Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରବଳ ବର୍ଷା ଯୋଗୁଁ ଭୁଶୁଡିଲା ନିର୍ମାଣାଧିନ କୋଠା, ୫ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ବିଲଡିଂ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୫କୁ ବୃଦ୍ଧି ପାଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ବେଙ୍ଗାଲୁରୁରେ ଭୁଶୁଡି ପଡିଥିବା ବହୁ ମହଲା କୋଠା ତଳେ ଅନେକ ଲୋକ ଫସି ରହିଥିଲେ। ଗତକାଲି ସନ୍ଧ୍ୟା ଠାରୁ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ୧୩…

ନଭେମ୍ୱର ୧୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର :  ନଭେମ୍ୱର ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ଅନେକ ଗୁଡ଼ିଏ ଯୋଜନାର  ଉନ୍ମୋଚନ କରିବା ନେଇ ସୂଚନା ମିଳିଛି। ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଝାରସୁଗୁଡ଼ା ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର…

ତିବ୍ଦତରେ ରହୁଥିବା ଲୋକଙ୍କ ହୋଇସାରିଛି କି ଜେନେଟିକ ପରିବର୍ତନ

ତିବ୍ଦତ: ପୃଥିବୀପୃଷ୍ଠରେ ମାନବ ଏପରି ଏକ ଜୀବ ଯିଏକି ପରିବେଶ ଏବଂ ପାରିପାଶ୍ୱର୍ିକ ସ୍ଥିତି ଅନୁସାରେ ନିଜକୁ ବଦଳାଇ ପାରିଥାଏ । ମରୁଭୂମି ଅଂଚଳରେ ରହୁଥିବା ମାନବ ହିମାଅଂଚଳରେ ଚଳି ପାରିବ ନାହିଁ । ସେହିପରି ପାହାଡିଆ ଅଂଚଳରେ ରହୁଥିବା ଲୋକଙ୍କ ସଂରଚନାରେ ମଧ୍ୟ ପରିବର୍ତନ ଆସିଛି । ସାଧାରଣ…

ଛତିଶଗଡର ପାଣିରେ ମାତ୍ରାଧିକ ୟୁରାନିୟମ, ବିଷାକ୍ତ ହେଉଛି ଜଳସ୍ତର

ରାୟପୁର: ଜଳରେ ୟୁରାନିୟମ୍। ଛତିଶଗଡର ୬ଟି ଜିଲ୍ଲାର ଲୋକମାନେ ବିଷାକ୍ତ ପାଣି ପିଉଥିବା ନେଇ ସୂଚନା ମିଳିଛି। ଯେଉଁଥିରେ ୟୁରାନିୟମ୍ ପରିମାଣ ନିର୍ଦ୍ଧାରିତ ଅନୁପାତରୁ ତିନି ଗୁଣ ଅଧିକ ଅଛି। ଏହି କାରଣରୁ ଏହି ଜିଲ୍ଲାମାନଙ୍କରେ କର୍କଟ, କିଡନୀ ସମସ୍ୟା ଏବଂ ଗୁରୁତର ଚର୍ମ ରୋଗ ହେବାର…

ଲଣ୍ଡନ ସ୍କୁଲ ପାଠ୍ୟକ୍ରମରେ ଯୋଡିହେଲା ସଂସ୍କୃତ ଭାଷା

ନୂଆଦିଲ୍ଲୀ: ସଂସ୍କୃତ ଶିକ୍ଷା ପ୍ରତି ଏବେ ଭାରତ ଅପେକ୍ଷା ବାହାର ଦେଶର ଆଗ୍ରହ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ପଶ୍ଚିମ ଲଣ୍ଡନରେ ଥିବା ଘରୋଇ ସେଣ୍ଟ ଜେମ୍ସ ଇଣ୍ଡିପେଣ୍ଡେଣ୍ଟ ସ୍କୁଲ ସମୁହରେ ଏବେ ସଂସ୍କୃତ ଶିକ୍ଷା ବାଧ୍ୟତାମୂଳକ କରାଯାଇଛି । ଏହି ସ୍କୁଲର ଜୁନିୟର ବିଦ୍ୟାର୍ଥୀମାନେ…

ଆକ୍ସନ୍ ମୁଡରେ ସରକାର: ନଡ଼ା ଜାଳିଲେ ଚାଷୀ, ନିଲମ୍ବିତ ହେଲେ ୨୪ ଅଫିସର୍‌

ନୂଆଦିଲ୍ଲୀ: ଆକ୍ସନ ମୁଡରେ ହରିୟାଣା ସରକାର। ଗତ କିଛି ଦିନ ତଳେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ହରିୟାଣାର କ୍ୟାଥଲ ଜିଲ୍ଲାରେ ଚାଷୀଙ୍କୁ ନଡା ଜାଳିବା ଅଭିଯୋଗରେ ଗିରଫ କରାଯାଇଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗରେ ହରିୟାଣା କୃଷି ବିଭାଗ ଆଉ…

ପାକିସ୍ତାନ-ଚୀନ୍ -ଇରାନର ମିସାଇଲ ଡ୍ରୋନ୍ କାର୍ଯ୍ୟକ୍ରମ ଉପରେ ଆମେରିକାର କଟକଣା

ୱାଶିଂଟନ: ପାକିସ୍ତାନ, ଇରାନ  ଏବଂ ଚୀନ୍‌ର ମିସାଇଲ - ଡ୍ରୋନ୍ କାର୍ଯ୍ୟକ୍ରମକୁ  ଝଟକା ଦେଇଛି ଆମେରିକା। ୨୬ଟି କମ୍ପାନୀକୁ କଳା ତାଲିକାଭୁକ୍ତ କରିଛି ଶକୃଶାଳୀ ରାଷ୍ଟ୍ର ଆମେରିକା।ଏସବୁ କମ୍ପାନି ପାକିସ୍ତାନ ଏବଂ ଇରାନର ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା…

ଲିଫ୍ଟରେ କାହିଁକି ଲାଗିଥାଏ କାଚ, ଜାଣନ୍ତୁ ଏହା ପଛର କାରଣ… 

ନୂଆଦିଲ୍ଲୀ: ଆପଣ ଯେବେ ବି କୌଣସି ବିଲ୍ଡିଂ, ହୋଟେଲ କିମ୍ବା ମଲ୍‌ର ଲିଫ୍ଟରେ ପ୍ରବେଶ କରୁଥିବେ, ଆପଣ ନିଶ୍ଚିତ ଭାବରେ ଭିତରେ ଦର୍ପଣ ଥିବା ଦେଖିଥିବେ । ଅଧିକାଂଶ ସମୟରେ ଲୋକମାନେ ଲିଫ୍ଟ ଭିତରକୁ ପ୍ରବେଶ କରିବା ମାତ୍ରେ ନିଜକୁ ଦର୍ପଣରେ ଦେଖନ୍ତି। ସେମାନେ ନିଜ କେଶକୁ ସଜାଡି ବା ସହ ପୋଷାକ…

ଆଇଆରସିଟିସିର ଭିଆଇପି ଲାଉଞ୍ଜରେ ଜୀଅନ୍ତା ବିଛା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଟ୍ରେନରେ ଦିଆଯାଉଥିବା ଖାଦ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଇଛି। ବନ୍ଦେ ଭରତ ଟ୍ରେନର ପାନ୍ଟ୍ରି କାର ସହିତ ସାଧାରଣ ଟ୍ରେନରେ ମଧ୍ଯ ଖରାପ ଖାଦ୍ୟ ପରିବେଷଣ କରାଯାଉଥିବାର ନଜର ରହିଛି। ଏହାରି ମଧ୍ୟରେ ଦିଲ୍ଲୀର ଜଣେ ବ୍ୟକ୍ତି ଟ୍ରେନର ଭିଆଇପି ଲାଉଞ୍ଜର ଏକ ଆଶ୍ଚର୍ଯ୍ୟଜନକ…

ରୋମାନ୍ସ କରନ୍ତୁ ନାହିଁ ଏହା ଓୟୋ ନୁହେଁ….

ହାଇଦ୍ରାବାଦ: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ସହରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ କ୍ୟାବ ଡ୍ରାଇଭରଙ୍କ ସହ ଜଡିତ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସ୍ୱତନ୍ତ୍ର ଅନୁରୋଧ ସହିତ ଏକ ପୋଷ୍ଟର ସେ କାରରେ ବସିଥିବା ଯାତ୍ରୀମାନଙ୍କ ପାଇଁ…