Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଲମାନଙ୍କ ଘର ଉପରକୁ ଗୁଳିମାଡ ଘଟଣା, ଗିରଫ ହେଲା ତୃତୀୟ ଅଭିଯୁକ୍ତ

ମୁମ୍ବାଇ: ପାନିପତର ଜିଟି ରୋଡ ସ୍ଥିତ ଏକ ହୋଟେଲରୁ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗର ଜଣେ ସୁଟରକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ପାନିପତର ରେଳ କଲାଂ ଗାଁର ସୁଖା। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା…

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା: ସମୀକ୍ଷା କଲେ ମୋହନ ସରକାର

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଗସ୍ତ ସମୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିଛନ୍ତି।ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା, ସୁସ୍ଥତା ଓ ଦିଲ୍ଲୀ ପୋଲିସ ଦ୍ୱାରା ଚାଲିଥିବା ତଦନ୍ତର ଅଗ୍ରଗତି ସମ୍ପର୍କରେ…

ହରିୟାଣାରେ ନାୟବ ସିଂହ ସୈନିଙ୍କ ସହ ଶପଥ ନେବେ ୧୦ କ୍ୟାବିନେଟ ମନ୍ତ୍ରୀ

ଚଣ୍ଡୀଗଡ: ହରିୟାଣାରେ ହ୍ୟାଟ୍ରିକ ମାରିଛି ବିଜେପି। ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିର ବଡ ବିଜୟ ପରେ ଦଳ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ବିଧାୟକ ଦଳ ବୈଠକରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାୟବ ସିଂହ ସୈନିଙ୍କୁ ଚୟନ କରାଯାଇଛି। ସେ ଅକ୍ଟୋବର ୧୭ ତାରିଖ ଅର୍ଥାତ…

ୱାୟନାଡରେ ଲାଗିଲା ପ୍ରିୟଙ୍କାଙ୍କ ପୋଷ୍ଟର : ଲେଖା ଅଛି “ୱାୟନାଡିଣ୍ଟେ ପ୍ରିୟଙ୍କାରୀ”

ନୂଆଦିଲ୍ଲୀ : ପ୍ରିୟଙ୍କା ଗାନ୍ଧୀ କେରଳର ୱାୟନାଡରୁ ନିର୍ବାଚନ ଲଢିବେ। ଏହ ତାଙ୍କ ପ୍ରଥମ ନିର୍ବାଚନ ଏଣ୍ଟ୍ରି। ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ତାରିଖ ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ପ୍ରିୟଙ୍କାଙ୍କ ନାମ ଘୋଷଣା କରାଯାଇଥିଲା। ନଭେମ୍ବର ୧୩ରେ  ୱାୟନାଡରେ ନିର୍ବାଚନ ହେବ। ଏହି ଖବର…

ଝାଡ଼ଖଣ୍ଡରେ ୫୬  ଆସନ ପାଇଁ ମୋହର ମାରିଲା ବିଜେପି!

ରାଞ୍ଚୀ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖକୁ ନେଇ ବହୁତ ଦିନରୁ ଚାଲୁଥିବା ସସପେନ୍ସ ଦୂର ହୋଇଛି । ତାରିଖ ଘୋଷଣା ପରେ ବିଜେପି କେନ୍ଦ୍ରୀୟ ଟିମ୍ ପାଖାପାଖି ୫୫-୫୬ ସିଟ ପାଇଁ ପ୍ରାର୍ଥୀମାନଙ୍କ ନାମରେ ମୋହର ମାରିଛି।  ଦଳ ଆଗାମୀ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା…

ଜାଣନ୍ତୁ ୫ ବର୍ଷରେ କେତେ ବଦଳିଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ

ନୂଆଦିଲ୍ଲୀ : ଘୋଷଣା ହୋଇଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ। ଦୁଇ ରାଜ୍ୟରେ ବିଜେପି ନତୃତ୍ଵାଧୀନ ଏନଡିଏ ଓ ଇଣ୍ଡିଆ ବ୍ଲକ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଏନଡିଏ ଶାସନ କରୁଥିବା ବେଳେ ଝାଡଖଣ୍ଡରେ ସରକାର ଚଲାଉଛି ଜେଏମଏମ ମେଣ୍ଟ ସରକାର। ଦୁଇ…

କେଉଁ ଆସନରୁ ପ୍ରାର୍ଥୀ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ?

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଦେଖାଦେଇଛି ରାଜନୈତିକ ଝଡ। ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗରେ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ହରିୟାଣା ବିଜୟ ପରେ ବେଶ ଉତ୍ସାହିତ ବିଜେପି। ଝାଡଖଣ୍ଡରେ ବିଜେପି ଭଲ ପ୍ରଦର୍ଶନ କରିବା ସହ ସରକାର…

ନାୟବ ସିଂହ ସୈନି ହେବେ ହରିୟାଣା ମୁଖ୍ୟମନ୍ତ୍ରୀ : କାଲି ଶପଥ ନେବେ

ନୂଆଦିଲ୍ଲୀ : ହରିୟାଣାରେ ହ୍ୟାଟ୍ରିକ ମାରିବା ପରେ ପୁଣି ସରକାର ଗଢିବ ବିଜେପି। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସୈନି । ପୂର୍ବ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ  ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । …

ମୁଖ୍ୟ ନିର୍ବାଚନ କମିସନରଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

ପିଥୋରାଗଡ: ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ଆଜି ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନେଇ ମିଲାମ ଅଭିମୁଖେ ଯାଉଥିବା ଏକ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଛି। ପ୍ରତିକୂଳ ପାଗ କାରଣରୁ ଏପରି ହୋଇଥିବା ଜଣାପଡିଛି। ଏନେଇ ପାଇଲଟ୍ ଏକ ଦୁର୍ଗମ ଅଞ୍ଚଳରେ ଥିବା ରାଲାମରେ ହେଲିକପ୍ଟର…

ଭାରତରେ ଆଇନ ଅନ୍ଧ ନୁହେଁ; ନ୍ୟାୟ ଦେବୀଙ୍କ ଆଖିରୁ ହଟିଲା କଳାପଟି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନ୍ୟାୟ ଦେବୀଙ୍କ ଏକ ନୂତନ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ପ୍ରତିମୂର୍ତ୍ତିରେ କିଛି ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଛି। ନ୍ୟାୟର ଦେବୀଙ୍କ ଆଖିରୁ କଳାପଟି ହଟାଇ ଦିଆଯାଇଥିବା ବେଳେ ତାଙ୍କ ହାତରେ ଖଣ୍ଡା ବଦଳରେ ସମ୍ବିଧାନର ପୁସ୍ତକ ରହିଥିବା…