Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହସ୍ପିଟାଲରେ ୧୦ ବର୍ଷୀୟ ଶିଶୁର ଆଙ୍ଗୁଠି ଖାଇଗଲା ମୂଷା

ଜୟପୁର: ଜୟପୁରର ଏକ ସରକାରୀ ଡାକ୍ତରଖାନାରେ କର୍କଟ ରୋଗର ଚିକିତ୍ସା ପାଇଁ ଆସିଥିବା ୧୦ ବର୍ଷୀୟ ଶିଶୁର ଆଙ୍ଗୁଠିକୁ ଖାଇଗଲା ମୂଷା। ଫଳରେ ପିଲାଟିର ମୃତ୍ୟୁ ହୋଇଯାଇଛି। ଯଦିଓ ଡାକ୍ତରଖାନା କର୍ତ୍ତୁପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ମାମଲାରେ ରାଜସ୍ଥାନ ସରକାର ଏକ ତଦନ୍ତ କମିଟି…

ଆପ୍ ପାଇଁ ‘ଦିଲ୍ଲୀ’ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଶୀତ ଭିତରେ ସରଗରମ ହେଲାଣି ରାଜନୀତି । କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ପାଇଁ ଏଥର ସହଜ ହେବନି ଦିଲ୍ଲୀ ଲଢେଇ । ଲୋକସଭା ନିର୍ବାଚନରେ କଂଗ୍ରେସ ସହ ହାତ ମିଳାଇ ମଇଦାନକୁ ଓହ୍ଲାଇଥିଲା । ହେଲେ ନା କଂଗ୍ରେସ ନା ଆପ୍, କେହି ଗୋଟିଏ ବି ସିଟ୍ ଜିତିପାରିଲେନି ।…

ମାନବ ମସ୍ତିଷ୍କରେ ରହିଛି କି ବ୍ଲାକ ବକ୍ସ? 

ନୂଆଦିଲ୍ଲୀ: ଆମର ମସ୍ତିଷ୍କ ଏକ ମେମୋରୀ ଚିପ ପରି। ଯେଉଁଥିରେ ଅସୀମିତ ତଥ୍ୟ ସଞ୍ଚୟ ହୋଇପାରିବ। ଯାହା ଆଜୀବନ ସ୍ମୃତି ହୋଇ ରହିଥାଏ। ବୈଜ୍ଞାନିକମାନେ ଧୀରେ ଧୀରେ ମସ୍ତିଷ୍କର ଏହି ବ୍ଲାକ ବକ୍ସ ଖୋଲିବାକୁ ଚେଷ୍ଟା କରୁଛନ୍ତି। ଆସନ୍ତୁ ଜାଣିବା ମାନବ ମସ୍ତିଷ୍କରେ ଥିବା ଏହି ବ୍ଲାକ ବକ୍ସ…

ଆମେରିକାରେ ଟିକଟକ୍ ହେବ କି ବ୍ୟାନ ? ଆପ୍ ଅପସାରଣ କରିବାକୁ ଗୁଗୁଲ୍-ଆପଲକୁ ଲେଖାଗଲା ଚିଠି

ନୂଆଦିଲ୍ଲୀ :ଭାରତୀୟ-ଆମେରିକୀୟ ରାଜା କୃଷ୍ଣମୂର୍ତ୍ତିଙ୍କ ସମେତ ଆମେରିକାର ଦୁଇ ଜଣ ସାଂସଦ ଗୁଗୁଲ ଏବଂ ଆପଲକୁ ଚିଠି ଲେଖିଛନ୍ତି ଯେ ଟିକଟକକୁ ସେମାନଙ୍କ ଆପ ଷ୍ଟୋରରୁ ହଟାଇବାକୁ। ଏପ୍ରିଲରେ ରାଷ୍ଟ୍ରପତି ଜୋ ବାଉଡେନଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଏକ ବିଲ୍ ଆଇନରେ ପରିଣତ ହୋଇଥିଲା ,…

ସିଡି ଭାଙ୍ଗିଦେଲା ପ୍ରଶାସନ, ଜେସିବିରେ ଓହ୍ଲାଇଲେ କର୍ମଚାରୀ ଓ ଗ୍ରାହକ

ପାଟଣା: ବିହାରର ବକ୍ସରରେ ଏଭଳି ଏକ ଘଟଣା ଘଟିଛି। ଯାହାର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଲ୍ଡିଂର ପ୍ରଥମ ମହଲାରେ ଥିବା ବ୍ୟାଙ୍କକୁ ଯାଇଥିଲେ ଗ୍ରାହକ ଏବଂ କର୍ମଚାରୀମାନେ। ହେଲେ କାମ ସାରି ବାହାରିଲା ବେଳକୁ ତଳକୁ ଯିବା ପାଇଁ ଥିବା ସିଡି ଅଚାନକ ଭାଙ୍ଗି ଯାଇଥିଲା।…

ଦୁଇ ପୁଅ ସହ ଆତ୍ମହତ୍ଯା କଲେ ମା, ବୋହୂ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ

ଯୋଧପୁର: ଯୋଧପୁରର ଓସିଆନ ଥାନାରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଯେଉଁଠି ମା ଏବଂ ଦୁଇ ଭାଇ ଆତ୍ମହତ୍ଯା କରିଛନ୍ତି। ପତ୍ନୀଙ୍କ ଦ୍ୱାରା ବାରମ୍ବାର ନିର୍ଯ୍ୟାତନା ହେତୁ ସେମାନେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ପରିବାରର ତିନିଜଣଙ୍କ ମୃତଦେହ ଉଦ୍ଧାର…

କଥା ଦେଇ କଥା ରଖିନାହାନ୍ତି କେଜ୍ରିଓ୍ବାଲ: ନିଜେ ସ୍ବୀକାର କଲେ….

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଦେିଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି କେଜ୍ରିଓ୍ବାଲ । ନିଜ ମୁହଁରେ ସ୍ବୀକାର କଲେ । କହିଲେ କରୋନା ଆଉ ବିଜେପି ପ୍ରତିଶ୍ରୁତି ପୂରଣ କରିବାରେ ବାଧା ସୃଷ୍ଟି କରିଛନ୍ତି । ତେବେ ଆଜି ଜାତୀୟ ଗଣମାଧ୍ୟମକୁ ନିଜର ସ୍ବତନ୍ତ୍ର ସାକ୍ଷାତକାର ଦେଇ…

ଅଲ୍ଲୁଙ୍କ ଆରେଷ୍ଟ ଫଛରେ ଥିଲା କି ରାଜନୈତିକ ଚାଲ୍?: ପୋଲିସର ପକ୍ଷ ନେଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ୍: କାଲିଠୁ ଦେଶରେ ଭାଳେଣି ପଡିଛି । ତାହା ହେଲା ସାଉଥ୍ ସୁପରଷ୍ଟାର ତଥା ଦେଶର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ । ତେଲେଙ୍ଗାନା ହାଇକୋର୍ଟର ଅନ୍ତରୀଣ ଜାମିନ୍ ପ୍ରଦାନ ପରେ ବି ରାତି ତମାମ ଜେଲରେ କାଟିଥିଲେ ଅଲ୍ଲୁ । ଆଜି ସକାଳୁ ସକାଳୁ ସେ ଜେଲରୁ ବାହାରି…

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ନୂଆଦିଲ୍ଲୀର ଆପୋଲୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଶନିବାର ସୂତ୍ରରୁ ପ୍ରକାଶ। ଆଡଭାନିଙ୍କୁ ବର୍ତ୍ତମାନ ଅବଜଭେସନରେ ରଖାଯାଇଛି। ତାଙ୍କ…