Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଗରତାଲା-ଲୋକମାନ୍ଯ ତିଲକ ଏକ୍ସପ୍ରେସର ୮ କୋଚ୍ ଲାଇନଚ୍ୟୁତ

ଅଗରତାଲା: ଆସାମର ଦିବାଲୋଙ୍ଗ ଷ୍ଟେସନରେ ଅଗରତାଲା-ଲୋକମାନ୍ଯ ତିଲକ ଏକ୍ସପ୍ରେସ ଦିନ ପ୍ରାୟ ୩ଟା ୫୫ମି.ରେ ଲାଇନଚ୍ୟୁତ୍ ହୋଇଛି। ଖବର ଅନୁଯାୟୀ, ଇଞ୍ଜିନ ସମେତ ୮ଟି କୋଚ୍ ଲାଇନଚ୍ୟୁତ୍ ହୋଇପଡିଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୁମଡିଙ୍ଗ ଡିଭିଜନ୍…

କର୍ମଜୀବୀ ମହିଳାଙ୍କ କ୍ୟାରିୟର ନଷ୍ଟ କରୁଛି କି ‘ବିବାହ’? 

ନୂଆଦିଲ୍ଲୀ: ଅନେକ ସମୟରେ କାର୍ଯ୍ୟରତ ଝିଅମାନଙ୍କୁ ଶୁଣିବାକୁ ପଡିଥାଏ ଯେ ସେମାନେ ଠିକ୍ ସମୟରେ ବିବାହ କରିବା ଉଚିତ୍। ବିବାହ ପରେ ଚାକିରି କରିବା କଣ ନିହାତି ଦରକାର। ପୁଣି ଚାକିରି ଅପେକ୍ଷା ଶିଶୁ ଏବଂ ପରିବାରର ମଧ୍ୟ ଯତ୍ନ ନେବା ଜରୁରୀ ଅଟେ। ଭାରତୀୟ ସମାଜରେ କର୍ମଜୀବୀ ମହିଳାଙ୍କୁ ଏଭଳି…

ଶେଖ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ ବୃଦ୍ଧି ପାଇବାରେ ଲାଗିଛି। ବାଂଲାଦେଶ କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ନଭେମ୍ବର ୧୮ ସୁଦ୍ଧା ଶେଖ ହସିନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶେଖ ହସିନାଙ୍କ ବ୍ୟତୀତ ୪୫ ଜଣଙ୍କ…

କାହିଁକି ସଲମାନଙ୍କ ମରଣ ଚାହୁଁଛି ବିଷ୍ଣୋଇ ଗାଙ୍ଗ୍?

ମୁମ୍ବାଇ: ବଲିଉଡ ଦବଙ୍ଗ ହିରୋଙ୍କ ଜୀବନ ପ୍ରତି କଳା ବାଦଲ ହୋଇ ଛାଇ ରହିଛି ବିଷ୍ଣୋଇ ଗାଙ୍ଗ । କେମିତି ତାଙ୍କ ଜୀବନ ନେବ, ପ୍ରାଣପ୍ରଣେ ଚେଷ୍ଟା ଜାରି ରଖିଛି । ଏହାରି ଭିତରେ ଏବେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ବିଷ୍ଣୋଇ ଗାଙ୍ଗ ମାରିଥିବା ଦାବି କରିବା ପରେ ଏବେ ସଲମାନଙ୍କ ଅଡୁଆ…

ଭାରତରେ ୮୪ ଲକ୍ଷ ଲୋକଙ୍କ ଆକାଉଣ୍ଟ ବ୍ୟାନ କଲା ହ୍ବାଟସଆପ୍

ନୂଆଦିଲ୍ଲୀ: ମିଛ ଖବର ପ୍ରଚାର ଏବଂ ଅଶାଳୀନ ଶବ୍ଦ ବିରୋଧରେ ହ୍ବାଟସଆପ୍ କଡା ପଦକ୍ଷେପ ନେଇଛି । ମେଟାର ଏହି ପ୍ଲାଟଫର୍ମ ଏହାର ମାସିକ ରିପୋର୍ଟରେ କହିଛି ଯେ ଅଗଷ୍ଟରେ ଭାରତରେ ୮୪ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଭଳି ପରିସ୍ଥିତିରେ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ…

ଧନତେରାସ ପୂର୍ବରୁ ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା ଦର

ନୂଆଦିଲ୍ଲୀ: ସମସ୍ତ ରେକର୍ଡ ଭାଙ୍ଗିଲା ସୁନା ଦର । ଆଜି ସୁନା ଦର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କାରେ ପହଞ୍ଚିଛି । କ୍ରମାଗତ ଅଳଙ୍କାର କ୍ରୟ ହେତୁ ଦିଲ୍ଲୀର ବଜାରରେ ସୁନା ମୂଲ୍ୟ ବୁଧବାର ୧୦ ଗ୍ରାମ ପିଛା ୭୮,୯୦୦ ଟଙ୍କା ମୂଲ୍ୟରେ ପହଞ୍ଚିଛି । ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପିଛା…

ସ୍ୱାମୀଙ୍କ ବିୟୋଗରେ ଜୀବନ ହାରିଲେ ସ୍ତ୍ରୀ: କହିଦେଇ ଗଲେ ତାଙ୍କ ଜୁଇରେ ହିଁ….

ନୂଆଦିଲ୍ଲୀ: ଏ କି ପ୍ରେମ ? ପରସ୍ପରଠାରୁ ୨୫୦ କିଲୋମିଟର ଦୂରରେ ରହି ଏକାସହ ଆତ୍ମହତ୍ୟା କଲେ ସାମରିକ ଦମ୍ପତି। ସ୍ୱାମୀ ଭାରତୀୟ ବାୟୁସେନାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଥିବାବେଳେ ପତ୍ନୀ ସେନାରେ ଜଣେ କ୍ୟାପଟେନ୍ ଥିଲେ। ଅକ୍ଟୋବର ୧୪ ତାରିଖ ରାତିରେ ଆଗ୍ରାର ବାୟୁସେନା ଷ୍ଟେସନରେ ଥିବା ତାଙ୍କ…

ସୁପ୍ରିମକୋର୍ଟଙ୍କ ବଡ ରାୟ: ବାଂଲାଦେଶରୁ ଭାରତ ଆସିଥିବା ପ୍ରବାସୀଙ୍କୁ ମିଳିବ ନାଗରିକତା

ନୂଆଦିଲ୍ଲୀ: ନାଗରିକତା ଅଧିନିୟମ ୧୯୫୫ର ଧାରା ୬-ଏକୁ ନେଇ ଏକ ବଡ ନିଷ୍ପତି ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ l କୋର୍ଟ ଧାରା ୬-ଏ ବୈଧତାକୁ ବଜାୟ ରଖିଛନ୍ତି l ଫଳରେ ଏହି ଆଇନ ଆସାମ ରାଜିନାମା ଅନ୍ତର୍ଗତ ଆସୁଥିବା ବିଦେଶୀଙ୍କୁ ନାଗରିକତା ପ୍ରଦାନ କରିବ । ସୁପ୍ରିମକୋର୍ଟଙ୍କ ରାୟ…

ଫେମିନା ମିସ୍ ଇଣ୍ଡିଆ ୨୦୨୪ ବନିଲେ ନିକିତା ପୋରୱାଲ୍

ମୁମ୍ବାଇ: ମଧ୍ୟପ୍ରଦେଶର ଉଜୈନ ବାସିନ୍ଦା ନିକିତା ପୋରୱାଲ ଫେମିନା ମିସ୍ ଇଣ୍ଡିଆ ୨୦୨୪ ଟାଇଟଲ୍ ଜିତିଛନ୍ତି। ନିକିତା ଏବେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ପାଇଁ ପ୍ରତିନିଧିତ୍ୱ କରିବେ। ଫେମିନା ମିସ୍ ଇଣ୍ଡିଆ ୨୦୨୩ର ବିଜେତା ନନ୍ଦିନୀ ଗୁପ୍ତା ନିକିତାଙ୍କୁ ମୁକୁଟ ପିନ୍ଧାଇଥିଲେ। ଏହି ଘଟଣା…

ଏଣିକି ୨ ମାସ ପୂର୍ବରୁ କରିପାରିବେ ଟ୍ରେନ୍ ଟିକେଟ

ନୂଆଦିଲ୍ଲୀ: ଏଣିକି ୨ ମାସ ପୂର୍ବରୁ କରିପାରିବେ ଟ୍ରେନ୍‌ ଟିକେଟର ଆଡଭାନ୍ସ ବୁକିଂ । ଏବେ ୧୨୦ ଦିନ ପୂର୍ବରୁ ନୁହେଁ ୬୦ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ କରିବା ପାଇଁ ସମୟ ସୀମା ହ୍ରାସ କଲା ରେଲୱେ ବିଭାଗ । ଆଉ ୪ ମାସ ନୁହେଁ ,ଏଣିକି ୨ ମାସ ପୂର୍ବରୁ ଟିକେଟ କରିବା ନେଇ ଏକ ଚିଠି ଜାରି କରି…