Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜଧାନୀର ପିଭିଆର୍ ନିକଟରେ ବିସ୍ଫୋରଣ

ନୂଆଦିଲ୍ଲୀ: ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଯୋଗୁଁ ଦିଲ୍ଲୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଖବର ପାଇବା ମାତ୍ରେ ଦିଲ୍ଲୀ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଘଟଣାର ତଦନ୍ତ ଚାଲିଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ବିସ୍ଫୋରଣର ଶବ୍ଦ ବହୁତ ଜୋରରେ ଥିଲା।…

ମାସରେ କେତେ ଥରେ ଧୁଆ ହୁଏ ଟ୍ରେନରେ ଦିଆଯାଉଥିବା କମ୍ବଳ? 

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ବେଳେ ଏସି କୋଚରେ ଦିଆଯାଉଥିବା କମ୍ବଳକୁ ପ୍ରାୟ ସମସ୍ତେ ବ୍ୟବହାର କରିଥାନ୍ତି। ରେଳବାଇର ସୂଚନା ଅନୁସାରେ ଯାତ୍ରା ସମୟରେ ଯେଉଁ ବେଡସିଟ୍ ଏବଂ ତକିଆ କଭର ଦିଆଯାଏ ତାହା ପ୍ରତିଥର ଧୁଆ ହୋଇଥାଏ। ତେବେ ଯାତ୍ରା ସମୟରେ ବ୍ୟବହାର ହେଉଥିବା କମ୍ବଳ କେତେଥର…

ଦିଲ୍ଲୀକୁ କ୍ରାଇମ କ୍ୟାପିଟାଲରେ ପରିଣତ କରିଦିଆଯାଇଛି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗୁରୁତର ପ୍ରଶ୍ନ ଉଠାଇ କେନ୍ଦ୍ର ଉପରେ ଆଟାକ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ହୃଦୟର ସହିତ ମୁଁ…

ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ଅଦ୍ଭ୍ୟୁଦୟ: ଇଏସଆଇରେ ମିଳିବ ଆୟୁଷ୍ମାନ ସୁବିଧା

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟ କ୍ଷେତ୍ରରେ କର୍ମଚାରୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ଇଏସଆଇସି) ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଆଇ) ମଧ୍ୟରେ ସମ୍ମିଶ୍ରଣ କରିବାକୁ…

ବିହାରର ଏହି ଗ୍ରାମରେ କେହି ଖାଆନ୍ତି ନାହିଁ ଆମିଷ

ଗୟା: ଗୟା ଜିଲ୍ଲାର ବିହେନ ଗ୍ରାମରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ବାସିନ୍ଦା ରହନ୍ତି । ଏହି ଗ୍ରାମର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏଠାରେ କେହି ଆମିଷ ଖାଆନ୍ତି ନାହିଁ । ଦୀର୍ଘ ଦିନ ହେବ ଏହି ପ୍ରଥାକୁ ଗ୍ରାମବାସୀ ମାନି ଆସୁଛନ୍ତି । ସମ୍ପୂର୍ଣ୍ଣ ଗ୍ରାମ ବୈଷ୍ଣବ ଧର୍ମକୁ ମାନନ୍ତି । ଏପରକି…

ଚଢାଉ ବେଳେ ଇଡି ଉପରେ ଆକ୍ରମଣ, ଅଧିକାରୀ ଆହତ

ନୂଆଦିଲ୍ଲୀ: ଦିଲ୍ଲୀରେ ଚଢାଉ କରିବା ସମୟରେ ଇଡି ଉପରକୁ ଆକ୍ରମଣ । ଦିଲ୍ଲୀର ବିଜୱାସନ ଅଞ୍ଚଳରେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ଇଡିର ଜଣେ ଅତିରିକ୍ତ ନିର୍ଦ୍ଦେଶକ ଆହତ ହୋଇଛନ୍ତି । ସାଇବର କ୍ରାଇମ ନେଇ ଇଡି ଚଢାଉ କରିଥିବା ବେଳେ ୫ ଜଣ ଦୁର୍ବୃତ୍ତ…

ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର, ଆସିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ: ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଆସିଛି ପିଏମ ମୋଦିଙ୍କୁ ହତ୍ୟା କରାଯିବାର ଧମକପୂର୍ଣ୍ଣ କଲ୍। ଏନେଇ ଚାଲିଛି ଷଡଯନ୍ତ୍ର। ସୂଚନାନୁସାରେ, ଗତକାଲି ରାତି ୯ଟାରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ଏହି କଲ ଆସିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର…

ଏଣିକି ହ୍ୱାଟ୍ସଆପ୍‌, ଜିମେଲ୍‌ରେ ତଥ୍ୟ ଦିଆନିଆ କରିପାରିବେନି ସରକାରୀ କର୍ମଚାରୀ

ଶ୍ରୀନଗର: ସରକାରୀ ଡକ୍ୟୁମେଣ୍ଟ ପଠାଇବା ପାଇଁ ହ୍ୱାଟସ୍ ଆପ୍ ଏବଂ ଜିମେଲ୍ ପରି ତୃତୀୟ-ପକ୍ଷ ପ୍ଲାଟଫର୍ମ ବ୍ୟବହାର କରିବାକୁ ଜମ୍ମୁ-କାଶ୍ମୀର ସରକାରଙ୍କ ନା। ଜାମ୍ମୁ-କାଶ୍ମୀରର ସରକାରୀ କର୍ମଚାରୀ ହ୍ବାଟ୍ସଆପ୍‌, ଜିମେଲ୍‌ ଜରିଆରେ ସରକାରୀ ତଥ୍ୟ ଆଦାନପ୍ରଦାନ କରିପାରିବେ ନାହିଁ।…

ସଂସଦରେ କମ୍ପିବେ ଗାନ୍ଧୀ ପରିବାର: ମା’, ଭାଇଙ୍କ ପରେ ଏବେ ପ୍ରିୟଙ୍କା..

ନୂଆଦିଲ୍ଲୀ: ଆଜି ସାଂସଦ ଭାବେ ଶପଥ ନେଇଛନ୍ତି ପ୍ରିୟଙ୍କା ଭଦ୍ରା ଗାନ୍ଧୀ । କଂଗ୍ରେସର ସାଧାରଣ ସମ୍ପାଦକ ତଥା କେରଳର ଓ୍ବାୟନାଡ ଆସନରୁ ନବନିର୍ବାଚିତ ସାଂସଦ ପ୍ରିୟଙ୍କା ଆଜି ବିଧିବଦ୍ଧ ଭାବେ ଲୋକସଭାରେ ଶପଥ ଗ୍ରହଣ କରିଛନ୍ତି । ପ୍ରଥମ ଥର କେରଳର ୱାୟାନାଡରୁ ବିପୁଳ ଭୋଟରେ ଜିତିଥିବା…

ବାଂଲାଦେଶରେ ବ୍ୟାନ ହେବ ଇସ୍କନ୍‌! ହାଇକୋର୍ଟରେ ଆବେଦନ କଲେ ଆର୍ଟର୍ଣ୍ଣି ଜେନେରାଲ

ଢାକା: ଇସ୍କନ ନେତା ତଥା ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କୁ ବାଂଲାଦେଶରେ ଗିରଫ କରିବା ଘଟଣା ଏବେ ଜୋର ଧରିଛି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବାଂଲାଦେଶର ଓକିଲ ହାଇକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜଷ୍ଟିସ ଫରାହ ମେହବୁବଙ୍କୁ ନେଇ…