Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ବୋମା ଧମକ, ମୁମ୍ବାଇରେ ଜରୁରୀ ଅବତରଣ କଲା ଭିସ୍ତାରା ଏୟାରଲାଇନ୍ସ

ମୁମ୍ବାଇ: ଗତ କିଛି ଦିନ ହେବ ବିମାନ ଗୁଡିକୁ ବୋମାରେ ଉଡ଼ାଇବାକୁ ଧମକ ଦିଆଯାଉଛି। ଗୁରୁବାର ଦିନ ଜର୍ମାନୀର ଫ୍ରାଙ୍କଫର୍ଟରୁ ମୁମ୍ବାଇକୁ ଆସୁଥିବା ଭିସ୍ତାରା ବିମାନ (ବୋଇଙ୍ଗ 787 ବିମାନ) କୁ ବୋମା ଧମକ ଦିଆଯାଇଥିଲା। ଏହି ଧମକ ପରେ ବିମାନଟିକୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ…

ପୁଣି ହରିୟାଣାରେ ନାଏବ ସରକାର: ଦ୍ବିତୀୟ ଥର ପାଇଁ ଶପଥ ନେଲେ

ପଞ୍ଚକୁଳା: ପୁଣି ହରିୟାଣା ଶାସନ ଭାର ସମ୍ଭାଳିଲେ ନାଏବ ସରକାର । ଦ୍ବିତୀୟ ଥର ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନାଏବ ସିଂ ସୈନୀ । ତାଙ୍କ ସହିତ ତାଙ୍କ ମନ୍ତ୍ରୀମଣ୍ଡଳର ୧୩ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।  ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ…

ବିଷାକ୍ତ ମଦ ପିଇ ୨୦ ମୃତ

ପାଟଣା: ବିହାରରେ ପୁଣି ଥରେ ବିଷାକ୍ତ ମଦ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ସିୱାନ ଏବଂ ସରାନ ଜିଲ୍ଲାରେ ମଦ ପିଇ କିଛି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଘଟଣାରେ ୨୦ ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡିଛି। ଏହି ଦୁଇ ଜିଲ୍ଲାରେ ଅନେକ ଲୋକ ବିଷାକ୍ତ…

ସୋସିଆଲ ମିଡିଆରେ ପିଲାଙ୍କ ଫଟୋ ପୋଷ୍ଟ କରିପାରିବେନି ପିତାମାତା, ଜାଣନ୍ତୁ କେଉଁ ଦେଶରେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆକାଉଣ୍ଟ ତିଆରି କରି ନିଜ ପିଲାମାନଙ୍କର କଥାବାର୍ତ୍ତା, କାର୍ଯ୍ୟକଳାପ, ଦୁଷ୍ଟାମୀ ଆଦି ସେୟାର କରିବା ଆଜି କଲି ଯେମିତି ଟ୍ରେଣ୍ଡ ପାଲଟି ଯାଇଛି l ଏପରିକି ଅଭିଭାବକମାନେ ନିଜ ଆକାଉଣ୍ଟରେ ପିଲା ଜନ୍ମ ହେବାଠାରୁ ଆରମ୍ଭ କରି ବଡ ହେବ ପର୍ଯ୍ୟନ୍ତ କରୁଥିବା ଭିନ୍ନ…

ଖାନ୍ ପରିବାରଙ୍କ ବେଳା ଖରାପ: ଅରବାଜ୍ କହିଲେ………

ନୂଆଦିଲ୍ଲୀ: ୧୨ ଅକ୍ଟୋବର ସେ କଳା ଦିନ ଏବେ ଯେପରି କଳା ବାଦଲ ହୋଇ ‘ଖାନ ପରିବାର’ଙ୍କ ଉପରେ ଛାଇ ରହିଛି । ଏନସିପି ନେତା ତଥା ପୂର୍ବ ମହାରାଷ୍ଟ୍ର ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଅତି ନିର୍ମମ ଭାବରେ ଗୁଳି କରି ହତ୍ୟା କରାଗଲା । ଯାହାକୁ ନେଇ ଏବେ ବଢିଛି ସଲମାନଙ୍କ ଅଡୁଆ । ଏଥିପାଇଁ…

ନିଜ୍ଜାର ହତ୍ୟା ମାମଲାରେ କାନାଡ଼ା ପାଖରେ ନାହିଁ ପ୍ରମାଣ: ବଦଳିଲା ଜଷ୍ଟିନ ଟ୍ରୁଡୋଙ୍କ ଆଭିମୁଖ୍ୟ

ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଚରମ ଚିକ୍ତତା ଦେଖିବାକୁ ମିଳିଛି। ଏହାରି ଭିତରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ କାନାଡା ମାଟିରେ ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ ତାଙ୍କ ସରକାର ଭାରତକୁ ପ୍ରକୃତ ପ୍ରମାଣ…

ସଲମାନ ଖାନଙ୍କୁ ମାରିବାକୁ ରଚିଥିଲା ଯୋଜନା, ମାଡି ବସିଲା ମୁମ୍ବାଇ ପୋଲିସ୍

ମୁମ୍ବାଇ: ପୋଲିସ୍ ପଞ୍ଝାରେ ପଡିଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପ ସୁଟର୍‌ । ହରିୟାଣା ପାନିପତ୍‌ରୁ ଗିରଫ କରିଛି ମୁମ୍ବାଇ ପୋଲିସ । ତେବେ ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ଘର ଉପରକୁ ଗୁଳିମାଡ଼ ଘଟଣାରେ ସାର୍ପ ସୁଟର ସୁଖାକୁ ବାନ୍ଧିଛି ପୋଲିସ୍ । ତେବେ ବାବା ସିଦ୍ଦିକିଙ୍କ…

ଦଶହରାର ୨୧ ଦିନ ପରେ କାହିଁକି ପାଳନ କରାଯାଏ ଦୀପାବଳି? ଜାଣନ୍ତୁ କଣ କହୁଛି ଗୁଗୁଲ ମ୍ୟାପ

ନୂଆଦିଲ୍ଲୀ: ଶ୍ରୀ ରାମ କାଳ୍ପନିକ, ଏହି ଅଭିଯୋଗର ବିପରୀତରେ ଏପରି ଅନେକ ପ୍ରମାଣ ଅଛି ଯାହା ତାଙ୍କ ଅସ୍ତିତ୍ୱକୁ ପ୍ରମାଣ କରେ । ଦୀର୍ଘ ୫୦୦ ବର୍ଷ ପରେ ଅଯୋଧ୍ୟାରେ ନିର୍ମାଣ ହୋଇଛି ଭବ୍ୟ ରାମ ମନ୍ଦିର । କିନ୍ତୁ ବିଶେଷ କଥା ହେଉଛି ଯେ, ରାମାୟଣକୁ କାଳ୍ପନିକ କହୁଥିବା ଲୋକମାନଙ୍କୁ ଏବେ…

ଚନ୍ଦ୍ରଚୂଡଙ୍କ ପରେ ଗାଦି ସମ୍ଭାଳିବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନାଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ତେବେ…

ଭାରତ ଉପରେ ଅଭିଯୋଗ: ବଢିଲା ଟ୍ରୁଡୋଙ୍କ ସମସ୍ୟା, ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିର୍ବାଚନ ଲାଭ ପାଇଁ ନିକଟ ଅତୀତରେ ଭାରତ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ହେତୁ ଦୁଇ ଦେଶ ମଧ୍ୟରେ ଏବେ ତିକ୍ତତା ବଢିବାରେ ଲାଗିଛି । ଖଲିସ୍ତାନୀଙ୍କୁ ଖୁସି କରିବା ପାଇଁ ଟ୍ରୁଡୋ ଭାରତ ଉପରେ ଖଲିସ୍ତାନୀ…