Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜନ୍ତରମନ୍ତରରେ ସୋନମ ୱାଙ୍ଗଚୁକ୍‌ଙ୍କ ଜୀବନ ସଙ୍କଟାପନ୍ନ: ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ କ’ଣ ହେବ କାଲିର ବିଶାଳ…

ନୂଆଦିଲ୍ଲୀ: ବିଶିଷ୍ଟ ପରିବେଶବିତ୍ ତଥା ଲଦାଖର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌ଙ୍କ ଆମରଣ ଅନଶନ ଏବେ ଏକ ନିର୍ଣ୍ଣାୟକ ତଥା ବିସ୍ଫୋରକ ମୋଡ଼ରେ ପହଞ୍ଚିଛି। ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ଅନଶନ କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ…

ଗେଟମ୍ୟାନ୍‌ଙ୍କ ଗୋଟିଏ ଭୁଲ୍ ନେଲା ନିରୀହଙ୍କ ଜୀବନ! ମୁର୍ସିଦାବାଦରେ ଟ୍ରେନ୍-ପୁଲ୍ କାର୍ ଧକ୍କା, ୨ ଛାତ୍ରଙ୍କ ସମେତ ୩…

ମୁର୍ସିଦାବାଦ: ସକାଳୁ ସକାଳୁ ଖୁସିରେ ସ୍କୁଲ୍ ବାହାରିଥିଲେ କୁନି କୁନି ପିଲା। ହେଲେ କିଏ ଜାଣିଥିଲା ବାଟରେ ଜଗି ବସିଛି ମୃତ୍ୟୁ! ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ଶୁକ୍ରବାର ସକାଳେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଯାଇଛି। ରେଳ ଫାଟକ ପାର୍ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ନେଇ…

NEET UG 2026 ଫଳ ପ୍ରକାଶ: ଦେଶରେ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ସଫଳ, ପୁଅଙ୍କୁ ପଛରେ ଛାଡିଲେ ଝିଅ…

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଗୁରୁବାର NEET UG 2026 ପୁନଃପରୀକ୍ଷାର ଫଳାଫଳ ପ୍ରକାଶ କରିଛି। ଚଳିତ ବର୍ଷ ୧୧.୨୧ ଲକ୍ଷ ପରୀକ୍ଷାର୍ଥୀ ଯୋଗ୍ୟତା ହାସଲ କରିଛନ୍ତି। ଏହି ଯୋଗ୍ୟ ପ୍ରାର୍ଥୀମାନେ MBBS, BDS, AYUSH ଏବଂ ଅନ୍ୟାନ୍ୟ ସ୍ନାତକସ୍ତରୀୟ ମେଡିକାଲ କୋର୍ସରେ…

ବରିଷ୍ଠ ନାଗରିକଙ୍କ ପାଇଁ ବମ୍ପର୍ ଅଫର୍: FD ଉପରେ ଏବେ ମିଳୁଛି ୯.୨% ଯାଏଁ ରିଟର୍ଣ୍ଣ

ନୂଆଦିଲ୍ଲୀ: ଯଦି ଆପଣ ନିଜର ଅବସରପ୍ରାପ୍ତ ଜୀବନ ପାଇଁ ପୁଞ୍ଜି ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ଅଛି। ଦେଶର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଫିକ୍ସଡ୍ ଡିପୋଜିଟ୍ ରେ ନିବେଶ କରିବା ଏବେ ଆହୁରି ଲାଭଦାୟକ ହୋଇଛି। ଜୁଲାଇ ୨୦୨୬ ସୁଦ୍ଧା ଅନେକ…

ଆହୁରି ସୁଦୃଢ ହେଲା ଭାରତୀୟ ସେନା; DRDO ବିକଶିତ କଲା ଏହି ଖାସ୍ ନେଟଓ୍ବର୍କ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଭାରତର ସୁରକ୍ଷାକୁ ଆହୁରି ସୁଦୃଢ଼ ​​କରିବାରେ ଏକ ବଡ଼ ସଫଳତା ହାସଲ କରିଛି । DRDO, ବେଙ୍ଗାଲୁରୁ ସ୍ଥିତ ଟେକ୍ କମ୍ପାନୀ ତକ୍ରକବିତ୍ ଲ୍ୟାବ୍ସ ସହିତ ମିଳିତ ଭାବରେ, କ୍ୱାଣ୍ଟମ୍ କୀ ଡିଷ୍ଟ୍ରିବ୍ୟୁସନ୍ (QKD) ସିଷ୍ଟମର ସାମରିକ…

ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା; ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କୋଏଲ ମଲ୍କିକ

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କୋଏଲ ମଲ୍କିକ । କୋଏଲ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କୁ ଚିଠି ଲେଖି ସାଂସଦ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ରାଜ୍ୟସଭାରୁ ଇସ୍ତଫା…

ISROରେ ବଡ଼ ସଙ୍କଟ; ଇସ୍ତଫା ଦେଲେଣି ୧୦୦ରୁ ଅଧିକ ଅଭିଜ୍ଞ, କାହିଁକି ଇସ୍ରୋ ଛାଡ଼ୁଛନ୍ତି ବୈଜ୍ଞାନିକ?

ନୂଆଦିଲ୍ଲୀ: ଭାରତର ମହାକାଶ ମିଶନ ବର୍ତ୍ତମାନ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି। ପ୍ରତିବର୍ଷ, ଦେଶର ସବୁଠାରୁ ପ୍ରତିଷ୍ଠିତ ମହାକାଶ ସଂସ୍ଥା ISROରୁ ୧୦୦ରୁ ୧୨୦ ଜଣ ବୈଜ୍ଞାନିକ ଇସ୍ତଫା ଦେଉଥିବା ରିପୋର୍ଟରୁ ଜଣାପଡିଛି। ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ ଗତ କିଛି ମାସ ମଧ୍ୟରେ ଏହି…

‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’: ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼…

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟ ପରିବେଶବିତ୍ ତଥା ଲଦାଖର ସ୍ୱର ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସୋନମ ୱାଙ୍ଗଚୁକଙ୍କ ଦୀର୍ଘ ୧୯ ଦିନର ଅନଶନ ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ…

ଭାରତୀୟଙ୍କର ଆଉ ନାହିଁ “ଡଙ୍କି ରୁଟ୍” କ୍ରେଜ୍, ଟ୍ରମ୍ପଙ୍କ ଭୟ ନା ସୁରକ୍ଷା ବୃଦ୍ଧି?

ନୂଆଦିଲ୍ଲୀ: ଭାରତରୁ ଆମେରିକାକୁ ଯାଉଥିବା ଅବୈଧ ପ୍ରବାସୀଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି। ଆମେରିକା କଷ୍ଟମ୍ସ ଏବଂ ସୀମା ସୁରକ୍ଷା (CBP)ର ନୂତନ ତଥ୍ୟ ଅନୁଯାୟୀ, ୨୦୨୬ ଆର୍ଥିକ ବର୍ଷ ମେ ମାସ ସୁଦ୍ଧା ଆମେରିକା ସୀମାରେ କେବଳ ୨୦,୬୧୪ ଭାରତୀୟ ପ୍ରବାସୀଙ୍କୁ ଅବୈଧ ଭାବରେ ଧରାଯାଇଥିଲା। ଏହା…

ମୁଣ୍ଡ ଉପରେ ବିଦ୍ୟୁତ୍ ତାର ଛିଡି ପଡିବାରୁ ୪ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ମୁଣ୍ଡ ଉପରେ ବିଦ୍ୟୁତ୍ ତାର ଛିଡି ପଡିବାରୁ ୪ ଜଣଙ୍କର ଜୀବନ ଯାଇଥିବାବେଳେ, ଜଣେ ଗୁରୁତର ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଦିଲ୍ଲୀ ନୋଏଡାର ଛିଜାରାସି ଗାଁରେ । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଉକ୍ତ ବ୍ୟକ୍ତିଙ୍କ…