Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାଦେବ ବେଟିଂ ଆପ୍ ମାମଲାର ଇଡିର ବଡ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ ଗୋବିନ୍ଦ କେଡିଆ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ମାମଲାର ପ୍ରମୁଖ ଷ୍ଟକ୍ ପୋର୍ଟଫୋଲିଓ ଦଲାଲ୍ ଗୋବିନ୍ଦ କେଡିଆଙ୍କୁ ଗିରଫ କରିଛି ଇଡି । କୋଲକାତାରୁ ତାଙ୍କୁ ଗିରଫ କରିଛି ଇଡି l ଯାଞ୍ଚ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା ନେଇ ସୂଚନା ଦେଇଛି ଇଡି l ଇଡିର କହିବା ଅନୁସାରେ କେଡିଆ ଷ୍ଟକ୍…

ଜମ୍ମୁ-କାଶ୍ମୀରର ବିଚ୍ଛିନ୍ନତା ଚାହୁଁଥିବା ସଂଗଠନ ସହ ସୋନିଆଙ୍କ ଯୋଗସୂତ୍ର!

ନୂଆଦିଲ୍ଲୀ: କଂଗ୍ରେସ ବିରୋଧରେ ବିଜେପିର ବଡ଼ ଅଭିଯୋଗ। ଦେଶରୁ ଜମ୍ମୁ-କାଶ୍ମୀରର ବିଚ୍ଛିନ୍ନତା ଚାହୁଁଥିବା ସଂଗଠନ ସହିତ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମ୍ପୃକ୍ତି ରହିଛି ବୋଲି ବିଜେପି ଅଭିଯୋଗ ଆଣିଛି। କେବଳ ସୋନିଆ ନୁହନ୍ତି, ରାହୁଲ ଗାନ୍ଧୀ ମଧ୍ୟ ଭାରତର ଅର୍ଥନୀତିକୁ…

ପୁଷ୍ପା ୨ ଅଘଟଣ, ୩ ଗିରଫ

ହାଇଦ୍ରାବାଦ: ନିକଟରେ ରିଲିଜ୍ ହୋଇଥିବା ଅଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ପୁଷ୍ପା ୨: ଦ ରୁଲ୍'ର ପ୍ରିମିୟର ଶୋ’ ବେଳେ ହାଇଦ୍ରାବାଦର ଏକ ଥିଏଟର ସାମ୍ନାରେ ଦଳଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇଦ୍ରାବାଦ ପୋଲିସ ଗତକାଲି ୩ ​​ଜଣଙ୍କୁ ଗିରଫ କରିଛି। ସଂନ୍ଧ୍ୟା ଥିଏଟରର ମାଲିକ ଓ…

ରାଜଧାନୀର ୨ଟି ସ୍କୁଲକୁ ବୋମା ଧମକ, ଘରକୁ ଫେରିଗଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀର ୨ଟି ସ୍କୁଲକୁ ବୋମା ଧମକ ମିଳିଛି । ଡିପିଏସ୍ ଆରକେ ପୁରମ, ଜିଡି ଗୋଏଙ୍କା ସ୍କୁଲକୁ ସକାଳୁ ସକାଳୁ ଧମକପୂର୍ଣ୍ଣ ମେଲ୍ ପଠାଇଛନ୍ତି ଦୁର୍ବୃତ୍ତ । ମେଲରେ ସ୍କୁଲକୁ ବୋମାରେ ଉଡ଼ାଇ ଦେବାର ଧମକ ଆସିଛି । ଏନେଇ ଜଣାପଡ଼ିବା ପରେ ସ୍କୁଲକୁ ଆସିଥିବା…

ଋଷ୍ ଦେଲା ଶରଣ, ମସ୍କୋରେ ସିରିଆର ରାଷ୍ଟ୍ରପତି

ନୂଆଦିଲ୍ଲୀ: ରୁଷ୍‌ରେ ଅଛନ୍ତି ସିରିଆ ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ । କାଲି ଦେଶ ଛାଡ଼ି ପଳାଇବା ପରେ ରୁଷିଆରେ ଶରଣ ନେଇଛନ୍ତି ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ । ବଶର୍ ଅଲ୍-ଅସଦଙ୍କ ସହ ପରିବାରକୁ ରାଜନୈତିକ ଶରଣ ଦେଇଛନ୍ତି ପୁଟିନ୍ । ଆଫଗାନିସ୍ତାନ, ବାଂଲାଦେଶ ପରେ ଏବେ ସିରିଆରେ ଶାସକଙ୍କ…

ମହାକୁମ୍ଭ ପାଇଁ ରେଳବାଇର ପ୍ରସ୍ତୁତି ଅନୁଧ୍ୟାନ କଲେ ଅଶ୍ୱିନୀ ବୈଷ୍ଣବ, ଚାଲିବ ୧୩ ହଜାର ଟ୍ରେନ

ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫  କାରଣରୁ ଶ୍ରଦ୍ଧାଳୁଙ୍କ ପାଇଁ ବଡ ପଦକ୍ଷେପ ନେଇଛି ରେଳବାଇ ବିଭାଗ। ମହାକୁମ୍ଭ ପାଇଁ ଶ୍ରଦ୍ଧାଳୁଙ୍କ ସୁବିଧା ଦୃଷ୍ଟିରୁ ଚାଲିବ ୧୩ ହଜାର ଟ୍ରେନ। ଏଥିରେ ୩ ହଜାର ସ୍ୱତନ୍ତ୍ର ଓ ୧୦ ହଜାର ନିୟମିତ ଟ୍ରେନ ରହିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…

ଚୂନ ପାଉଡର ଟ୍ରକ୍‌ ଟାଙ୍କି ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ଚୂନ ପାଉଡର ଟ୍ରକ୍‌ ଟାଙ୍କି ଭିତରୁ ଏକ ମୃତଦେହ ଠାବ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ଭାଲୁବସା ପେଟ୍ରୋଲ ଟାଙ୍କି ସମ୍ମୁଖ ନୋ ଏଣ୍ଟ୍ରି ଜୋନରେ ଏଭଳି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବିଆର-୨୪…

ସଚିନଙ୍କୁ ମିଳିଲା ସିନ୍ଧୁଙ୍କ ବିବାହ ନିମନ୍ତ୍ରଣ ପତ୍ର, ଦେଖନ୍ତୁ କାର୍ଡର ଫାଷ୍ଟ ଲୁକ୍

ନୂଆଦିଲ୍ଲୀ:ଲୋକପ୍ରିୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସିନ୍ଧୁ ଡିସେମ୍ବର ୨୨ରେ ରାଜସ୍ଥାନର ଉଦୟପୁରରେ ହାଇଦ୍ରାବାଦର ଆଇଟି ପ୍ରଫେସନାଲ୍ ଭେଙ୍କଟ ଦତ୍ତା ସାଇଙ୍କ ସହ ବିବାହ କରିବେ । ତେବେ ସିନ୍ଧୁ ନିଜ ବାହାଘରକୁ ନିମନ୍ତ୍ରଣ କରିବାକୁ…

ମାଡ଼ି ଆସୁଛି ଜାଡ, ଶୀତରେ ଥରିବ ରାଜଧାନୀ

ନୂଆଦିଲ୍ଲୀ: ଏବେ ରାଜଧାନୀ ଦିଲ୍ଲୀର ସ୍ଥିତି ଆଶାତୀତ ଭାବେ ଭଲ ରହିଛି। ଧିରେ ଧିରେ ପ୍ରଦୂଷଣର ମାତ୍ର କମିଥିବା ବେଳେ ଏବେ ତାପମାତ୍ରା କମିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି। ତାପମାତ୍ରା ପାରଦ ୩ ରୁ ୪ ଡିଗ୍ରୀକୁ ଖସିବା ସହ ପ୍ରବଳ ଶୀତ ଅନୁଭୂତ ହେବ। ଆସନ୍ତା ୧୦…

ଆସିଲା ୱାସିଂ ମେସିନ୍: ମଣିଷକୁ ଧୋଇ ଶୁଖେଇବ ୧୫ ମିନିଟରେ

ନୂଆଦିଲ୍ଲୀ: ଏଣିକି ଗାଧୋଇବାକୁ ଲୋକଙ୍କୁ ଆଉ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ପାଣି ମାର, ସାବୁନ ଦ୍ବାରା ଶରୀରକୁ ସଫା କର ଇତ୍ୟାଦି ଇତ୍ୟାଦି ପ୍ରୋସେସରୁ ଏବେ ମୁକ୍ତି ମିଳିବ। ସିଧା ମେସିନ୍ ଭିତରକୁ ପଶିବ ଆଉ ବାହାରିବ, ଗାଧୁଆ ଶେଷ। ଏମିତି କିଛି ନୂଆ ମେସିନର ଆବିଷ୍କାର କରିଛନ୍ତି…