Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାହିଁକି ଏତେ ଭୟଙ୍କର ଭୂମିକମ୍ପ? ନେଲାଣି ପାଖାପାଖି ୧୦୦ ଜୀବନ!

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଥରିଲା ନେପାଳ-ତିବ୍ବତ ସୀମା । ଆଜି ସକାଳୁ ସକାଳୁ ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଲାଗ୍ ଲାଗ୍ ୬ଟି ଭୂମିକମ୍ପ ଝଟକାରେ ଥରିଥିଲା ନେପାଳ ତିବ୍ବତ ସୀମା । ଆଉ ନିମିଶକେ ସବୁ କିଛି ଛାରକାର କରିଦେଇଥିଲା । ଭୂମିକମ୍ପ ଏତେ ଭୟାବହ ଥିଲା ଯେ…

ଅନ୍ୟ ଦେଶର ନାଗରିକତା ନେଉଛନ୍ତି ପାକିସ୍ତାନ ପ୍ରଶାସନିକ ଅଧିକାରୀ, ବିପଦରେ ଦେଶର ସୁରକ୍ଷା

ନୂଆଦିଲ୍ଲୀ : ଘୋର୍ ଆର୍ଥିକ ବିପର୍ଯ୍ୟୟ ଭିତରେ ଗତି କରୁଛି ପାକିସ୍ତାନ । ଯୁଆଡ଼େ ଦେଖିବ ଭୋକର ବିକଳ ଚିତ୍ର । ଦେଶରେ ଦେଖାଦେଲାଣି ଟଙ୍କାର ଅଭାବ। କେବଳ ଆର୍ଥିକ ବିପର୍ଯ୍ୟୟ ନୁହେଁ ରାଜନୈତିକ ଅସ୍ଥିରତା ଓ ଆତଙ୍କବାଦୀ ସମସ୍ୟା ମଧ୍ୟ ପାକିସ୍ତାନକୁ ପଛୁଆ କରି ରଖିଛି । ଏହାରି ଭିତରେ…

ଦିଲ୍ଲୀ ଦଙ୍ଗଲରେ ଏଆଇ ଅସ୍ତ୍ର

ନୂଆଦିଲ୍ଲୀ: ଫେବ୍ରୁଆରୀ ୫ତାରିଖରେ ଭୋଟ୍ ଦେବ ଦିଲ୍ଲୀ। ୮ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ କମିଶନ ଦିଲ୍ଲୀର ୭୦ ସିଟ୍ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଆହୁରି ବଢିଛି ନିର୍ବାଚନୀ ତାତି । ୧କୋଟି ୫୫ଲକ୍ଷ ଭୋଟର ନେତାଙ୍କ ଭାଗ୍ୟର ନିଷ୍ପତ୍ତି ନେବେ । ଦୁର୍ନୀତି…

ବିଗୁଡୁଛି ପ୍ରଶାନ୍ତ କିଶୋରଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ଆଇସିୟୁରେ ଭର୍ତ୍ତି

ପାଟନା: ଜନ ସୁରଜ ପାର୍ଟ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଗତ ଦୁଇ ଜାନୁଆରୀରୁ ସେ ଆମରଣ ଅନଶନରେ ବସିଛନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ଆଜି ତାଙ୍କୁ ପାଟନାରେ ଥିବା ମେଦାନ୍ତ ହସ୍ପିଟାଲ ଆଇସିୟୁରେ…

ଦଳ ଛାଡିବେ ଶରଦ ପାଓ୍ବାରଙ୍କ ସାଂସଦ !

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ‘ମହା’ଟୁଇଷ୍ଟ ! ଶରଦ ପାଓ୍ବାରଙ୍କ ଦଳରେ ବିଦ୍ରୋହ ! ଦଳର ୮ସାଂସଦ ଅଜିତ ପାଓ୍ବାରଙ୍କ ଏନସିପିରେ ହେବେ ସାମିଲ ! ସୁପ୍ରିୟାଙ୍କୁ ମନ୍ତ୍ରୀ ପଦ ପାଇଁ ପାଓ୍ବାରଙ୍କ ଲବି ! ମହାରାଷ୍ଟ୍ରରେ ବିରୋଧୀ ମହାବିକାଶ ଅଘାଡିକୁ ଲାଗିପାରେ ଜୋର କା ଝଟକା । ଶରଦ…

ଦିଲ୍ଲୀରେ ପୋଷ୍ଟର ୱାର୍ ଜାରି, ଶାହଙ୍କୁ ‘ନିର୍ବାଚନୀ ମୁସଲମାନ’ କହିଲା ଆପ୍

ନୂଆଦିଲ୍ଲୀ: ବାଜିଲା ଦିଲ୍ଲୀ ନିର୍ବାଚନ ବିଗୁଲ। ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନ ପାଇଁ ଆଉ କିଛି ଦିନ ବାକିଥିବା ବେଳେ ରାଜଧାନୀରେ ଆରମ୍ଭ ହୋଇଯାଇଛି ପୋଷ୍ଟର ୱାର। ଶାସକ ଆମ୍ ଆଦମୀ ପାର୍ଟି ଓ ବିରୋଧୀ…

କ’ଣ କୋଭିଡ୍-୧୯ ଆଉ ଏଚଏମପିଭି ଭିତରେ କିଛି ସମାନତା ରହିଛି ?

ନୂଆଦିଲ୍ଲୀ: ଏବେ ଦେଶକୁ ଘାରିଛି ଏଚଏମପିଭି ଚିନ୍ତା । ୨ ଦିନ ଭିତରେ ୭ଟି ଶିଶୁ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ମାମଲା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଆଡଭାଇଜରି ଜାରି କରିଛନ୍ତି ସେଠିକା ସରକାର । ମାସ୍କ ପିନ୍ଧିବା ସହ ଗହଳିପୂର୍ଣ୍ଣ ସ୍ଥାନକୁ…

ମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ପୁଣି ଥରେ ଏପରି କିଛି କରିଦେଖାଇଛି ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ । ଇସ୍ରୋ ପୁଣି ଥରେ ଇତିହାସ ସୃଷ୍ଟି କରିଛି । ଯେଉଁଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ମହାକାଶରେ ଜୀବନର ସନ୍ଧାନ ଦୀର୍ଘ ସମୟ ଧରି ଚାଲିଥିଲା…

ଫେବୃଆରୀ ୫ରେ ହେବ ଦିଲ୍ଲୀ ନିର୍ବାଚନ, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଘୋଷଣା ହେଲା ତାରିଖ । ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ। ଫେବୃଆରୀ ୫ରେ ପଡିବ ଭୋଟ । ମଇଦାନରେ ପାଓ୍ବାର ଦେଖାଇବେ ପ୍ରମୁଖ ଦଳ । ଏନେଇ ଆଜି ତାରିଖ ଘୋଷଣା କରିଛି ନିର୍ବାଚନ ଆୟୋଗ । ଆସନ୍ତା ଫେବୃଆରୀ ୫ରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀରେ ଭୋଟ ଗ୍ରହଣ କାର୍ଯ୍ୟ…

ସୁନା ଭଳି ରୂପାର ହେବ କି ହଲମାର୍କିଂ? ଭାରତୀୟ ମାନକ ବ୍ୟୁରୋକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ସୁନା ଅଳଙ୍କାର ପାଇଁ ବାଧ୍ୟତାମୂଳକ ହଲମାର୍କିଂ ପରେ ବର୍ତ୍ତମାନ ସରକାର ରୂପା ଅଳଙ୍କାରର ବାଧ୍ୟତାମୂଳକ ହଲମାର୍କିଂ ପାଇଁ ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଭାରତୀୟ ମାନକ ବ୍ୟୁରୋକୁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏନେଇ ଗୁଜରାଟ, କର୍ଣ୍ଣାଟକ କଳି କିଛି ରାଜ୍ୟର…