Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲାଞ୍ଚ ଅଭିଯୋଗକୁ ଖଣ୍ଡନ କଲା ଆଦାନୀ ଗ୍ରୁପ 

ନୂଆଦିଲ୍ଲୀ: ଗୌତମ ଆଦାନୀ, ସାଗର ଆଦାନୀ ଏବଂ ବରିଷ୍ଠ କାର୍ଯ୍ୟନିର୍ବାହୀ ଭିନେଟ୍ ଜୈନଙ୍କ ବିରୋଧରେ ଆମେରିକାର ନ୍ୟାୟ ବିଭାଗ (ଡିଓଜି) ପକ୍ଷରୁ କୌଣସି ଲାଞ୍ଚ କିମ୍ବା ଦୁର୍ନୀତି ଅଭିଯୋଗ ଲଗାଯାଇନାହିଁ। ବୁଧବାର ଦିନ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏକ ବିବୃତ୍ତି ଜାରି କରି ଏନେଇ ସ୍ପଷ୍ଟ…

ସମ୍ଭଲ ହିଂସା; ‘ମୁସଲମାନ ହୋଇଥିବାରୁ ସେମାନଙ୍କୁ ମାରିଦିଆଯାଉଛି’

ଲକ୍ଷ୍ନୌ: ଗତ ରବିବାର ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାର ଶାଦୀ ମସଜିଦ ସର୍ଭେ ବେଳେ ଘଟିଥିବା ହିଂସାରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି । ଏହି ହିଂସା ଯୋଗୁଁ ଅନେକ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ମାମଲା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶାନ୍ତ…

ମଧ୍ୟପ୍ରାଚ୍ୟରେ ବନ୍ଦ ହେବ ଯୁଦ୍ଧ!

ଜେରୁଜେଲମ: ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧରେ ଲାଗିଲା ଅସ୍ତ୍ରବିରତି ବିରାମ। ଲେବାନନ୍ ସହ ଅସ୍ତ୍ରବିରତି ଚୁକ୍ତିନାମାକୁ ଇସ୍ରାଏଲ୍ କ୍ୟାବିନେଟର ସମର୍ଥନ। ଚୁକ୍ତିନାମାକୁ ସମର୍ଥନ କରିଥିବାରୁ ଯୁଦ୍ଧରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ। ନିଷ୍ପତ୍ତିକୁ ସମର୍ଥନ କଲେ ଆମେରିକା ସହ ଅନ୍ୟ ରାଷ୍ଟ୍ର ମୁଖ୍ୟ।…

ମେଡିକାଲରୁ ଡିସଚାର୍ଜ ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଭାରତୀୟ ରିଜର୍ବ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ପ୍ରବକ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରୀଯୁକ୍ତ ଦାସ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।…

୨୭ କୋଟିରୁ ରିଷଭ ପନ୍ତଙ୍କୁ ମିଳିବ କେତେ ଟଙ୍କା?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ୍ ପାଇଁ ଫ୍ରାଞ୍ଚାଇଜ୍ ଦଳମାନେ ନିଲାମରେ ଖେଳାଳିଙ୍କ ଉପରେ ମନଖୋଲା ଖର୍ଚ୍ଚ କରୁଛନ୍ତି। ଏହାରି ମଧ୍ଯରେ ଆଇପିଏଲର ଇତିହାସରେ ରିଷଭ ପନ୍ତଙ୍କୁ ସବୁଠାରୁ ଦାମୀ ଖେଳାଳି ଭାବେ ଲକ୍ଷ୍ନୌ ସୁପର ଜିଆଣ୍ଟସ ୨୭ କୋଟି ଟଙ୍କାରେ କିଣିଛନ୍ତି।…

ଇତିହାସ ପାଲଟିବ କୋଲକାତାର ହଳଦିଆ ଟ୍ୟାକ୍ସି

କୋଲକାତା: କୋଲକାତା ସହର କଥା ଆସିଲା ମାନେ ହିଁ ହାୱାଡା ବ୍ରିଜ୍, ଇଡେନ୍ ଗାର୍ଡେନ ଓ ହଳଦିଆ ଟ୍ୟାକ୍ସି ମନେ ପଡିଯାଏ। ହେଲେ ବର୍ତ୍ତମାନ ସହରର ରାସ୍ତାରୁ ଏହି ଟ୍ୟାକ୍ସିକୁ ହଟାଇ ଦିଆଯିବ। ବର୍ତ୍ତମାନ କୋଲକାତା ସହରରେ ପ୍ରାୟ ୭୦୦୦ ଟ୍ୟାକ୍ସି ଚାଲୁଛି। ତେବେ ଏଥିମଧ୍ୟରୁ ୪୫୦୦ ଟ୍ୟାକ୍ସି…

ଗତ ୩ ବର୍ଷରେ ହାତୀ ଆକ୍ରମଣରେ ଯାଇଛି ୬୬୮ ଜୀବନ

ଭୁବନେଶ୍ୱର: ଦିନକୁ ଦିନ ଓଡ଼ିଶାରେ ହାତୀ ଏବଂ ମିଣିଷ ଲଢେଇ ଚରମ ସୀମାରେ ପହଞ୍ଚିଲାଣି । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ଯାଇଛି ୬୬୮ ଜୀବନ । ଏହା ସହିତ ୫୦୯ ଜଣ ଲୋକ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ଏନେଇ ଆଜି ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ତଥ୍ୟ…

ଚିନ୍ମୟ ପ୍ରଭୁ କିଏ…ଯାହା ପାଇଁ ଜଳୁଛି ବାଂଲାଦେଶ

ନୂଆଦିଲ୍ଲୀ: ପୁଣି ଅସନ୍ତୋଷର ନିଆଁରେ ଜଳୁଛି ବାଂଲାଦେଶ । ଜୟ ଶ୍ରୀରାମ, ହର ହର ମହାଦେବ ନାରାରେ କମ୍ପୁଛି ରାସ୍ତାଘାଟ । ମଶାଲ ଶୋଭାଯାତ୍ରାରେ ହିନ୍ଦୁ ସମାଜ । ବାଂଲାଦେଶରୁ ଭାରତ, ଆମେରିକା ଯାଏଁ ଗୋଟିଏ ସ୍ବର, ଚିନ୍ମୟ ପ୍ରଭୁଙ୍କୁ ବଞ୍ଚାଅ । ସୋସିଆଲ୍ ମିଡିଆରେ ବି ଚିନ୍ମୟ ପ୍ରଭୁଙ୍କୁ…

ମଣିପୁରରେ ଏଏଫଏସପିଏ ବିବାଦ

ଇମ୍ଫାଲ: ମଣିପୁରରେ ପୁଣି ଥରେ ବଢିଯାଇଛି ଦୁଇ ଜାତି ମଧ୍ୟରେ ବିବାଦ। ମଣିପୁର ବିଧାନସଭାର ୧୦ ଜଣ ବିଧାୟକ ସମଗ୍ର ରାଜ୍ୟରେ ଏଏଫଏସପିଏ (AFSPA) କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ମଣିପୁରର ଅନେକ ଅଞ୍ଚଳ ଏହି ନିୟମକୁ ବିରୋଧ କରି ନିଆଁରେ ଜଳୁଛି। ସୋମବାର ହଜାର ହଜାର ମହିଳା ଏହି…

ଏ ଆର ରହମାନ ମୋ ବାପା ଭଳି, ଅପପ୍ରଚାର କରନ୍ତୁନି: ମୋହିନି

ନୂଆଦିଲ୍ଲୀ: ବିବାହର ୨୯ ବର୍ଷ ପରେ ଏ.ଆର୍ ରହମାନ ଏବଂ ସାଇରା ବାନୁଙ୍କ ଛାଡପତ୍ର ପ୍ରଶଂସକଙ୍କୁ ଚକିତ କରିଥିଲା। ଏହାରି ମଧ୍ୟରେ ଏ. ଆର୍ ରହମାନଙ୍କ ସହ କାମ କରୁଥିବା ମୋହିନୀ ଦେ ମଧ୍ୟ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ଯାହା ପରେ ରହମାନ ଓ ମୋହିନିଙ୍କ ସମ୍ପର୍କକୁ…