Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

“ଭରସା ଅଛି, ଇତିହାସ ମୋ ସହିତ ନ୍ୟାୟ କରିବ”, କାହିଁକି ଏପରି କହିଥିଲେ ମନମୋହନ ସିଂହ ?

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଗୁରୁବାର ପରଲୋକ ହୋଇଛି। ତାଙ୍କ ଦେହାନ୍ତରେ ଦେଶ ସାରା ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ…

ମନମୋହନ ସିଂହଙ୍କ ପରଲୋକ: ଦେଶରେ ୭ ଦିନ ପାଳନ ହେବ ରାଷ୍ଟ୍ରୀୟ ଶୋକ, ବନ୍ଦ ରହିବ ସମସ୍ତ ସରକାରୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଆଜି ପରଲୋକ ହୋଇଛି। ତାଙ୍କ ଦେହାନ୍ତରେ ଦେଶ ସାରା ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ପରଲୋକରେ…

ଡ. ମନମୋହନ ସିଂଙ୍କ ପରଲୋକରେ ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗୁରୁବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ମନମୋହନ ସିଂହଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଡ.ସିଂଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି ।…

ପାକିସ୍ତାନର ଏକ ଗାଁ ଯେଉଁଠି ମନମୋହନଙ୍କ ନାଁରେ ରହିଛି ସରକାରୀ ସ୍କୁଲ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୯୨ ବର୍ଷ ବୟସରେ ଆଜି ପରଲୋକ ହୋଇଛି। ଗୁରୁବାର ରାତିରେ ତାଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ଦେଶ ସାରା…

ଇଣ୍ଡିଆ ମେଣ୍ଟରେ ବଡ଼ ଫାଟ, ଦିଲ୍ଲୀ ନିର୍ବାଚନରେ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ : ଇଣ୍ଡିଆ ମେଣ୍ଟର ଦୁଇ ସଦସ୍ୟ ଦଳ- ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୟଙ୍କର ଭାବେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ । କେଜ୍ରିୱାଲଙ୍କୁ ଘେରିବା ପରେ ଉପରାଜ୍ୟପାଳଙ୍କୁ ଭେଟି ମହିଳା ସମ୍ମାନ ଯୋଜନା ବିରୋଧରେ ଫେରାଦ…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଦିଲ୍ଲୀ ଏମ୍ସରେ ଚିକିତ୍ସା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ଗୁରୁବାର ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା କାରଣରୁ ତାଙ୍କୁ ଦିଲ୍ଲୀ ଏମ୍ସରେ…

ବିହାର ଏନଡିଏରେ ହଟଚମଟ, ଜଣାପଡ଼ିଲା ବିଜେପିର ଭିତିରି କଥା !

ନୂଆଦିଲ୍ଲୀ: ବିହାରରେ ଏନଡିଏରେ ଚାଲିଛି କ'ଣ ? ବିଜେପି ଓ ଜେଡିୟୁ ମଧ୍ୟରେ ଠିକଠାକ୍ ଚାଲିଛି ତ ? ଏବେ ବିହାର ଏନଡିଏରେ କନ୍ଦଳ ଥିବା ନେଇ ଚର୍ଚ୍ଚା ସାମ୍ନାକୁ ଆସିଛ । କୁହାଯାଉଛି ବିଜେପି ଓ ଜେଡିୟୁ ମଧ୍ୟରେ ଫାଟ ଦେଖାଦେଇଛି । ନିକଟରେ ପାଳିତ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ଜାରି

ନୂଆଦିଲ୍ଲୀ: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ବର୍ତ୍ତମାନ ଏମରଜେନ୍ସି ଡିପାର୍ଟମେଣ୍ଟରେ ତାଙ୍କ ଚିକିତ୍ସା ଜାରି ରହିଛି । ୯୨…

ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରଙ୍କୁ ହାର୍ଟ ଆଟାକ

ନୂଆଦିଲ୍ଲୀ: ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରଙ୍କୁ ହାର୍ଟ ଆଟାକ। ଆଫଗାନିସ୍ତାନର ଖୋଷ୍ତ ପ୍ରଦେଶରେ ଆତଙ୍କବାଦୀଙ୍କୁ ତାଲିମ ଦେଉଥିବା ବେଳେ ହୃଦଘାତ ହୋଇଥିବା କୁହାଯାଉଛି। ରିପୋର୍ଟ ଅନୁଯାୟୀ, ମସୁଦ ଅଜହର ବର୍ତ୍ତମାନ କରାଚିରେ ଥିବା ଆର୍ମି…

ୱିକିପିଡିଆକୁ ମସ୍କ ଦେଲେ ଅଫର; ନାଁ ବଦଳାଇଲେ ମିଳିବ ଏତେ କୋଟି

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସ୍ ଏକ୍ସର ସିଇଓ ତଥା ସୋସିଆଲ୍ ନେଟୱାର୍କିଂ ସାଇଟ 'ଏକ୍ସ'ର ପ୍ରତିଷ୍ଠାତା ୱିକିପିଡ଼ିଆକୁ ୮,୫୩୯ କୋଟି ଟଙ୍କାର ଅଫର ଦେଇଛନ୍ତି। ଯଦି ୱିକିପିଡିଆ ନିଜ ନାମ ପରିବର୍ତ୍ତନ କରି ଡିକିପିଡିଆ କରେ ତାହେଲେ ସେ ତାକୁ ୧ ବିଲିୟନ ଡଲାର (ପ୍ରାୟ ୮୫୩୯ କୋଟି ଟଙ୍କା)…