Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାୟୁ ପ୍ରଦୂଷଣ ନେଲାଣି ୭୩ ଲକ୍ଷ ଜୀବନ

ନୂଆଦିଲ୍ଲୀ: ଭାରତ ଏକ ସବ୍-ଟ୍ରପିକାଲ୍ ଦେଶ । ଯାହାର ଉତ୍ତର ଭାଗରେ ସାଧରଣତଃ ନଭେମ୍ବରରୁ ଜାନୁଆରୀ ମାସ ଥଣ୍ଡା ଅନୁଭୂତ  ହୋଇଥାଏ । କେଉଁଠାରେ ଅଧିକ ଆଉ କେଉଁଠାରେ କମ୍ । ଆଉ ଥଣ୍ଡା ଆସିଲେ ସାଙ୍ଗରେ ବାୟୁ ପ୍ରଦୂଷଣ ନେଇକି ଆସେ । ସାଧରଣତଃ ବର୍ଷର ଏହି ସମୟରେ ଘନ କୁହୁଡି ସାଙ୍ଗକୁ ବାୟୁ…

ଦ୍ବାଦଶ ଜ୍ୟୋତିର୍ଲିଙ୍ଗ: ଆସନ୍ତୁ ଜାଣିବା ମହାରାଷ୍ଟ୍ରରେ ଅବସ୍ଥିତ ୩ ଜ୍ୟୋତିର୍ଲିଙ୍ଗଙ୍କ ସମ୍ବନ୍ଧରେ..

ନୂଆଦିଲ୍ଲୀ: ପୁରାଣ ଏବଂ ଧାର୍ମିକ ବିଶ୍ୱାସ ଅନୁଯାୟୀ ଦେଶରେ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଅଛନ୍ତି । ଯଦି ଆପଣ ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ମହାରାଷ୍ଟ୍ରରୁ ଯାତ୍ରା ଆରମ୍ଭ କରନ୍ତୁ | ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ଜ୍ୟୋତିର୍ଲିଙ୍ଗ ଅଛନ୍ତି ।…

ଗିରଫ ହେଲେ ପୁଷ୍ପାରାଜ୍, ଫ୍ୟାନ୍ସଙ୍କ ଭଲପାଇବା ହେଲା କାଳ..

ମୁମ୍ବାଇ: ଗିରଫ ହେଲେ ପୁଷ୍ପାରାଜ୍ ଓରଫ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ । ହାଇଦ୍ରାବାଦ୍ ଥିଏଟରରେ ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ବିବାଦରେ ଫସିବା ପରେ ଆଜି ତାଙ୍କୁ ଗିରଫ କରିଛି ହାଇଦ୍ରାବାଦ୍ ପୋଲିସ୍ । ହାଇଦ୍ରାବାଦର ଚିକ୍କଡପଲ୍ଲୀ ପୋଲିସ ଷ୍ଟେସନର ପୋଲିସ ଅଧିକାରୀମାନେ ଆଜି ଜୁବିଲି…

ପ୍ରୟାଗରାଜରେ ମୋଦି: ଭେଟି ଦେବେ ୫୫ଶହ କୋଟିର ପ୍ରକଳ୍ପ

ଭୁବନେଶ୍ବର: ପ୍ରୟାଗରାଜରେ ପହଞ୍ଚିଲେ ମୋଦି । ଗଙ୍ଗାକୂଳରେ ପୂଜା କରି ନୈବିହାର କରିଛନ୍ତି । ମୋଦିଙ୍କ ସହ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିଛନ୍ତି । ,ଥିସହିତ ସେଠାରେ ଉପସ୍ଥିତ ଥିବା ସମସ୍ତ ସାଧୁ ସନ୍ଥଙ୍କ ସହ ମଧ୍ୟ ସାକ୍ଷାତକାର କରିଛନ୍ତି ମୋଦି । ତେବେ ଆଜି ପ୍ରଧାନମନ୍ତ୍ରୀ…

ଜିନ୍ନତ୍ ପାଇଁ ଝାରଖଣ୍ଡରେ ହାଇଆଲର୍ଟ: ୧୬୩ ଧାରା ଜାରି

ଭୁବନେଶ୍ବର: ଓଡିଶା ଛାଡି ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ୍ । ଶିମିଳିପାଳ ଅଭୟାରଣ୍ୟ ଛାଡି ପଳାଇଥିବା ବାଘୁଣୀ ଜିନ୍ନତ୍ ଏବେ ଝାଡଖଣ୍ଡବାସୀଙ୍କ ଚିନ୍ତା ବଢାଇଛି । ସେ ଝାଡ଼ଖଣ୍ଡର ଚାକୁଳିଆ ରେଞ୍ଜର ଭାଟକୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚିଆବାନ୍ଧିର ସିଧୋ-କନହୋ ଛକ ନିକଟରେ ଏକ…

ସିଆରପିଏଫଙ୍କୁ ବଡ଼ ସଫଳତା: ଛତିଶଗଡ଼ରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ

ସୁକମା: ଛତିଶଗଡ଼ ସୁକମା ପୋଲିସ ଏବଂ ସିଆରପିଏଫଙ୍କୁ ମିଳିଛି ବଡ଼ ସଫଳତା। CRPF କମା କୋମାଣ୍ଡେଣ୍ଟ ନିକଟରେ ୧୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦକ୍ଷିଣ ବସ୍ତର ମାଓ ସଂଗଠନର ସକ୍ରିୟ ସଦସ୍ୟ ଥିଲେ ଆତ୍ମସମର୍ପଣ ମାଓବାଦୀ। ସରେଣ୍ଡେର ମାଓବାଦୀଙ୍କର ଅନେକ ମାଓ ହିଂସାକାଣ୍ଡରେ ମୂଖ୍ୟ…

ଆରବିଆଇ ସମେତ ବିଭିନ୍ନ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ରଷିଆନ୍ ଭାଷାରେ ଅଫିସିଆଲ୍ ମେଲ୍‌କୁ ଆସିଛି ଧମକପୂର୍ଣ୍ଣ ମେସେଜ । ଏନେଇ ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ଗତ ମାସରେ ମଧ୍ୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡାଇଦେବାକୁ ଧମକ ଆସିଥିଲା ।…

ବାଇଡେନ୍‌ଙ୍କ ବଡ଼ ନିଷ୍ପତ୍ତି, ୧୫୦୦ କଏଦୀଙ୍କୁ ଦେଲେ ରାଜକ୍ଷମା

ନୂଆଦିଲ୍ଲୀ: କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବଡ଼ ନିଷ୍ପତ୍ତି । ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ୧୫୦୦ କଏଦୀଙ୍କୁ କ୍ଷମା କଲେ ରାଷ୍ଟ୍ରପତି । ସେହିପରି ଅପରାଧିକ ମାମଲାରେ ୩୯ ଜଣଙ୍କୁ ରାଜକ୍ଷମା ଦେଇଛନ୍ତି ରାଷ୍ଟ୍ରପତି ବାଇଡେନ୍। ମୁକ୍ତ…

ଆକ୍ସନ ମୋଡରେ ଏନଆଇଏ, ୮ ରାଜ୍ୟରେ ବଡ଼ଧରଣର ଚଢ଼ାଉ

ନୂଆଦିଲ୍ଲୀ: ଆକ୍ସନ ମୋଡରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) । ଦେଶର ୮ ରାଜ୍ୟରେ ବଡ଼ଧରଣର ଚଢ଼ାଉ କରିଛି ଏନଆଇଏ । ଆତଙ୍କୀ ସଂଗଠନ ଜୈଶ-ଏ-ଅହମ୍ମଦର ୧୯ ଠିକଣାରେ ରେଡ୍ ଆରମ୍ଭ କରିଛି ଏନଆଇଏ । ଆସାମ, ମହାରାଷ୍ଟ୍ର, ୟୁପି, ବିହାର, ପଶ୍ଚିମବଙ୍ଗ, ଜାମ୍ମୁ କାଶ୍ମୀର, ରାଜସ୍ଥାନ,…

ଭାରତରେ କମୁଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା: ରିପୋର୍ଟ

ନୂଆଦିଲ୍ଲୀ: ମ୍ୟାଲେରିଆକୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର । ଭାରତରେ ଧୀରେ ଧୀରେ ନିୟନ୍ତ୍ରଣ ଭିତରକୁ ଆସୁଛି ମ୍ୟାଲେରିଆ । ଦେଶରେ ୬୯ ପ୍ରତିଶତକୁ ହ୍ରାସ ପାଇଛି ମ୍ୟାଲେରିଆ । ବିଶ୍ୱ ମ୍ୟାଲେରିଆ ରିପୋର୍ଟରେ ପ୍ରକାଶିତ ତଥ୍ୟରେ ଏହା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ମ୍ୟାଲେରିଆ ରୋଗ…