Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେତେଦିନ ବଞ୍ଚିବେ? ଆପଣଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିବ ‘ଡେଥ୍ କ୍ଲକ୍’

ନୂଆଦିଲ୍ଲୀ: ଏକ କୃତ୍ରିମ ବୁଦ୍ଧିମତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ-ଏଆଇ) ଆପ୍, ଡେଥ୍ କ୍ଲକ୍, ସେମାନଙ୍କର ଜୀବନଶୈଳୀ ଅଭ୍ୟାସ ଉପରେ ଆଧାର କରି ଉପଭୋକ୍ତାଙ୍କ ଆୟୁଷ ପୂର୍ବାନୁମାନ କରିବାର କ୍ଷମତା ପାଇଁ ଲୋକପ୍ରିୟତା ହାସଲ କରିଛି। ଜୁଲାଇରେ ଆରମ୍ଭ ହେବା ପରଠାରୁ ୧୨୫,୦୦୦ରୁ ଅଧିକ ଡାଉନଲୋଡ୍…

ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ, ୪୦ ବରଯାତ୍ରୀଙ୍କୁ ବାନ୍ଧିଲା ପୋଲିସ

ପାଟନା: ନାଗିନ ଡାନ୍ସ କରିବାକୁ ମଦ ପିଇଥିଲେ ବରଯାତ୍ରୀ। ୪୦ ବରଯାତ୍ରୀଙ୍କୁ ଉଠାଇନେଲା ପୋଲିସ। ଏପରି ଘଟଣା ଘଟିଛି ବିହାରରେ। କାରଣ ବିହାରରେ ୨୦୧୬ ମସିହାରୁ ମଦ୍ୟପାନ, ବିକ୍ରି ଏବଂ ଚାଲାଣ ସବୁକିଛି ବ୍ୟାନ କରାଯାଇଛି। ଏହା ସତ୍ତ୍ୱେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ୪୦ ଜଣ…

ଡିସେମ୍ବର ୬ରୁ ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ, ପ୍ରତିଦିନ କରିବେ ପଦଯାତ୍ରା

ନୂଆଦିଲ୍ଲୀ: ଡିସେମ୍ବର ୬ରୁ ଦିଲ୍ଲୀ ଅଭିମୁଖେ ବାହାରିବେ ଚାଷୀ। ବିଭିନ୍ନ ଦାବି ନେଇ ହରିୟାଣା-ପଞ୍ଜାବ ଶମ୍ଭୁ ବର୍ଡର ଏବଂ ଖନୌରୀ ବର୍ଡରରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ତେବେ ଟ୍ରାକ୍ଟର ନେଇ ଆଗକୁ ବଢ଼ିବାକୁ ଅନୁମତି ନଥିବାରୁ ଚାଷୀ ଏଥର ଚାଲି ଚାଲି…

ସ୍ଵାଧିନତା ପରେ ଗଢିଉଠିଥିଲା ଭାରତର ଏହି ୧୦ ସହର….

ଭୁବନେଶ୍ଵର: ସ୍ୱାଧୀନତା ପରେ ଭାରତରେ ଅନେକ ନୂତନ ସହର ଗୁଡିକ ପ୍ରତିଷ୍ଠା ହୋଇଥିଲା । ଯାହା ଆଜି ବି ତା’ର ଅଖଣ୍ଡତା ବଜାୟ ରଖିଛି । ଅର୍ଥନୈତିକ, ଶିଳ୍ପ, ପ୍ରଶାସନିକ ଏବଂ ସାଂସ୍କୃତିକ ବିକାଶ ପାଇଁ ଏହି ସହରଗୁଡିକ ପ୍ରତିଷ୍ଠା କରାଯାଇଥିଲା । ତେବେ ଆସନ୍ତୁ ଜାଣିବା ସେହି ସହର ବିଷୟରେ……

ନଦୀରେ ଭାସିଗଲେ ମାଲିକ, ଥଣ୍ଡାକୁ ଖାତିର ନକରି ବରଫରେ ବସି ରହିଛି ଅବୁଝା ‘ବେଲକା’

ମସ୍କୋ: କୁହାଯାଏ ଯେ “କୁକୁର ହେଉଛି ମଣିଷର ପ୍ରକୃତ ବନ୍ଧୁ”।ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ଚର୍ଚ୍ଚା ରେ ଅଛି ଯେଉଁଠି ମାଲିକଙ୍କ ପ୍ରତି କୁକୁରର ଅହେତୁକ ପ୍ରେମ ସାରା ବିଶ୍ୱରେ ଲୋକଙ୍କ ହୃଦୟକୁ ଛୁଇଁ ପାରିଛି। ତେବେ ଆସନ୍ତୁ ଜାଣିବା କ'ଣ ରହିଛି ପୂରା ଘଟଣା। କିଛି ଦିନ ପୂର୍ବେ ଜଣେ…

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୁଶୁଡିଲା ଟନେଲ୍, ଜଣେ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ କୋଟା ଜିଲ୍ଲାର ମୁକୁନ୍ଦରା ହିଲ୍ସ ଟାଇଗର ରିଜର୍ଭ ନିକଟରେ ଶନିବାର ନିର୍ମାଣାଧୀନ ୮ ଲେନ ବିଶିଷ୍ଟ ଟନେଲରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଟନେଲ ଭୁଶୁଡ଼ିବା କାରଣରୁ ଚାରିଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ସୂଚନା ପାଇବା ମାତ୍ରେ…

ଆଇସିସିର ଚେୟାରମ୍ୟାନ ବନିଲେ ଜୟ ଶାହା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜୟ ଶାହା। ନିଜେ ଏନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେଉଛି। ତେବେ ଜୟ ଶାହାଙ୍କ ପାଇଁ ପ୍ରଥମ କାର୍ଯ୍ୟ ତଥା ଚ୍ୟାଲେଞ୍ଜ ହେଉଛି ଆଇସିସି…

ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ; ଚାଲିଗଲା ଜଣଙ୍କ ଜୀବନ

କୋଟା: ରାଜସ୍ଥାନର କୋଟା ଜିଲ୍ଲାର ମୁକୁନ୍ଦରା ସହରରେ ଗତକାଲି ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପାଇଁ ନିର୍ମାଣ ହେଉଥିବା ଟନେଲଟି ହଠାତ୍ ଭୁଶୁଡି ପଡିଛି । ଫଳରେ ସେଠାରେ କାର୍ଯ୍ୟ କରୁଥିବା କିଛି ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଏନେଇ…

ଆପ୍ ର ବଡ ଘୋଷଣା, ହେବନି ମେଣ୍ଟ, ଏକା ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଆପ୍ ବିଧାୟକ ନରେଶ ବାଲ୍ୟାନ ଗିରଫ ହେବାର ଦିନକ ପରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବିଧାନସଭା ନିର୍ବାଚନ ୨୦୨୫କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ମେଣ୍ଟ ହେବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି କେଜ୍ରିୱାଲ ।…

ମୁଖ୍ୟମନ୍ତ୍ରୀ ରେସରେ ଫଡନାଭିସ୍ ପସନ୍ଦ, ନା ନୂଆ ଚେହେରା ଦେବ ବିଜେପି?

ନୂଆଦିଲ୍ଲୀ: କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ଜନାଦେଶର ସପ୍ତାହ ପରେ ବି ଏହାକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ । ବିଜେପି ନେତୃତ୍ବରେ ମହାୟୁତି ମେଣ୍ଟ ବିଜୟ ହାସଲ କଲା ପରେ ମହାରାଷ୍ଟ୍ର ରାଜନୀତିରେ ଏବେ ଅଧିକ ଉଷ୍ମତା ଦେଖାଦେଇଛି । ଆସନ୍ତା ୫ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ…