଚିତ୍ରରେ ଏକ ବିରାଟ ଫାଟ ସୃଷ୍ଟି ହେବାକୁ ଯାଉଛି। ଦୀର୍ଘ ଦଶନ୍ଧି ଧରି ଅତ୍ୟାଚାରର ଶିକାର ହୋଇଆସୁଥିବା ଏକ ବିରାଟ ଭୂଖଣ୍ଡ ଏବେ ନିଜକୁ…

Congress slams government: ‘ସାଧାରଣ ଲୋକଙ୍କ ଦୁଃଖ ଉପରେ କେବେ କହିବେ ପ୍ରଧାନମନ୍ତ୍ରୀ?’ ମହଙ୍ଗାଇ…

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ମହଙ୍ଗାଇକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ। ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ପ୍ରଶ୍ନ କରିଛନ୍ତି, "ସାଧାରଣ ଲୋକଙ୍କ ଦୁଃଖ ଓ ମହଙ୍ଗାଇ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ମୁହଁ ଖୋଲିବେ?" ସୋସିଆଲ ମିଡିଆ…

ବହୁଚର୍ଚ୍ଚିତ ହତ୍ୟାକାଣ୍ଡରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଅଗଷ୍ଟ ୧୫ ସୁଦ୍ଧା ମୁକୁଳିବେ ଏହି ହାଇ-ପ୍ରୋଫାଇଲ୍ ଅପରାଧୀ!

ନୂଆଦିଲ୍ଲୀ: ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜେଲର ଚାରି କାନ୍ଥ ଭିତରେ ବନ୍ଦୀ ଜୀବନ କାଟୁଥିବା ଜଣେ ହାଇ-ପ୍ରୋଫାଇଲ୍ ଅପରାଧୀଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଓଡ଼ିଶା ତଥା ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ଏକ ବର୍ବର ହତ୍ୟାକାଣ୍ଡର ମୁଖ୍ୟ ନାୟକ ଏବେ କାରାଗାରରୁ ମୁକୁଳିବାକୁ…

‘Black Magic’ in Karnataka court: ବିଚାରପତିଙ୍କ ଚୌକିରେ କରିଥିଲେ କଳାଯାଦୁ, ସିସିଟିଭିରେ…

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କାବଲ୍ଲାପୁରରୁ ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ଜଣେ ୬୫ ବର୍ଷୀୟା ମହିଳାଙ୍କୁ ବିଚାରପତିଙ୍କ ଚେୟାରରେ କଥିତ ଭାବେ କଳାଯାଦୁ କରିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।…