Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

“ଆପଣଙ୍କୁ ଚିହ୍ନିବା ପାଇଁ ମୋତେ ଦଶ ବର୍ଷ ଲାଗିଗଲା”, କ୍ଷମା ମାଗି କାହିଁକି ମନମୋହନଙ୍କୁ ଏପରି କହିଥିଲେ…

ନୂଆଦିଲ୍ଲୀ: ପରଲୋକରେ ବିଶ୍ୱ ପ୍ରସିଦ୍ଧ ଅର୍ଥନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ l 92 ବର୍ଷ ବୟସରେ ସେ ଦିଲ୍ଲୀ ସ୍ଥିତ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ତାଙ୍କ ପରଲୋକରେ ଦେଶ ତଥା ବିଦେଶରେ ଶୋକର ଲହରୀ ଖେଳିଯାଇଛି । ତାଙ୍କର ସରଳ ବ୍ୟକ୍ତିତ୍ୱ ଏବଂ…

କଂଗ୍ରେସକୁ ବିଦା କରିବ ଆପ୍: ଇଣ୍ଡି ମେଣ୍ଟ ସହ ହେବ ବଡ ଆଲୋଚନା…

ନୂଆଦିଲ୍ଲୀ: ମୁଣ୍ଡ ଉପରେ ଦିଲ୍ଲୀ ନିର୍ବାଚନ ଥିବା ବେଳେ ଏବେ ଦିଲ୍ଲୀ ରାଜନୀତିରେ ବିଭିନ୍ନ ଦୃଶ୍ୟପଟ୍ଟ ଦେଖିବାକୁ ମିଳିଛି । ଯେଉଁଠି ଆପ୍ ପାଇଁ ବିଜେପି ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି ସବୁଠି ଚର୍ଚ୍ଚା ହେଉଥିଲା ସେଠି ଏବେ ମୁହାଁ ମୁହିଁ ହୋଇଛନ୍ତି ଆପ୍-କଂଗ୍ରେସ । ଇଣ୍ଡି ମେଣ୍ଟ ଏକାଠି…

ଅଫେରା ରାଇଜରେ ମନମୋହନ ସିଂ, ନଜର ପକାନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଉପରେ

ନୂଆଦିଲ୍ଲୀ: ଆରପାରିର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତ ହରାଇଛି ଜଣେ ମହାନ୍ ଅର୍ଥନୀତିଜ୍ଞ ଆଉ ଜଣେ ସରଳ ବ୍ୟକ୍ତିତ୍ବ ମାର୍ଗଦର୍ଶକ । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ…

ଆସନ୍ତାକାଲି ପଞ୍ଚଭୂତରେ ଲୀନ ହେବ ଡକ୍ଟର ସିଂହଙ୍କ ପାର୍ଥୀବ ଶରୀର

ନୂଆଦିଲ୍ଲୀ: ସବୁଦିନ ପାଇଁ ଆମକୁ ଛାଡି ଚାଲିଯାଇଛନ୍ତି ଦେଶର ବିଚକ୍ଷଣ ଅର୍ଥଶାସ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଶନିବାର ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହେବା ନେଇ କଂଗ୍ରେସ ପକ୍ଷରୁ…

କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟ କରିପାରିବ ବ୍ୟାଙ୍କ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଷୋହଳ ବର୍ଷ ପୁରୁଣା ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆର୍‌ସି) ଏକ ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାରେ କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟକୁ ଅନୁଚିତ ବୋଲି ରାୟ ଦେଇଛନ୍ତି। ଅର୍ଥାତ କ୍ରେଡିଟ୍‌ କାର୍ଡ ବକେୟା ଉପରେ…

ପ୍ରିୟର ଦେଶବାସୀ….ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କିଛି ଏମିତି କହି ବିଦାୟ ନେଇଥିଲେ ମନମୋହନ

ନୂଆଦିଲ୍ଲୀ: ଆଜି ଆଉ ଆମ ସହିତ ନାହାନ୍ତି ମନମୋହନ ସିଂ । ୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତ ହରାଇଛି ଜଣେ ମହାନ୍ ଅର୍ଥନୀତିଜ୍ଞ ଆଉ ଜଣେ ସରଳ ବ୍ୟକ୍ତିତ୍ବ ମାର୍ଗଦର୍ଶକ । ଏଭଳି ପରିସ୍ଥିତିରେ ଲୋକମାନେ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ବିଭିନ୍ନ…

‘ପରିବା କଟା ଛୁରୀ’ ମନମୋହନଙ୍କୁ କିଏ ଏବଂ କାହିଁକି କହିଥିଲେ ଏପରି

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ l ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ସିଂହ ୨୬ ସେପ୍ଟେମ୍ବର ୧୯୩୨ ମସିହାରେ ପିତା ଗୁରମୁଖ ସିଂ ଓ ମାତା ଅମ୍ରିତ କୋରଙ୍କଠାରୁ ଗାହ, ପଞ୍ଜାବରେ…

ଆଜି ଶେଷ ଦର୍ଶନ ପାଇଁ ଯାଇପାରନ୍ତି ମୋଦି, ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ଗତକାଲି ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡକ୍ଟର ମନମୋହନ ସିଂହ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ।…

ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି, କଳାପଟି ବାନ୍ଧି ଖେଳିଲେ ଭାରତୀୟ ଟିମ୍

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତୀୟ ଟିମ୍। ହାତରେ କଳାପଟି ବାନ୍ଧି ଖେଳିଲେ ଭାରତୀୟ ଟିମ୍ର। ତେବେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସା ସମୟରେ ରାତିରେ ସେ ତାଙ୍କର ଶେଷ ନିଃଶ୍ବାସ ତ୍ୟାଗ…

“ଭରସା ଅଛି, ଇତିହାସ ମୋ ସହିତ ନ୍ୟାୟ କରିବ”, କାହିଁକି ଏପରି କହିଥିଲେ ମନମୋହନ ସିଂହ ?

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଛି। ତାଙ୍କ ଦେହାନ୍ତରେ ଦେଶ ସାରା ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ…