Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବସ ଧକ୍କାରେ ପୋଲିସ କନଷ୍ଟେବଳଙ୍କ ସମେତ ଦୁଇ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଆଉଟର୍ ରିଙ୍ଗ ରୋଡରେ ଅବସ୍ଥିତ ମଠ ବଜାର ନିକଟରେ ହୋଇଥିବା ସଡକ ଦୁର୍ଘଟଣାରେ ପୋଲିସ କନଷ୍ଟେବଳଙ୍କ ସମେତ ଦୁଇ ଜଣଙ୍କର ମୃତ୍ଯୁ ଘଟିଛି। ମୃତକ ଦ୍ୱୟ ହେଲେ କନଷ୍ଟେବଳ ଭିକ୍ଟର ଓ ଅନ୍ୟ ଜଣେ ପଥଚାରୀ। ଗାଜିପୁର ନିବାସୀ ଦିଲ୍ଲୀ ପରିବହନ ନିଗମର ବସ୍ ଡ୍ରାଇଭର ବିନୋଦ…

ଲରେନ୍ସ ବିଷ୍ଣୋଇଙ୍କୁ ହିରୋ ଦର୍ଶାଇ ଟି-ସାର୍ଟ ବିକି ଫସିଲେ ଏହି ଦୁଇ ଇ-କମର୍ସ ପ୍ଲାଟଫର୍ମ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋଥିବା ଟି-ସାର୍ଟ ବିକ୍ରି କରି ଚର୍ଚ୍ଚାରେ ଅନଲାଇନ୍ ସପିଂ ପ୍ଲାଟଫର୍ମ ମିଶୋ । ଏହି ଟି-ସାର୍ଟ ସାମ୍ନାକୁ ଆସିବା ପରେ ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଛି ଏହି ପ୍ଲାଟଫର୍ମ । ଏକ ଅଧିକାରୀଙ୍କ ବିବୃତ୍ତିରେ କମ୍ପାନୀ କହିଛି ଯେ, ଏହି…

ଦିନକୁ ୧୬ ଥର ସୂର୍ଯ୍ୟୋଦୟ ଓ ସୂର୍ୟ୍ଯାସ୍ତ ଦେଖୁଛନ୍ତି ସୁନିତା ୱିଲିୟମ

ନୂଆଦିଲ୍ଲୀ: ପୃଥିବୀର ଲୋକମାନେ ଦିନରେ କେବଳ ଥରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିଥାନ୍ତି କିନ୍ତୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ରହୁଥିବା ମହାକାଶଚାରୀମାନେ ଯଥା ଆଇଏସଏସ ଦିନରେ ୧୬ ଥର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଦେଖିଥାନ୍ତି। ୫ ମାସ ଧରି ସ୍ପେସ୍ ଷ୍ଟେସନରେ ଫସି ରହିଛନ୍ତି…

ଚୁଇଙ୍ଗମ୍ ନେଲା ଜୀବନ, ଜାଣନ୍ତୁ ପିଲାଙ୍କ ପାଇଁ କେତେ କ୍ଷତିକାରକ ଚୁଇଙ୍ଗମ୍

କାନପୁର; ଚୁଇଙ୍ଗମ୍ ଖାଇ ଚାଲିଗଲା 4 ବର୍ଷର ଶିଶୁର ଜୀବନ l ୟୁପିର କାନପୁରରୁ ଆସିଛି ଏକ ଯନ୍ତ୍ରଣାଦାୟକ ଘଟଣା l ଚୁଇଙ୍ଗମ୍ ଖାଇ ଜଣେ 4 ବର୍ଷର ଶିଶୁର ମୃତ୍ୟୁ ଘଟିଛି l ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପିଲାଟି ତାଙ୍କ ଘରେ ଥିବା ଦୋକାନରୁ ଏକ ଚୁଇଙ୍ଗମ୍ କିଣି ଖାଇଥିଲା l କିନ୍ତୁ ଖାଇବା ପରେ…

‘ନ୍ୟାୟପାଳିକାର ସ୍ୱାଧୀନତାର ଅର୍ଥ ସରକାରଙ୍କ ବିରୋଧରେ ନିଷ୍ପତ୍ତି ନେବା ନୁହେଁ’

ନୂଆଦିଲ୍ଲୀ: ସ୍ବାଧୀନ ନ୍ୟାୟପାଳିକାର ଅର୍ଥ ଏହା ନୁହେଁ ଯେ, ନ୍ୟାୟପାଳିକା ସବୁବେଳେ ସରକାରଙ୍କ ବିରୋଧରେ ହିଁ ନିଷ୍ପତ୍ତି ଶୁଣାଇବ । ନ୍ୟାୟିକ ସ୍ବତନ୍ତ୍ରତାର ଅର୍ଥ  କେବଳ କାର୍ଯ୍ୟପାଳିକାଠୁ ନୁହେଁ ବରଂ ବିଭିନ୍ନ ପ୍ରକାରର ଚାପ ଏବଂ ବିଭିନ୍ନ ଗୋଷ୍ଠୀର ପ୍ରଭାବରୁ ମଧ୍ୟ ମୁକ୍ତ ହେବା ।…

ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା କାଚ ଫ୍ୟାକ୍ଟ୍ରି

ଫିରୋଜାବାଦ: ସୋମବାର ରାତିରେ ଜିଲ୍ଲାର ଏକ କାଚ କାରଖାନାର ଗୋଦାମରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ ଅନେକ ସମ୍ପତ୍ତି ନଷ୍ଟ ହୋଇଛି। ନିଆଁ କିପରି ଲାଗିଲା ତାହାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ, ନିଆଁର କାରଣ ସର୍ଟ ସର୍କିଟ ଯୋଗୁଁ ହୋଇଥାଇପାରେ ବୋଲି…

ଉଇକିପିଡିଆକୁ ନୋଟିସ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ: ଉଇକିପିଡ଼ିଆକୁ କେନ୍ଦ୍ର ସରକାର ଏକ ନୋଟିସ ପଠାଇଛନ୍ତି । ଏହି ବିଜ୍ଞପ୍ତିରେ କେନ୍ଦ୍ର ସରକାର ଲେଖିଛନ୍ତି ଯେ, ଉଇକିପିଡ଼ିଆ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନାରେ ଏକପାଖିଆ ଲେଖା ଏବଂ ବିଭ୍ରାନ୍ତିକର ତଥ୍ୟ ସମ୍ପର୍କରେ ଅନେକ ଅଭିଯୋଗ ଆସିଛି । ମଧ୍ୟସ୍ଥି ପରିବର୍ତ୍ତେ ଏହାକୁ…

ଆମେରିକାରେ କିଏ ଜିତିବ ନିର୍ବାଚନ, ଭବିଷ୍ୟବାଣୀ କଲା… 

ବ୍ୟାଙ୍କକ: ଭାଇରାଲ୍ ହେଉଥିବା ଥାଇଲ୍ୟାଣ୍ଡର ଗଣ୍ଡାକୁ ଆପଣ ନିଶ୍ଚୟ ଜାଣିଥିବେ। ଏହି ଭାଇରାଲ୍ ଜଳହସ୍ତି ମୋ ଡେଙ୍ଗ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କିଏ ​​ବିଜେତା ହେବ ସେନେଇ ଭବିଷ୍ୟବାଣୀ କରିଛି। ମୋ ଡେଙ୍ଗ୍ ର ଭବିଷ୍ୟବାଣୀ ଅନୁଯାୟୀ, ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ…

ଯୋଗୀ ସରକାରଙ୍କୁ ଝଟକା: ୟୁପି-ମାଦ୍ରାସା ଆକ୍ଟକୁ ସୁପ୍ରିମକୋର୍ଟଙ୍କ ମାନ୍ୟତା

ନୂଆଦିଲ୍ଲୀ: ଯୋଗୀ ସରକାରଙ୍କୁ ଝଟକା l ବଡ ରାୟ ଦେଲେ ସୁପ୍ରିମକୋର୍ଟ l ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ l ଉତ୍ତରପ୍ରଦେଶ ମାଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମକୁ ଖାରଜ କରିଥିଲେ ଏବଂ ଅନ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ରାଜ୍ୟ ସରକାରଙ୍କୁ…

ନାବାଳିକାଙ୍କୁ ହୋଟେଲରେ ଦୁଷ୍କର୍ମ କଲେ, ହୃଦଘାତରେ ଜୀବନ ଗଲା

ମୁମ୍ବାଇ: ମୁମ୍ବାଇର ଏକ ହୋଟେଲରୁ ୪୧ ବର୍ଷିୟ ମ୍ୟାନେଜରଙ୍କ ମୃତଦେହ ମିଳିଥିଲା। ଗୁଜୁରାଟର ଜଣେ ବ୍ୟକ୍ତି ନାବାଳିକାଙ୍କ ସହିତ ମୁମ୍ବାଇର ଏକ ହୋଟେଲରେ ପହଞ୍ଚିଥିଲେ। ସେଠାରେ ମିଛ ପରିଚୟ ଦେଇ ରହିବା ସହ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ସମୟରେ ତାଙ୍କ…