Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମବଙ୍ଗ: ବାଣ ନିଆଁରେ ୩ ଶିଶୁ ଜଳିଗଲେ

କୋଲକାତା : ପଶ୍ଚିମବଙ୍ଗ ହାଓଡା ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ବାଣ ଫୁଟାଇବା ସମୟରେ ୩  ଶିଶୁଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛି।  ନିଆଁ ଏତେ ଭୟଙ୍କର ଥିଲା ଯେ ଗୋଟିଏ ଘରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଖବର ମୁତବକ ଘଟଣା ସ୍ଥଳରେ…

ଆଜିଠୁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ, ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ: ଲାଗୁ ହେଲା ଟ୍ରେନ ଟିକେଟ ଆଡଭାନ୍ସ ରିଜରଭେସନ ବୁକିଂ ନେଇ ନୂଆ ନିୟମ। ଆଜିଠାରୁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ। ପୂର୍ବରୁ ୪ ମାସ ପୂର୍ବରୁ ଟିକେଟ ବୁକିଂ ନିୟମ ଥିଲା। ଏବେ କିନ୍ତୁ ୪ ମାସ ନୁହେଁ ୨ ମାସ ପୂର୍ବରୁ ବୁକିଂ କରିହେବ ଟ୍ରେନ ଟିକେଟ। ଅଗ୍ରୀମ…

କମିଲା ଭାରତ-ଚୀନ ତିକ୍ତତା: ପୂର୍ବ ଲଦାଖରେ ଡେମଚୋକ ସେକ୍ଟରରେ ଭାରତୀୟ ସେନାର ପାଟ୍ରୋଲିଂ ଆରମ୍ଭ

ଲଦାଖ: ଚୀନ୍ ସହ ତିକ୍ତତା କମିଯିବା ପରେ ଭାରତୀୟ ସେନା ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ଦେପସାଙ୍ଗ ସେକ୍ଟରରେ ପାଟ୍ରୋଲିଂ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ସୂଚନା ଦେଇଛି ଭାରତୀୟ ସେନା । ୨୦୨୦ ମସିହାରେ ଗଲୱାନ ଘାଟିରେ ସଂଘର୍ଷ ପରେ ପୂର୍ବ…

ମନ୍ଦିରରେ ଲମ୍ବା ଲାଇନରୁ ମିଳିବ ମୁକ୍ତି; କ୍ୟୁଆର କୋଡ ସ୍କାନ କଲେ ବାହାରିବ ପ୍ରସାଦ

ଉଜ୍ଜୈନ: ମଧ୍ୟପ୍ରଦେଶର ଉଜ୍ଜୈନ ସ୍ଥିତ ମହାକାଳେଶ୍ୱର ମନ୍ଦିରରେ ଏପରି ସୁବିଧା ହେବାକୁ ଯାଉଛି ସ୍ବଂୟଚାଳିତ ଭେଣ୍ଡିଂ ମେସିନରୁ ବାହାରିବ ପ୍ରସାଦ । ଆଉ ପ୍ରସାଦ ପାଇଁ ଦୀର୍ଘ ସମୟ ଧରି ଲମ୍ବା ଲାଇନ୍ ରେ ଠିଆ ହେବାକୁ ପଡିବନି । ମନ୍ଦିରରେ ଏଟିଏମ୍ ପରି ମେସିନ୍ ଲଗାଯାଉଛି । କେବଳ କ୍ୟୁଆର କୋଡ…

ପ୍ରସିଦ୍ଧ ଅର୍ଥନୀତିଜ୍ଞ ବିବେକ ଦେବରୟଙ୍କ ଦେହାନ୍ତ, ଥିଲେ ମୋଦିଙ୍କ ଚାଣକ୍ୟ

ନୂଆଦିଲ୍ଲୀ: ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ ବିବେକ ଦେବରୟଙ୍କ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଦେବରୟ ରାମକୃଷ୍ଣ ମିଶନ ବିଦ୍ୟାଳୟ (ନରେନ୍ଦ୍ରପୁର), ପ୍ରେସିଡେନ୍ସି କଲେଜ…

ଏଣିକି ହ୍ବାଟସଆପରେ ମିଳିବ ଟ୍ରାଫିକ ଚାଲାଣର ସମସ୍ତ ଅପଡେଟ

ନୂଆଦିଲ୍ଲୀ: ଟ୍ରାଫିକ୍ ଚାଲାଣ କାଟିବା ବା ଅପଡେଟ ଜାଣିବା ଏବେ ହେବ ଆହୁରି ସହଜ l ଏବେ ହ୍ବାଟସଆପ୍ ଜରିଆରେ ଆପଣଙ୍କ ଚାଲାଣର ସମସ୍ତ ସୂଚନା ଜାଣିପାରିବେ l କେବଳ ଏତିକି ନୁହେଁ, ହ୍ବାଟସଆପ୍ ମାଧ୍ୟମରେ ଆପଣ ପେମେଣ୍ଟ ମଧ୍ୟ କରିପାରିବେ। ଖୁବଶୀଘ୍ର ମିଳିବ ଏହି ସୁବିଧା l ରାଜଧାନୀ ଦିଲ୍ଲୀର…

ତିରୁମାଲା ମନ୍ଦିରରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତି ହିନ୍ଦୁ ହେବା ଉଚିତ: ଟିଟିଡି ବୋର୍ଡର ନୂତନ ଅଧ୍ୟକ୍ଷ

ହାଇଦ୍ରାବାଦ: ବିଶ୍ୱ ପ୍ରସିଦ୍ଧ ପ୍ରସାଦମ୍ ତଥା ଲଡୁରେ ପଶୁ ଚର୍ବି ମିଶ୍ରିତ ହେବା ନେଇ ବିବାଦ ପରେ ତିରୁମାଲା ତିରୁପତି ଦେବସ୍ତାନମ୍ (ଟିଟିଡି) ବୋର୍ଡର ନୂତନ ନିଯୁକ୍ତ ଚେୟାରମ୍ୟାନ୍ ବିଆର ନାଇଡୁ ଗୁରୁବାର କହିଛନ୍ତି ଯେ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବାସସ୍ଥାନ ତିରୁମାଲାରେ କାର୍ଯ୍ୟ କରୁଥିବା…

ବାତିଲ୍ ହେଲା ସ୍ନାନଯାତ୍ରା: ରଥଯାତ୍ରା?, ଚେତାବନୀ ଦେଲାଣି କଳିଙ୍ଗ ସେନା

ନୂଆଦିଲ୍ଲୀ: ପୁଣି ଅଦିନରେ ରଥଯାତ୍ରା ଆୟୋଜନ କରି ଚର୍ଚ୍ଚାକୁ ଆସିଛି ଇସ୍କନ । ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନ ଅପଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ଚାରିଆଡୁ ସୃଷ୍ଟି ହୋଇଛି ବିରୋଧର ସ୍ବର । ଅଦିନରେ ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ…

୫ ବର୍ଷରେ ହେମନ୍ତଙ୍କ ବୟସ ବଢ଼ିଯାଇଛି ୭ ବର୍ଷ

ରାଞ୍ଚି: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଚାଲିଛି ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବାରହେତ ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ହେମନ୍ତଙ୍କ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟ୍ ବା ସତ୍ୟପାଠ ଅନୁଯାୟୀ ତାଙ୍କ ବୟସ ପାଞ୍ଚ ବର୍ଷ ମଧ୍ୟରେ ସାତ ବର୍ଷ ବୃଦ୍ଧି ପାଇଛି। ୨୦୧୯ରେ,…

ଜାଣନ୍ତୁ….ଏହି ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ବର: ଆଜିଠୁ ନଭେମ୍ବର ମାସ ଆରମ୍ଭ ହେଉଥିବା ବେଳେ ଏହି ମାସରେ ମୋଟ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ନଭେମ୍ବର ୨୦୨୪ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏନେଇ ତାର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ଏହି ମାସରେ ଉଭୟ ସରକାରୀ ତଥା ଆଞ୍ଚଳିକ ଛୁଟିଦିନକୁ ଅନ୍ତର୍ଭୁକ୍ତ…